Odisha CORONA
ଓଡ଼ିଶା 

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଲା; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪୮୨ କୁ ବୃଦ୍ଧି

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଲା; କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୪୮୨ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୩୦: ଓଡ଼ିଶାରେ ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୩ ହଜାର ୧୪ ଜଣ ନୂଆ କରୋନା ଆକ୍ରାନ୍ତ I ଏହାକୁ ମିଶାଇ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ୯୩୪ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ସୂଚନା ଅନୁସାରେ, ୩ ହଜାର ୧୪ ଟି ନୂଆ କେଶ ମଧ୍ୟରୁ, ୧୮୬୮ ଜଣ ସଙ୍ଗରୋଧ ରେ ଥିଲେ ଏବଂ ବାକି ୧୧୪୬ ଟି ଲୋକାଲ କଂଟାକଟ […]
Read More...
ଓଡ଼ିଶା 

ଓଡ଼ିଶାରେ ସୁସ୍ଥ ହେଲେ ୧୬୨୧ ଜଣ କରୋନା ଆକ୍ରାନ୍ତ; ମୋଟ ସୁସ୍ଥ ହେଇସାରିଲେଣି ୪୬ ହଜାର ୯୩୬ ଜଣ

ଓଡ଼ିଶାରେ ସୁସ୍ଥ ହେଲେ ୧୬୨୧ ଜଣ କରୋନା ଆକ୍ରାନ୍ତ; ମୋଟ ସୁସ୍ଥ ହେଇସାରିଲେଣି ୪୬ ହଜାର ୯୩୬ ଜଣ ଭୁବନେଶ୍ୱର: ଅଗଷ୍ଟ ୧୯: ଆଜି ଓଡ଼ିଶାରେ ୧୬୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ସେଥିମଧ୍ୟରୁ, ଗଂଜାମ ରୁ ସର୍ବାଧିକ ୩୨୪ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୨୬୫ ଜଣ, ଗଜପତି ରୁ ୧୨୭ ଜଣ, କଟକ ରୁ ୧୧୦ ଜଣ, ପୁରୀ ରୁ ୮୫ ଜଣ, କୋରାପୁଟ ରୁ ୬୯ ଜଣ, ନୂଆପଡା ରୁ ୬୮ ଜଣ, ବାଲେଶ୍ୱର ରୁ ୬୬ ଜଣ, ନୟାଗଡ ରୁ ୬୨ ଜଣ, ବରଗଡ ରୁ […]
Read More...
ଓଡ଼ିଶା 

ଓଡ଼ିଶାରେ ଗୋଟିଏ ଦିନରେ ସୁସ୍ଥ ହେଲେ ୬୦୯ ଜଣ କରୋନା ଆକ୍ରାନ୍ତ

ଓଡ଼ିଶାରେ ଗୋଟିଏ ଦିନରେ ସୁସ୍ଥ ହେଲେ ୬୦୯ ଜଣ କରୋନା ଆକ୍ରାନ୍ତ ଭୁବନେଶ୍ୱର: ଜୁଲାଇ ୧୪: ଆଜି ଓଡ଼ିଶାରେ ୬୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I କେବଳ ଗଂଜାମ ଜିଲ୍ଲାରୁ ସୁସ୍ଥ ହେଇଛନ୍ତି ୨୬୮ ଜଣ I ସେହିପରି ସୁନ୍ଦରଗଡ଼ ରୁ ୧୩୫ ଜଣ, ଖୋର୍ଦ୍ଧା ରୁ ୩୭ ଜଣ, କଟକ ରୁ ୩୨ ଜଣ, ବାଲେଶ୍ୱର ରୁ ୨୫ ଜଣ, କେନ୍ଦୁଝର ରୁ ୨୩ ଜଣ, ମୟୁରଭଞ୍ଜ ରୁ ୧୮ ଜଣ, ଭଦ୍ରକ ରୁ ୧୨ ଜଣ, ପୁରୀ ୧୨ ଜଣ, ସମ୍ବଲପୁର ରୁ ୮ […]
Read More...
ଓଡ଼ିଶା 

ଓଡ଼ିଶାରେ ସୁସ୍ଥ ହେଲେ ୩୯୦ ଜଣ କରୋନା ଆକ୍ରାନ୍ତ : ମୋଟ ସୁସ୍ଥ ହେଲେଣି ୮,୭୫୦ ଜଣ

ଓଡ଼ିଶାରେ ସୁସ୍ଥ ହେଲେ ୩୯୦ ଜଣ କରୋନା ଆକ୍ରାନ୍ତ  : ମୋଟ ସୁସ୍ଥ ହେଲେଣି ୮,୭୫୦ ଜଣ ଭୁବନେଶ୍ୱର: ଜୁଲାଇ ୧୨: ରାଜ୍ୟରେ ଆଜି ୩୯୦ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି I ଗଂଜାମ ରୁ ସର୍ବାଧିକ ୧୦୬ ଜଣ ସୁସ୍ଥ ହେଇଥିବା ବେଳେ, କଟକ ରୁ ୭୧ ଜଣ, ମୟୁରଭଞ୍ଜ ରୁ ୩୮ ଜଣ, ସୁନ୍ଦରଗଡ ରୁ ୩୮ ଜଣ, ଯାଜପୁର ରୁ ୨୫ ଜଣ, ନବରଙ୍ଗପୁର ରୁ ୨୪ ଜଣ, ସମ୍ବଲପୁର ରୁ ୨୨ ଜଣ, ଖୋର୍ଦ୍ଧା ରୁ ୧୫ ଜଣ, ବାଲେଶ୍ୱର ରୁ ୯ ଜଣ, ବରଗଡ ରୁ ୬ […]
Read More...
ଓଡ଼ିଶା 

କରୋନା : ସୁସ୍ଥ ହେଲେ ଆଉ ୧୭୮

କରୋନା : ସୁସ୍ଥ ହେଲେ ଆଉ ୧୭୮ ଭୁବନେଶ୍ୱର : ଜୁନ ୭: ରବିବାର ଦିନ ସୁସ୍ଥ ହୋଇଛନ୍ତି ୧୭୮ ଆକ୍ରାନ୍ତ । ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୮୯୪ରେ ପହଞ୍ଚିଛି । ରବିବାର ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୩୯ ଜଣ ଖୋର୍ଦ୍ଧାର, ୨୩ ଗଜପତିର, ୨୨ ନୂଆପଡାର , ୧୭ ଭଦ୍ରକର, ୧୫ ନୟାଗଡର, ୧୪ ଗଞ୍ଜାମର, ୧୦ ଜଣ କେନ୍ଦ୍ରାପଡାର, ୯ ଜଣ ଢେଙ୍କାନାଳର ଅଛନ୍ତି । ସେହିପରି କନ୍ଧମାଳରୁ ୯, ସୁନ୍ଦରଗଡରୁ ୬ ଓ ବାଲଶ୍ୱରରୁ ୪ ଜଣ ସୁସ୍ଥ […]
Read More...
ଓଡ଼ିଶା 

ଆଜି ୧୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୧୭୧୬ ଜଣ

ଆଜି ୧୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୧୭୧୬ ଜଣ ଭୁବନେଶ୍ୱର : ଜୁନ ୦୬: ରାଜ୍ୟରେ ପୁଣି ୧୧୨ ଜଣ କରୋନା ରୋଗୀ ସୁସ୍ଥ ହେଲେ I ଏହାକୁ ମିଶାଇ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୧୭୧୬ ଜଣ ବ୍ୟକ୍ତି କରୋନା ରୁ ମୁକ୍ତ ହେଲେ I କେନ୍ଦ୍ରାପଡ଼ା ରୁ ୩୩ ଜଣ, ବଲାଙ୍ଗୀର ରୁ ୧୬ ଜଣ, ଯାଜପୁର ରୁ ୧୧ ଜଣ, ସୁନ୍ଦରଗଡ ରୁ ୧୦ ଜଣ, ଜଗତସିଂହପୁର ରୁ ୮ ଜଣ, ଗଂଜାମ ରୁ ୭ ଜଣ, ଖୋର୍ଦ୍ଧା ରୁ ୭ ଜଣ, ନୟାଗଡ […]
Read More...
ଓଡ଼ିଶା 

ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ୧୦୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ୧୦୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ଭୁବନେଶ୍ୱର: ମେ ୩୦: ଆଜି ପୁଣି ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ୧୦୫୦ ଜଣ କରୋନା ରୋଗ ରେ ଆକ୍ରାନ୍ତ ହେଇଥିବା ରୋଗୀ ସୁସ୍ଥ ହେଇସାରିଲେଣି l ଏବେ ବାକି ୭୬୦ ଜଣ କୋବିଦ ହସ୍ପିଟାଲ ଗୁଡିକରେ ଚିକିତ୍ସିତ ହେଉଛନ୍ତି l ଆଜି ବୌଦ୍ଧ ଜିଲ୍ଲାର ୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଥିବା ବେଳେ, ପୁରୀ ର ୧୧, କେନ୍ଦ୍ରାପଡ଼ା ର ୧୦, କଟକ ର ୯, […]
Read More...
ଓଡ଼ିଶା 

ରାଜ୍ୟ ରେ ୬୭ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୩୩୬ କୁ ବୃଦ୍ଧି

ରାଜ୍ୟ ରେ ୬୭ ନୂଆ କରୋନା ଆକ୍ରାନ୍ତ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୧୩୩୬ କୁ ବୃଦ୍ଧି ଭୁବନେଶ୍ୱର:ମେ ୨୪: ରାଜ୍ୟରେ ୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ, ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୩୩୬ ରେ ପହଂଚିଛି l ଆଜି ଚିହ୍ନଟ ହେଇଥିବା ୬୭ ଜଣଙ୍କ ମଧ୍ୟରୁ, ୬୦ ଜଣ quarantine centers ରେ ଏବଂ ୪ ଜଣ ହୋମେ quarantine ରେ ଥିବାବେଳେ, ୩ ଜଣ ହେଉଛନ୍ତି local contact case l ତେବେ, ନୂଆପଡା ଜିଲ୍ଲା ରେ ପ୍ରଥମକରି ଜଣେ କରୋନା ଆକ୍ରାନ୍ତ […]
Read More...
ଓଡ଼ିଶା 

କରୋନା ବେକାବୁ; ୪ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

କରୋନା ବେକାବୁ; ୪ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା Edited by Papu Mohanty ଭୁବନେଶ୍ୱର(ସବୁ୍ୟ): May 11: କରୋନା ବେକାବୁ । ସ୍ଥିତିର ସୁଧାର ଆସୁନାହିଁ । ଆହୁରି ବିିଗିଡ଼ିବାରେ ଲାଗିଛି । ରେଡ୍‌ ଜୋନ୍‌ରେ ଥିବା ଗଞ୍ଜାମ ଜିଲ୍ଲା ଏବେ ହଟସ୍ପଟ । ସୁରଟ ଫେରନ୍ତାଙ୍କ ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ବଢି ଚାଲିଛି । ସୋମବାର ତିନି ପର୍ଯ୍ୟାୟରେ ୩୭ ପଜିଟିଭ ଚିହ୍ନଟ ହୋଇଥିଲାବେଳେ କେବଳ ଗଞ୍ଜାମ ଜିଲ୍ଲାରେ ୨୯ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୩, ବୌଦ୍ଧରୁ ୨, ଯାଜପୁରରୁ୧, […]
Read More...
ଓଡ଼ିଶା 

ରାଜ୍ୟରେ ଆଉ ୮୩ ନୂଆ ଚିହ୍ନଟ; ୩୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ଆଉ ୮୩ ନୂଆ ଚିହ୍ନଟ;  ୩୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା Edited by Papu Moganty ଭୁବନେଶ୍ୱର: 10/05:  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ସଦ୍ୟ ଖବର ଅନୁସାରେ ଆଜି ଆଉ ୮୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଭଦ୍ରକରୁ ୬ଜଣ ହୋଇଥିବା ବେଳେ ଗଞ୍ଜାମର ୩୬ଜଣ, ମୟୁରଭଞ୍ଜ ଜଣେ, ବାଲେଶ୍ୱର ୧୫, ଅନୁଗୁଳ ୧୫ଜଣ, ପୁରୀ ୨, ବୌଦ୍ଧ ୩ ଓ ଯାଜପୁରରୁ ୫ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ଆଜି ସୁଦ୍ଧା ମୋଟ […]
Read More...
ଓଡ଼ିଶା 

ଗଞ୍ଜାମରେ ୧୭ ଏବଂ ମୟୂରଭଞ୍ଜ ଜିଲ୍ଲାରେ ୩ ନୂଆ କରୋନା ଆକ୍ରାନ୍ତ

ଗଞ୍ଜାମରେ ୧୭ ଏବଂ ମୟୂରଭଞ୍ଜ ଜିଲ୍ଲାରେ ୩ ନୂଆ କରୋନା ଆକ୍ରାନ୍ତ ଭୁବନେଶ୍ୱର, ୭ା୫: ଆଜି ଗଞ୍ଜାମ ଜିଲ୍ଲାରେ ଆଉ ୧୭ଜଣ କରୋନା ଆକ୍ରାନ୍ତ ଚିହ୍ନିତ ହୋଇଥିବା ବେଳେ, ନୂଆକରି ମୟୂରଭଞ୍ଜ ଜିଲ୍ଲାରେ କାୟା ମେଲାଇଛି କରୋନା । ସରକାରଙ୍କ ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାରେ ୩ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ମୟୂରଭଞ୍ଜରେ ଚିହ୍ନିତ ହୋଇଥିବା ସମସ୍ତ ବ୍ୟକ୍ତି ପୁରୁଷ ହୋଇଥିବାବେଳେ, ଗଞ୍ଜାମରେ ୧୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ମହିଳା ଏବଂ ୧୬ଜଣ ପୁରୁଷ ଅଛନ୍ତି । ଏ ସମସ୍ତେ ପ୍ରବାସୀ ଓଡ଼ିଆ ଏବଂ ନିକଟରେ […]
Read More...

Advertisement