ଓଡ଼ିଶାରେ ଗୋଟିଏ ଦିନରେ ସୁସ୍ଥ ହେଲେ ୬୦୯ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଜୁଲାଇ ୧୪: ଆଜି ଓଡ଼ିଶାରେ ୬୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I କେବଳ ଗଂଜାମ ଜିଲ୍ଲାରୁ ସୁସ୍ଥ ହେଇଛନ୍ତି ୨୬୮ ଜଣ I ସେହିପରି ସୁନ୍ଦରଗଡ଼ ରୁ ୧୩୫ ଜଣ, ଖୋର୍ଦ୍ଧା ରୁ ୩୭ ଜଣ, କଟକ ରୁ ୩୨ ଜଣ, ବାଲେଶ୍ୱର ରୁ ୨୫ ଜଣ, କେନ୍ଦୁଝର ରୁ ୨୩ ଜଣ, ମୟୁରଭଞ୍ଜ ରୁ ୧୮ ଜଣ, ଭଦ୍ରକ ରୁ ୧୨ ଜଣ, ପୁରୀ ୧୨ ଜଣ, ସମ୍ବଲପୁର ରୁ ୮ […]

Samaya Live Picture
Published On

ଭୁବନେଶ୍ୱର: ଜୁଲାଇ ୧୪: ଆଜି ଓଡ଼ିଶାରେ ୬୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I କେବଳ ଗଂଜାମ ଜିଲ୍ଲାରୁ ସୁସ୍ଥ ହେଇଛନ୍ତି ୨୬୮ ଜଣ I ସେହିପରି ସୁନ୍ଦରଗଡ଼ ରୁ ୧୩୫ ଜଣ, ଖୋର୍ଦ୍ଧା ରୁ ୩୭ ଜଣ, କଟକ ରୁ ୩୨ ଜଣ, ବାଲେଶ୍ୱର ରୁ ୨୫ ଜଣ, କେନ୍ଦୁଝର ରୁ ୨୩ ଜଣ, ମୟୁରଭଞ୍ଜ ରୁ ୧୮ ଜଣ, ଭଦ୍ରକ ରୁ ୧୨ ଜଣ, ପୁରୀ ୧୨ ଜଣ, ସମ୍ବଲପୁର ରୁ ୮ ଜଣ, ବରଗଡ ଓ ଜଗତସିଂହପୁର ରୁ ୭ ଜଣ ଲେଖାଏଁ, ଯାଜପୁର ରୁ ୬ ଜଣ, ଝାରସୁଗୁଡା ଓ କେନ୍ଦ୍ରାପଡ଼ା ରୁ ୪ ଜଣ ଲେଖାଏଁ, ବଲାଙ୍ଗୀର ରୁ ୩ ଜଣ, କୋରାପୁଟ, ନବରଙ୍ଗପୁର ଓ ରାୟଗଡା ରୁ ୨ ଜଣ ଲେଖାଏଁ ଏବଂ ଗଜପତି ଓ ନୟାଗଡ ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ଏହାକୁ ମିଶାଇ, ଓଡ଼ିଶାରେ ମୋଟ ୯୮୬୪ ଜଣ ସୁସ୍ଥ ହେଇସାରିଲେଣି I
ଏବେ ମୋଟ ୪୩୨୦ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି I