ଓଡ଼ିଶାରେ ୧୩ ହଜାର ୭୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି

ଭୁବନେଶ୍ୱର: ଜୁଲାଇ ୨୨: ଓଡ଼ିଶାରେ ଆଜି ୪୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଖୋର୍ଦ୍ଧା ରୁ ୮୩ ଜଣ, ଗଂଜାମ ରୁ ୬୮ ଜଣ, ବାଲେଶ୍ୱର ରୁ ୪୯ ଜଣ, ମାଲକାନଗିରି ରୁ ୪୦ ଜଣ,ଜଗତସିଂହପୁର ରୁ ୨୩ ଜଣ, ଭଦ୍ରକ ରୁ ୨୧ ଜଣ, ମୟୁରଭଞ୍ଜ ରୁ ୨୦ ଜଣ, କୋରାପୁଟ ରୁ ୧୮ ଜଣ, ପୁରୀ ରୁ ୧୭ ଜଣ, ଝାରସୁଗୁଡା, କେନ୍ଦୁଝର ଓ ନବରଙ୍ଗପୁର ରୁ ୧୨ ଜଣ ଲେଖାଏଁ, […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୨୨: ଓଡ଼ିଶାରେ ଆଜି ୪୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଖୋର୍ଦ୍ଧା ରୁ ୮୩ ଜଣ, ଗଂଜାମ ରୁ ୬୮ ଜଣ, ବାଲେଶ୍ୱର ରୁ ୪୯ ଜଣ, ମାଲକାନଗିରି ରୁ ୪୦ ଜଣ,ଜଗତସିଂହପୁର ରୁ ୨୩ ଜଣ, ଭଦ୍ରକ ରୁ ୨୧ ଜଣ, ମୟୁରଭଞ୍ଜ ରୁ ୨୦ ଜଣ, କୋରାପୁଟ ରୁ ୧୮ ଜଣ, ପୁରୀ ରୁ ୧୭ ଜଣ, ଝାରସୁଗୁଡା, କେନ୍ଦୁଝର ଓ ନବରଙ୍ଗପୁର ରୁ ୧୨ ଜଣ ଲେଖାଏଁ, କଟକ ରୁ ୧୧ ଜଣ, ବରଗଡ ରୁ ୧୦ ଜଣ, ଯାଜପୁର ଓ ଅନୁଗୁଳ ରୁ ୯ ଜଣ ଲେଖାଏଁ, କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ ରୁ ୬ ଜଣ ଲେଖାଏଁ, ବଲାଙ୍ଗୀର ଓ ସମ୍ବଲପୁର ରୁ ୫ ଜଣ ଲେଖାଏଁ ଏବଂ ନୟାଗଡ ରୁ ୪ ଜଣ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ଏ ପର୍ଯ୍ୟନ୍ତ ଓଡ଼ିଶାରେ ୧୩ ହଜାର ୭୫୦ ଜଣ ସୁସ୍ଥ ହେଇସାରିଲେଣି I
ଅନ୍ୟପକ୍ଷରେ, ଓଡ଼ିଶାରେ ଏ ପର୍ଯ୍ୟନ୍ତ ୧୯ ହଜାର ୮୩୫ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I
କରୋନା ରେ ମୃତ୍ୟୁବରଣ କରିଛନ୍ତି ମୋଟ ୧୦୮ ଜଣ I
୫ ହଜାର ୯୪୬ ଜଣ ଚିକିତ୍ସାଧୀନ ଅଛନ୍ତି I