Odisha Corona cases
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଭୁବନେଶ୍ୱର ରେ ଗୋଟିଏ ଦିନରେ ୩୭୦ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୯: ଭୁବନେଶ୍ୱର ମୁନିସିପାଲ କର୍ପୋରେସନ ଅଂଚଳରେ ୨୪ ଘଂଟାରେ ୩୭୦ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ ୨୦୪ ଜଣ ସଙ୍ଗରୋଧ ରେ ଥିଲେ ଏବଂ ୧୬୬ ଟି ଲୋକାଲ କେଶ I ଏହାକୁ ମିଶାଇ ଭୁବନେଶ୍ୱର ରେ କରୋନା ଆକ୍ରାନ୍ତଙ୍କ ମୋଟ ସଂଖ୍ୟା ୬ ହଜାର ୭୭ କୁ ବୃଦ୍ଧି ପାଇଛି I ଆଜି ସୁସ୍ଥ ହେଇଛନ୍ତି ୧୫୦ ଜଣ I ସୁସ୍ଥ ହେଇସାରିଥିବା ରୋଗୀଙ୍କ ସଂଖ୍ୟା ୩ […]
ଓଡ଼ିଶାରେ ୨୪ ଘଣ୍ଟାରେ ୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି : ମୋଟ ମୃତ୍ୟୁ ସଂଖ୍ୟା ୨୫୯ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୮: ଓଡ଼ିଶାରେ ୨୪ ଘଂଟାରେ ୧୨ ଜଣ କରୋନା ରୋଗୀ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗଂଜାମ , ଖୋର୍ଦ୍ଧା , କନ୍ଧମାଳ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଥିବା ବେଳେ ବରଗଡ , ସୁନ୍ଦରଗଡ , ବାଲେଶ୍ୱର ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ […]
ଓଡ଼ିଶାରେ ୨୪ ଘଂଟାରେ ୧୩୩୭ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୧୮ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୫: ଓଡ଼ିଶାରେ ୨୪ ଘଂଟାରେ ୧୩୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସୂଚନା ଓ ଲୋକ ସମ୍ପର୍କ ବିଭାଗ ର ତଥ୍ୟ ଅନୁସାରେ, ୧୩୩୭ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ, ୮୧୫ ଟି Quarantine Case ଥିବା ବେଳେ ୫୨୨ ଟି Local Contact Case ଅଛି I ଅନୁଗୁଳ ରୁ ୪ ଜଣ, ବାଲେଶ୍ୱର ରୁ ୩୧ ଜଣ, ବରଗଡ ରୁ ୧୪ ଜଣ, ଭଦ୍ରକ ରୁ ୨୨ […]
ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭ କୁ ବୃଦ୍ଧି; ମୃତ୍ୟୁ ସଂଖ୍ୟା ୨୦୭ ରେ ପହଁଚିଲା
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୩: ଓଡ଼ିଶାରେ ୨୪ ଘଂଟାରେ ୧୩୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୮୭୩ ଟି Quarantine Case ଥିବା ବେଳେ ୫୧୧ ଟି Local Contact Case ଅଛି I ଏହାକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନୁସାରେ, ଅନୁଗୁଳ ରୁ ୧୩ ଜଣ, ବାଲେଶ୍ୱର ରୁ ୭୯ ଜଣ, ବରଗଡ […]
ଓଡ଼ିଶାରେ ଦିନକରେ ୧୪୩୪ ଟି କୋଭିଡ ପଜିଟିଭ କେଶ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୯୧୩ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୦୨: ଓଡ଼ିଶାରେ ୨୪ ଘଂଟାରେ ୧୪୩୪ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୮୮୯ ଟି Quarantine Case ଥିବା ବେଳେ, ୫୪୫ ଟି Local Contact Case ଅଛି I ଏହାକୁ ମିଶାଇ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୯୧୩ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ବିଭାଗ ର ତଥ୍ୟ ଅନୁଯାଇ, ୧୪୩୪ ଟି ନୂଆ କେଶ ମଧ୍ୟରେ, ଅନୁଗୁଳ ରୁ ୯ଜଣ, ବାଲେଶ୍ୱର […]
ବିନା ମାସ୍କରେ ଘରୁ ବାହାରିଲେ ୧୦୦୦ ଟଙ୍କା ଫାଇନ୍
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୩୧: ଏଣିକି ବିନା ମାସ୍କରେ ଘରୁ ବାହାରିଲେ ତଣ୍ଡ ଗଣିବାକୁ ପଡିବ ହଜାରେ ଟଙ୍କା । ବାହାରେ ଛେପ ପକାଇଲେ ଏପରିକି ମାସ୍କ ସଠିକ ଭାବେ ନପିନ୍ଧିଲେ ମଧ୍ୟ ଗଣିବାକୁ ପଡିବ ଅଧିକ ଫାଇନ । ତେବେ ପ୍ରଥମ ଦୁଇ ଥର ନିୟମ ଭାଙ୍ଗିଲେ ହଜାର ଟଙ୍କା ଫାଇନ୍ ଦେବାକୁ ନିୟମ ରହିଥିଲାବେଳେ ଦ୍ୱିତୀୟ ଥର ନିମୟ ଉଲ୍ଲଂଘନ କଲେ ସଂପୃକ୍ତ ବ୍ୟକ୍ତିଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ ବୋଲି […]
ଓଡ଼ିଶାରେ ୨୪ ଘଂଟାରେ ୧୪୯୯ ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ଏବଂ ୮ ମୃତ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୩୧: ଗତ ୨୪ ଘଂଟାରେ ଓଡ଼ିଶାରେ ୧୪୯୯ ଟି ନୂଆ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି I ସେଥିରୁ, ୯୧୪ ଟି Quarantine Case ଥିବାବେଳେ ୫୮୫ ଟି Local Contact Case ଅଛି I ଏହାକୁ ମିଶାଇ, ରାଜ୍ୟରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୩୧,୮୭୭ କୁ ବୃଦ୍ଧି ପାଇଛି I ଗଂଜାମ ଜିଲ୍ଲାରେ ସର୍ବାଧିକ ୩୬୮ ଟି କେଶ ଚିହ୍ନଟ ହେଇଥିବା ବେଳେ , ଖୋର୍ଦ୍ଧା ରେ ୨୧୪ […]
ଓଡ଼ିଶାରେ ସୁସ୍ଥ ହେଲେ ଆଉ ୮୦୭ ଜଣ କରୋନା ସଂକ୍ରମିତ; ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୧୯ ହଜାର ୭୪୬ ଜଣ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୩୦: ଆଜି ଓଡିଶାରେ ଆଉ ୮୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ସହିତ ରାଜ୍ୟରେ ମୋଟ ୧୯ ,୭୪୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I ଗଞ୍ଜାମ ଜିଲ୍ଲା ସର୍ବାଧିକ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଆଜି ଗଞ୍ଜାମ ଜିଲ୍ଲାରୁ ୪୩୧ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି I ସେହିପରି, କଟକରୁ ୬୨ ଜଣ, ରାୟଗଡାରୁ ୪୭ ଜଣ, ଗଜପତିରୁ ୩୪ ଜଣ, କେନ୍ଦୁଝର ରୁ ୨୯ […]
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଟପିଲା
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୬: ଓଡ଼ିଶାରେ ୨୪ ଘଂଟାରେ ୧୩୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ କୁ ବୃଦ୍ଧି ପାଇଛି I ଗଂଜାମ ରୁ ସର୍ବାଧିକ ୪୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୮୭ ଜଣ, କେନ୍ଦୁଝର ରୁ ୧୦୩ ଜଣ, ପୁରୀ ରୁ ୯୧ ଜଣ, କଟକରୁ ୭୫ ଜଣ , ଗଜପତି ରୁ ୭୪ ଜଣ, […]
ଓଡ଼ିଶାରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୨୬୪ କୋଭିଡ-୧୯ କେଶ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୩: ଓଡ଼ିଶାରେ ରେକର୍ଡ ସଂଖ୍ୟକ କୋଭିଡ ପଜିଟିଭ ଚିହ୍ନଟ ହେଲେ I ୨୪ ଘଂଟାରେ ୧୨୬୪ ଜଣ ଚିହ୍ନଟ ହେବା ଏବେ ରାଜ୍ୟରେ ଚର୍ଚା ର ବିଷୟ ପାଲଟିଛି I ତେବେ, ସେଥିରୁ ୪୧୭ ଜଣ ହେଉଛନ୍ତି Local Contact Case I ବାକି ୮୪୭ ଜଣ Quarantine ରେ ଥିଲେ I ୧୨୬୪ ଜଣ ଙ୍କ ମଧ୍ୟରେ, କେବଳ ଗଂଜାମ ର ସର୍ବାଧିକ ୫୪୦ ଜଣ ଅଛନ୍ତି I ସେହିପରି, ଖୋର୍ଦ୍ଧା ରୁ […]
ଓଡ଼ିଶାରେ ୧୩ ହଜାର ୭୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୨: ଓଡ଼ିଶାରେ ଆଜି ୪୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଖୋର୍ଦ୍ଧା ରୁ ୮୩ ଜଣ, ଗଂଜାମ ରୁ ୬୮ ଜଣ, ବାଲେଶ୍ୱର ରୁ ୪୯ ଜଣ, ମାଲକାନଗିରି ରୁ ୪୦ ଜଣ,ଜଗତସିଂହପୁର ରୁ ୨୩ ଜଣ, ଭଦ୍ରକ ରୁ ୨୧ ଜଣ, ମୟୁରଭଞ୍ଜ ରୁ ୨୦ ଜଣ, କୋରାପୁଟ ରୁ ୧୮ ଜଣ, ପୁରୀ ରୁ ୧୭ ଜଣ, ଝାରସୁଗୁଡା, କେନ୍ଦୁଝର ଓ ନବରଙ୍ଗପୁର ରୁ ୧୨ ଜଣ ଲେଖାଏଁ, […]
ଭୁବନେଶ୍ୱର ରେ ୨୧ ଏବଂ କଟକରେ ୩୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୧: ଭୁବନେଶ୍ୱର ରେ ଆଜି ୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ସେଥିରୁ, ୧୬ ଜଣ Quarantine ରେ ଥିଲେ ଏବଂ ବାକି ୫ ଟି Local Contact Case I ଏହାକୁ ମିଶାଇ, ଭୁବନେଶ୍ୱର ରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨ କୁ ବୃଦ୍ଧି ପାଇଛି I ଭୁବନେଶ୍ୱର ରେ ୪୯ ଜଣ କରୋନା ରୋଗୀ ସୁସ୍ଥ ହେଇ ଘରକୁ ଫେରିଛନ୍ତି I ଏ ପର୍ଯ୍ୟନ୍ତ ଭୁବନେଶ୍ୱର […]

