Odisha Exam Fever
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କଳାହାଣ୍ଡି : ୧୪୫ ପରୀକ୍ଷା କେନ୍ଦ୍ରରେ ୨୨,୪୪୦ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ
Published On
By Samaya Live
ଭବାନୀପାଟଣା : ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । କଳାହାଣ୍ଡି ଜିଲ୍ଲାରେ ୧୪୫ ପରୀକ୍ଷା କେନ୍ଦ୍ରରେ ରେଗୁଲାର ଓ ଏକ୍ସରେଗୁଲାର ୨୨ ହଜାର ୪୪୦ ଜଣ ପରୀକ୍ଷା ଦେବେ । ସେଥିପାଇଁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ଆସନ୍ତା ୨୯ ତାରିଖ ରୁ ମଇ ୭ ତାରିଖ ପର୍ଯ୍ୟନ୍ତ ମେଟ୍ରିକ ପରୀକ୍ଷା ଅନୁଷ୍ଠିତ ହେବ । ଜିଲ୍ଲାର ରେଗୁଲାର ୨୨ହଜାର ୧୧୪ ଜଣ ଓ ୨୯୬ ଜଣ […]
ପରୀକ୍ଷା ସକାଶେ ଜିରୋ କପି ଜୋନ୍ ପାଇଁ ଗଢ଼ା ହେଲା ସତ୍ୱନ୍ତ୍ର ସ୍କ୍ୱାର୍ଡ
Published On
By Samaya Live
ଭୁବନେଶ୍ୱର: ଆଗକୁ ଉଭୟ ଦଶମ ଏବଂ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଅଫ୍ଲାଇନ୍ ପରୀକ୍ଷା ହେବ । ସେଥିପାଇଁ ରାଜ୍ୟ ଶିକ୍ଷା ବିଭାଗ ପରୀକ୍ଷାକୁ କଡ଼ାକଡ଼ି କରିବା ପାଇଁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛନ୍ତି । * ଉଭୟ ମାଟ୍ରିକ ଏବଂ ଦ୍ୱାଦଶ ପରୀକ୍ଷା ଲାଗି ଦୁଇଟି ଭିନ୍ନ ସ୍କ୍ୱାର୍ଡ ଗଠନ କରାଯାଇଛି । ଏହି ସ୍କ୍ୱାର୍ଡ ପରୀକ୍ଷା ପୂର୍ବରୁ ସବୁ ପରୀକ୍ଷାକେନ୍ଦ୍ରକୁ ଯାଞ୍ଚ କରାଯିବା ସହିତ ସବୁ ଶ୍ରେଣୀ ଏବଂ ପ୍ରଶ୍ନପତ୍ର ରଖାଯାଉଥିବା କକ୍ଷକୁ ଯାଞ୍ଚ […]
ଘୁଞ୍ଚିଲା ନିଟ୍ ସେସନ୍ ତାରିଖ
Published On
By Samaya Live
ଭୁବନେଶ୍ୱର: ଅପ୍ରେଲ ୦୯: ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ପାଇଁ ପ୍ରଥମ ସେସନ୍ ଏବଂ ଦ୍ୱିତୀୟ ସେସନର ତାରିଖ ପୁଣି ବଦଳିଲା। ଏନେଇ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ନୋଟିସ୍ ଜାରି କରାଯାଇଛି । ଏହି ନୋଟିସ୍ ହିସାବରେ ଏପ୍ରିଲ ୨୧ରୁ ମେ ୪ ବଦଳରେ ପ୍ରଥମ ସେସନ୍ ଜୁନ୍ ୨୧ରୁ ଆରମ୍ଭ ହୋଇ ଜୁନ୍ ୨୯ରେ ସରିବ । ସେହିପରି ମେ ୨୪ରୁ ହେବାକୁଥିବା ଦ୍ୱିତୀୟ ସେସନ୍ ଜୁଲାଇ ୨୧ ରୁ […]
ଯୁକ୍ତଦୁଇ ପରୀକ୍ଷା ୨୪ରେ ନୁହେଁ ୨୮ରେ ଶେଷ
Published On
By Samaya Live
ଭୁବନେଶ୍ୱର : ମାର୍ଚ୍ଚ ୨୫: ଗତ ୧୭ ତାରିଖରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଯୁକ୍ତଦୁଇ ପରୀକ୍ଷା ମେ ୨୪ରେ ଶେଷ ହୋଇଥାନ୍ତା । କିନ୍ତୁ ଆଜି ଏହି ଭୁଲ୍କୁ ସଂଶୋଧିତ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁକ୍ତଦୁଇ ପରୀକ୍ଷାର ଶେଷ ତାରିଖ ପରିବର୍ତ୍ତନ କରାଯାଇଛି । ଏଥର ପରୀକ୍ଷା ମେ ୨୪ ନୁହେଁ, ବରଂ ମେ ୨୮ରେ ଶେଷ ହେବ ବୋଲି ବିଜ୍ଞପ୍ତିରେ ପ୍ରକାକଶ ପାଇଛି […]
ଏପ୍ରିଲ ୨୮ରେ ଯୁକ୍ତଦୁଇ ପରୀକ୍ଷା
Published On
By Samaya Live
ଭୁବନେଶ୍ୱର: ମାର୍ଚ୍ଚ ୧୭: ବଢ଼ୁଥିବା ଖରାକୁ ଦୃଷ୍ଟିରେ ରଖାଯାଇ ଏପ୍ରିଲ ୨୮ରୁ ଯୁକ୍ତଦୁଇ ପରୀକ୍ଷା ଅଫ୍ଲାଇନ୍ରେ ଆରମ୍ଭ ହେବ । ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ । ସେହିପରି ମହାମାରୀ ପାଇଁ ପରୀକ୍ଷାରେ ବ୍ୟବସ୍ଥା କୋହଳ କରାଯାଇଛି । ନିଜ ଶିକ୍ଷକମାନଙ୍କ ଦ୍ୱାରା ସମସ୍ତ ପ୍ରାକଫିକାଲ୍ ପରୀକ୍ଷା କରାଯିବ । ବାର୍ଷିକ ପରୀକ୍ଷାରେ ହୋଇଥିବା ପବର୍ଶନ ଭିତ୍ତିରେ ମାର୍କ ଦିଆଯିବ । ଦୁଇଟି ବ୍ୟବସ୍ଥାରୁ ଯେଉଁଟିରେ ସର୍ବାଧିକ ମାର୍କ ରହିବ, ସେଇଟା ଚୂଡ଼ନ୍ତ […]

