COVID News
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
୨୪ ଘଣ୍ଟାରେ ରାଜ୍ୟରେ ୫୩୯ କରୋନା ସଂକ୍ରମିତ ଏବଂ ୪୧୭ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୨୪ : ଆଜି ରାଜ୍ୟରେ ୬୮, ୮୧୮ ସ୍ୱାବ ଟେଷ୍ଟ ମଧ୍ୟରୁ ୫୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୭୭ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୩୧୬ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୨୩ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୨୩ ହଜାର ୧୩୩ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି […]
୨୪ ଘଣ୍ଟାରେ ଦେଶରେ ୩୦,୨୫୬ କରୋନା ସଂକ୍ରମିତ ଓ ୨୯୫ ମୃତ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୦ : ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦,୨୫୬ ରହିଛି । ସେହିପରି ୨୪ ଘଣ୍ଟା ମଧ୍ୟରେ ୪୩,୯୩୮ ଜଣ ସୁସ୍ଥ ହୋଇଛନ୍ତି । ସୁସ୍ଥତା ହାର ୯୭.୭୨ ପ୍ରତିଶତ ରହିଛି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୭ ଲକ୍ଷ ୧୫ ହଜାର ୧୦୫ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଏବେ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୧୮୧ […]
୨୪ ଘଣ୍ଟାରେ ୬୨୮ କରୋନା ସଂକ୍ରମିତ ଏବଂ ୬୮୧ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୧୭ : ଆଜି ରାଜ୍ୟରେ ୬୨, ୨୩୮ ସ୍ୱାବ ଟେଷ୍ଟ ମଧ୍ୟରୁ ୬୨୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୯୬ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୩୬୭ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୨୬୧ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୧୮ ହଜାର ୯୨୬ ଜଣ କରୋନାରେ ଆକ୍ରାନ୍ତ ହୋଇସାରିଲେଣି […]
୨୪ ଘଣ୍ଟାରେ ରାଜ୍ୟରେ ୭୪୫ ସଂକ୍ରମିତ ଓ ୬୯୪ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୧୦ : ଆଜି ରାଜ୍ୟରେ ନୂତନ ୬୬, ୧୦୬ ସ୍ୱାବ ଟେଷ୍ଟ ମଧ୍ୟରୁ ୭୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୧୯ ଜଣ ୧୮ ବର୍ଷ ବୟସରୁ କମ୍ ବର୍ଗର ରହିଛନ୍ତି । ଆଜିର ସଂକ୍ରମଣଙ୍କ ମଧ୍ୟରୁ ୪୩୫ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୩୧୦ ରହିଛି । ଏପର୍ଯ୍ୟନ୍ତ ରାଜ୍ୟରେ କରୋନାରେ ୧୦ ଲକ୍ଷ ୧୫ ହଜାର ୮୩ ଜଣ କରୋନାରେ ଆକ୍ରାନ୍ତ […]
୨୪ ଘଣ୍ଟାରେ ଦେଶରେ ୪୬,୭୫୯ କରୋନା ସଂକ୍ରମିତ ଓ ୫୦୯ ମୃତ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୨୮ : ଦେଶରେ ସୁସ୍ଥତା ହାର ୯୭.୫୬ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଆଜି ୩୧,୩୭୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୧୮ ଲକ୍ଷ ୫୨ ହଜାର ୮୦୨ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ଗତ ୨୪ ଘଣ୍ଟାରେ ଦେଶରେ ୧୭୬୧୧୧୦ ସ୍ୱାବ ଟେଷ୍ଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪୬,୭୫୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କୁ ମିଶାଇ ଏବେ […]
କରୋନାରେ ଆଜି ଦେଶରେ ୨୫୦୭୨ ସଂକ୍ରମିତ ଓ ୪୪,୧୫୭ ସୁସ୍ଥ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୩ : ଦେଶରେ ସୁସ୍ଥତା ହାର ସର୍ବାଧିକ ୯୭.୬୩ ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ଆଜି ୪୪,୧୫୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ଦେଶରେ ମୋଟ ୩କୋଟି ୧୬ ଲକ୍ଷ ୮୦ ହଜାର ୬୨୬ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି । ୨୪ ଘଣ୍ଟାରେ ଦେଶରେ ୧୨,୯୫,୧୬୦ ଜଣଙ୍କର ସ୍ୱାବ ଟେଷ୍ଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୫,୦୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସହ […]
କୋଭିଡ୍ ପରୀକ୍ଷଣରେ ଦେଶ ୫୦ କୋଟି ମାର୍କ ଅତିକ୍ରମ କଲା
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୯: ଆଇସିଏମ୍ଆର ଅନୁସାରେ, ଦେଶରେ ୫୦ କୋଟି କୋଭିଡ୍ ପରୀକ୍ଷା ହୋଇଛି, ଯାହାକି ଏକ ମାଇଲ୍ଖୁଣ୍ଟ । ଜୁଲାଇ ୨୧ରେ ଦେଶର ୪୫ କୋଟି କୋଭିଡ୍ ନମୁନା ପରୀକ୍ଷା ହୋଇଥିଲାବେଳେ ଅଗଷ୍ଟ ୧୮ ତାରିଖ ସୁଦ୍ଧା ତାହା ବୃଦ୍ଧି ପାଇ ୫୦ କୋଟିରେ ପହଞ୍ଚିଛି । ଆଇସିଏମଆର ମହାନିର୍ଦ୍ଦେଶକ ବଳରାମ ଭାର୍ଗଭ କହିଛନ୍ତି, ଯେ ପରୀକ୍ଷଣରେ ତ୍ୱରିତ ବୃଦ୍ଧି, ଶୀଘ୍ର ଚିହ୍ନଟ, ତୁରନ୍ତ ଆଇସୋଲେସନ୍ ଏବଂ କୋଭିଡ -୧୯ର ପ୍ରଭାବଶାଳୀ ଚିକିତ୍ସା ଆଦି ଉପରେ […]
ପିଲାମାନଙ୍କ କରୋନା ସଂକ୍ରମଣ ନେଇ ରାଜ୍ୟବାସୀ ଭୟଭୀତ ହୁଅନ୍ତୁ ନାହିଁ
Published On
By Samaya Live
ଭୁନେଶ୍ୱର: ଅଗଷ୍ଟ ୧୯: ରାଜ୍ୟରେ ବର୍ତ୍ତମାନ ୧୮ ବର୍ଷ ବୟସରୁ କମ୍ ପିଲାମାନେ କରୋନା ସଂକ୍ରମିତ ହେଉଛି । ଏନେଇ ରାଜ୍ୟବାସୀ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଡିଏମ୍ଇଟି (ଡାଇରୋକେଫାରେଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ଟ୍ରେନିଂ)ର ମୁଖ୍ୟ ସିବିକେ ମହାନ୍ତି କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତ ପିଲାମାନଙ୍କ ଚିକିସିା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବେଡ୍ ରହିବା ସହିତ ଆବଶ୍ୟକୀୟ ସାମଗ୍ରୀ ଓ ଆଇସିୟୁ ବୃଦ୍ଧି କରାଯାଇଛି । ଏହାସହ ସେ ଆହୁରୀ ମଧ୍ୟ କହିଛନ୍ତି […]
ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ଟିକାକୁ ଦେଶ ଦେଲା ମଞ୍ଜୁରୀ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୭: ଦେଶର ଟିକାକରଣ ଅଭିଯାନରେ ଏକ ବଡ଼ ଖବର ଆସିଛି । ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନ ସିଙ୍ଗଲ ଡୋଜ ଟିକାକୁ ମଞ୍ଜୁରୀ ମିଳିଛି । ଚଳିତ ମାସ ଅଗଷ୍ଟ ୫ରେ କମ୍ପାନୀ ଏହାର ସିଙ୍ଗଲ ଡୋଜ ଟିକା ପାଇଁ ଆବେଦନ କରିଥିଲା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଟୁଇଟ୍ କରିଛନ୍ତି । ଏହାର ଗୋଟିଏ ଡୋଜ ଏତେ ପ୍ରଭାବଶାଳୀ ଯେ, ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ […]
ଦେଶରେ ୨୪ ଘଣ୍ଟାରେ ୩୮,୬୨୮ କରୋନା ଆକ୍ରାନ୍ତ ,୬୧୭ ଜଣ ମୃତ
Published On
By Samaya Live
ଦିଲ୍ଲୀ : ଅଗଷ୍ଟ ୭: ଲଗାତାର କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ୁଥିଲା ବେଳେ ଗତ ୨୪ ଘଣ୍ଟାରେ ତାହା କମିବାରେ ଦେଖାଯାଇଛି । ନୂଆ କରୋନା ସଂକ୍ରମଣଙ୍କ ସଂଖ୍ୟା ୩୮ ହଜାର ୬୨୮ ରହିଛି । ସେହିପରି ଗତ ୨୪ ଘଣ୍ଟାରେ ୪୦ ହଜାର ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ମୋଟ୍ ୩ କୋଟି ୧୦ ଲକ୍ଷ ୫୫ ହଜାର ୮୬୧ ଜଣ […]
୨୪ ଘଣ୍ଟାରେ ଦେଶରେ ୪୪,୬୪୩ କରୋନା ସଂକ୍ରମିତ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୬: ଗତ ୨୪ ଘଣ୍ଟାରେ ଦେଶରେ ୪୪,୬୪୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ଦେଶରେ ଏବେ ମୋଟ ସକ୍ରିୟ କରୋନା ଆକ୍ର୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୧୪ ହଜାର ୧୫୯ ରହିଛି । ସେହିପରି ୨୪ ଘଣ୍ଟାରେ ୪୬୪ ଜଣ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏହି ତଥ୍ୟକୁ ମିଶାଇ ଦେଶରେ ମୋଟ୍ କୋଭିଡଜନିତ ମୃତୁ୍ୟ ସଂଖ୍ୟା ୪ଲକ୍ଷ ୨୬ ହଜାର ୭୫୪କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୪୧ ହଜାର ୯୬ […]
ଧଳା ଲାଞ୍ଜ ହରିଣଙ୍କ ଶରୀରରେ ରହିଛି କରୋନା ଆଣ୍ଟିବଡି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୪: ଆମେରିକା ଉତ୍ତର-ପୂର୍ବ ଭାଗରେ ବସବାସ କରୁଥିବା ପ୍ରାୟ ଏକ ତୃତୀୟାଂଶ ଧଳା ଲାଞ୍ଜ ହରିଣଙ୍କ ଶରୀରରେ କରୋନା ଆଣ୍ଟିବଡି ରହିଛି । ବିଶେଷକରି ସେମାନଙ୍କ ଶରୀରରେ ସାର୍ସ କୋଭି-୨ ଭୂତାଣୁର ଆଣ୍ଟିବଡି ସୃଷ୍ଟି ହେଉଛି ବୋଲି ଚୀନ୍ ସ୍ଥିତ ହାଇନିନିଂରେ ଥିବା ଜେଝିଆଙ୍ଗ ବିଶ୍ୱବିଦ୍ୟାଳୟ ଗବେଷକ କହିଛନ୍ତି । ଏହାର ଅର୍ଥ ଧଳା ଲାଞ୍ଜ ହରିଣ ମଧ୍ୟ କରୋନା ମହାମାରୀର ଶିକାର ହୋଇଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି […]

