Odisha COVID recoveries
ଓଡ଼ିଶା 

ଓଡ଼ିଶାରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୪୦୯ ଜଣ କରୋନା ଆକ୍ରାନ୍ତ

ଓଡ଼ିଶାରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୪୦୯ ଜଣ କରୋନା ଆକ୍ରାନ୍ତ ଭୁବନେଶ୍ୱର:ଅଗଷ୍ଟ ୪: ଓଡ଼ିଶାରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୪୦୯ କରୋନା ଆକ୍ରାନ୍ତ I ଏଥିସହ ରାଜ୍ୟରେ ସୁସ୍ଥ ହେଇଥିବା ମୋଟ କରୋନା ରୋଗୀ ଙ୍କ ସଂଖ୍ୟା ୨୪ ହଜାର ୪୮୩ ରେ ପହଂଚିଛି I ଗଂଜାମ ରୁ ୨୫୮ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୨୧୮ ଜଣ, ରାୟଗଡା ରୁ ୧୨୮ ଜଣ, ସୁନ୍ଦରଗଡ ରୁ ୧୨୨ ଜଣ, ପୁରୀ ରୁ ୧୨୧ ଜଣ, ଗଜପତି ରୁ ୧୨୦ ଜଣ, କୋରାପୁଟ ରୁ […]
Read More...

Advertisement