ଓଡ଼ିଶାରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୪୦୯ ଜଣ କରୋନା ଆକ୍ରାନ୍ତ
ଭୁବନେଶ୍ୱର:ଅଗଷ୍ଟ ୪: ଓଡ଼ିଶାରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୪୦୯ କରୋନା ଆକ୍ରାନ୍ତ I ଏଥିସହ ରାଜ୍ୟରେ ସୁସ୍ଥ ହେଇଥିବା ମୋଟ କରୋନା ରୋଗୀ ଙ୍କ ସଂଖ୍ୟା ୨୪ ହଜାର ୪୮୩ ରେ ପହଂଚିଛି I ଗଂଜାମ ରୁ ୨୫୮ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୨୧୮ ଜଣ, ରାୟଗଡା ରୁ ୧୨୮ ଜଣ, ସୁନ୍ଦରଗଡ ରୁ ୧୨୨ ଜଣ, ପୁରୀ ରୁ ୧୨୧ ଜଣ, ଗଜପତି ରୁ ୧୨୦ ଜଣ, କୋରାପୁଟ ରୁ […]
ଭୁବନେଶ୍ୱର:ଅଗଷ୍ଟ ୪: ଓଡ଼ିଶାରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୪୦୯ କରୋନା ଆକ୍ରାନ୍ତ I ଏଥିସହ ରାଜ୍ୟରେ ସୁସ୍ଥ ହେଇଥିବା ମୋଟ କରୋନା ରୋଗୀ ଙ୍କ ସଂଖ୍ୟା ୨୪ ହଜାର ୪୮୩ ରେ ପହଂଚିଛି I
ଗଂଜାମ ରୁ ୨୫୮ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୨୧୮ ଜଣ, ରାୟଗଡା ରୁ ୧୨୮ ଜଣ, ସୁନ୍ଦରଗଡ ରୁ ୧୨୨ ଜଣ, ପୁରୀ ରୁ ୧୨୧ ଜଣ, ଗଜପତି ରୁ ୧୨୦ ଜଣ, କୋରାପୁଟ ରୁ ୮୪ ଜଣ, କଟକ ରୁ ୬୮ ଜଣ, ବାଲେଶ୍ୱର ରୁ ୫୮ ଜଣ, ନବରଙ୍ଗପୁର ରୁ ୩୪ ଜଣ, କନ୍ଧମାଳ ରୁ ୩୦ ଜଣ, ଯାଜପୁର ରୁ ୨୫ ଜଣ, ମାଲକାନଗିରି ରୁ ୨୪ ଜଣ, କେନ୍ଦୁଝର ରୁ ୧୯ ଜଣ, ବଲାଙ୍ଗୀର ରୁ ୧୬ ଜଣ, ବରଗଡ ଓ କେନ୍ଦ୍ରାପଡ଼ା ରୁ ୧୨ ଜଣ ଲେଖାଏଁ, ଝାରସୁଗୁଡା ରୁ ୧୧ ଜଣ, ନୟାଗଡ ରୁ ୧୦ ଜଣ, ବୌଦ ରୁ ୯ ଜଣ, ନୂଆପଡା ରୁ ୮ ଜଣ, ମୟୁରଭଞ୍ଜ ରୁ ୭ ଜଣ, ଢେଙ୍କାନାଳ ରୁ ୫ ଜଣ, ଭଦ୍ରକ ରୁ ୪ ଜଣ, ଅନୁଗୁଳ ଓ ଜଗତସିଂହପୁର ରୁ ୨ ଜଣ ଲେଖାଏଁ ଏବଂ ଦେଓଗଡ ଓ କଳାହାଣ୍ଡି ରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହେଇଛନ୍ତି I
ଓଡ଼ିଶାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହେଇଥିବା ୩୭ ହଜାର ୬୮୧ ଜଣ କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ, ୨୪ ହଜାର ୪୮୩ ଜଣ ସୁସ୍ଥ ହେଇସାରିଛନ୍ତି I ଏବେ ୧୨ ହଜାର ୯୪୦ ଜଣ ଚିକିତ୍ସିତ ଅଛନ୍ତି I




