ଓଡିଶା ଆଜି ୧୭୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ମୋଟ ସୁସ୍ଥ ହେଲେଣି ୫୨ ହଜାର ୨୭୬ ଜଣ

ଭୁବନେଶ୍ୱର: ଅଗଷ୍ଟ ୨୨: ଓଡ଼ିଶାରେ ଆଜି ୧୭୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ଖୋର୍ଦ୍ଧା ରୁ ସର୍ବାଧିକ ୨୫୪ ଜଣ ସୁସ୍ଥ ହେଇଥିବା ବେଳେ, ଗଂଜାମ ଜିଲ୍ଲାରୁ ୨୧୬ ଜଣ, କଟକ ରୁ ୧୪୭ ଜଣ, ସମ୍ବଲପୁର ରୁ ୧୨୫ ଜଣ, କନ୍ଧମାଳ ରୁ ୯୨ ଜଣ, ଯାଜପୁର ରୁ ୮୭ ଜଣ, ମୟୁରଭଞ୍ଜ ରୁ ୮୦ ଜଣ, ରାୟଗଡା ରୁ ୭୭ ଜଣ, ପୁରୀ ରୁ ୭୪ ଜଣ, ମାଲକାନଗିରି ରୁ ୭୨ […]

Samaya Live Picture
Published On

ଭୁବନେଶ୍ୱର: ଅଗଷ୍ଟ ୨୨: ଓଡ଼ିଶାରେ ଆଜି ୧୭୭୩ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇଛନ୍ତି I ଖୋର୍ଦ୍ଧା ରୁ ସର୍ବାଧିକ ୨୫୪ ଜଣ ସୁସ୍ଥ ହେଇଥିବା ବେଳେ, ଗଂଜାମ ଜିଲ୍ଲାରୁ ୨୧୬ ଜଣ, କଟକ ରୁ ୧୪୭ ଜଣ, ସମ୍ବଲପୁର ରୁ ୧୨୫ ଜଣ, କନ୍ଧମାଳ ରୁ ୯୨ ଜଣ, ଯାଜପୁର ରୁ ୮୭ ଜଣ, ମୟୁରଭଞ୍ଜ ରୁ ୮୦ ଜଣ, ରାୟଗଡା ରୁ ୭୭ ଜଣ, ପୁରୀ ରୁ ୭୪ ଜଣ, ମାଲକାନଗିରି ରୁ ୭୨ ଜଣ, କୋରାପୁଟ ରୁ ୬୯ ଜଣ, ସୁନ୍ଦରଗଡ ରୁ ୬୮ ଜଣ, ବାଲେଶ୍ୱର ରୁ ୫୮ ଜଣ, ନୟାଗଡ ରୁ ୫୧ ଜଣ, କଳାହାଣ୍ଡି ଓ କେନ୍ଦୁଝର ରୁ ୩୮ ଜଣ ଲେଖାଏଁ, ବରଗଡ ରୁ ୩୨ ଜଣ, ଗଜପତି ରୁ ୩୦ ଜଣ, ବଲାଙ୍ଗୀର ରୁ ୨୬ ଜଣ, ଭଦ୍ରକ ରୁ ୨୫ ଜଣ, ନବରଙ୍ଗପୁର ରୁ ୨୩ ଜଣ, କେନ୍ଦ୍ରାପଡ଼ା ରୁ ୨୨ ଜଣ, ଢେଙ୍କାନାଳ ରୁ ୨୦ ଜଣ, ଝାରସୁଗୁଡା ରୁ ୧୯ ଜଣ, ଜଗତସିଂହପୁର ରୁ ୧୫ ଜଣ, ଅନୁଗୁଳ ରୁ ୭ ଜଣ ଏବଂ ନୂଆପଡା ଓ ସୋନପୁର ରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ ୫୨ ହଜାର ୨୭୬ ଜଣ କରୋନା ସଂକ୍ରମିତ ସୁସ୍ଥ ହେଇସାରିଛନ୍ତି I