COVID data Odisha
ଓଡ଼ିଶା 

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଲା; ୨୪ ଘଂଟାରେ ଚିହ୍ନଟ ହେଲେ ୨,୮୯୮ ଟି କେଶ

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ଟପିଲା; ୨୪ ଘଂଟାରେ ଚିହ୍ନଟ ହେଲେ ୨,୮୯୮ ଟି କେଶ ଭୁବନେଶ୍ୱର: ଅଗଷ୍ଟ ୨୦: ଓଡ଼ିଶାରେ ଗୋଟିଏ ଦିନରେ ୨,୮୯୮ ଜଣ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ୨,୮୯୮ ଟି ନୂଆ କେଶ ମଧ୍ୟରେ ୧୭୯୨ ଟି Quarantine Case ଥିବା ବେଳେ, ୧୧୦୬ ଟି Local Contact case ଅଛି I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ୨୪ ଘଂଟାରେ ୫୨୪ ଟି ନୂଆ କେଶ ଚିହ୍ନଟ ହେଇଛି I ଏଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା […]
Read More...
ଓଡ଼ିଶା 

ଓଡ଼ିଶାରେ ରେ ୨୪ ଘଂଟାରେ ୧୯୭୭ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୬୩୦ କୁ ବୃଦ୍ଧି

ଓଡ଼ିଶାରେ ରେ ୨୪ ଘଂଟାରେ ୧୯୭୭ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ :  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪ ହଜାର ୬୩୦ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୧୪: ଓଡ଼ିଶାରେ ୨୪ ଘଂଟାରେ ୧୯୭୭ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଗତକାଲି ମଧ୍ୟ ୧୯୮୧ ଟି କେଶ ଚିହ୍ନଟ ହେଇଥିଲା I ୨ ଦିନ ହେଲା କ୍ରମାଗତ ଭାବରେ ୧୯୦୦ ରୁ ଉର୍ଦ୍ଧ୍ୱ କେଶ ଚିହ୍ନଟ ହେଉଛି I ଆଜି ଚିହ୍ନଟ ହେଇଥିବା ୧୯୭୭ ଟି କେଶ ମଧ୍ୟରୁ, ୧୨୪୧ ଜଣ ସଙ୍ଗରୋଧ ରେ ଥିଲେ ଏବଂ ଆଉ ୭୩୬ ଜଣ Local Contact କେଶ I ସ୍ୱାସ୍ଥ୍ୟ […]
Read More...
ଓଡ଼ିଶା 

ଓଡ଼ିଶାରେ ସୁସ୍ଥ ହେଲେ ଆଉ ୮୦୭ ଜଣ କରୋନା ସଂକ୍ରମିତ; ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୧୯ ହଜାର ୭୪୬ ଜଣ

ଓଡ଼ିଶାରେ ସୁସ୍ଥ ହେଲେ ଆଉ ୮୦୭ ଜଣ କରୋନା ସଂକ୍ରମିତ; ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୧୯ ହଜାର ୭୪୬ ଜଣ ଭୁବନେଶ୍ୱର: ଜୁଲାଇ ୩୦: ଆଜି ଓଡିଶାରେ ଆଉ ୮୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ ୧୯ ,୭୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I ଗଞ୍ଜାମ ଜିଲ୍ଲା ସର୍ବାଧିକ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଆଜି ଗଞ୍ଜାମ ଜିଲ୍ଲାରୁ ୪୩୧ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି I ସେହିପରି, କଟକରୁ ୬୨ ଜଣ, ରାୟଗଡାରୁ ୪୭ ଜଣ, ଗଜପତିରୁ ୩୪ ଜଣ, କେନ୍ଦୁଝର ରୁ ୨୯ […]
Read More...
ଓଡ଼ିଶା 

ଓଡ଼ିଶାରେ ୧୩ ହଜାର ୭୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି

ଓଡ଼ିଶାରେ ୧୩ ହଜାର ୭୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି ଭୁବନେଶ୍ୱର: ଜୁଲାଇ ୨୨: ଓଡ଼ିଶାରେ ଆଜି ୪୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଖୋର୍ଦ୍ଧା ରୁ ୮୩ ଜଣ, ଗଂଜାମ ରୁ ୬୮ ଜଣ, ବାଲେଶ୍ୱର ରୁ ୪୯ ଜଣ, ମାଲକାନଗିରି ରୁ ୪୦ ଜଣ,ଜଗତସିଂହପୁର ରୁ ୨୩ ଜଣ, ଭଦ୍ରକ ରୁ ୨୧ ଜଣ, ମୟୁରଭଞ୍ଜ ରୁ ୨୦ ଜଣ, କୋରାପୁଟ ରୁ ୧୮ ଜଣ, ପୁରୀ ରୁ ୧୭ ଜଣ, ଝାରସୁଗୁଡା, କେନ୍ଦୁଝର ଓ ନବରଙ୍ଗପୁର ରୁ ୧୨ ଜଣ ଲେଖାଏଁ, […]
Read More...
ଓଡ଼ିଶା 

ଓଡ଼ିଶାରେ ୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୪୩୭ କୁ ବୃଦ୍ଧି

ଓଡ଼ିଶାରେ ୭୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୪୩୭ କୁ ବୃଦ୍ଧି ଭୁବନେଶ୍ୱର:ଜୁଲାଇ ୧୯: ଓଡ଼ିଶାରେ ୭୩୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ତୃତୀୟ ଥର ପାଇଁ ରାଜ୍ୟରେ ଗୋଟିଏ ଦିନରେ ୭୦୦ ରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୪୩୭ କୁ ବୃଦ୍ଧି ପାଇଛି I ନୂଆ ୭୩୬ ଟି କେଶ ମଧ୍ୟରୁ, ୪୮୧ Quarantine case ଏବଂ ୨୫୫ ଟି Local Contact Case ବୋଲି ସ୍ୱାସ୍ଥ୍ୟ ଓ […]
Read More...

Advertisement