ଆଜି ୧୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୧୭୧୬ ଜଣ
ଭୁବନେଶ୍ୱର : ଜୁନ ୦୬: ରାଜ୍ୟରେ ପୁଣି ୧୧୨ ଜଣ କରୋନା ରୋଗୀ ସୁସ୍ଥ ହେଲେ I ଏହାକୁ ମିଶାଇ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୧୭୧୬ ଜଣ ବ୍ୟକ୍ତି କରୋନା ରୁ ମୁକ୍ତ ହେଲେ I କେନ୍ଦ୍ରାପଡ଼ା ରୁ ୩୩ ଜଣ, ବଲାଙ୍ଗୀର ରୁ ୧୬ ଜଣ, ଯାଜପୁର ରୁ ୧୧ ଜଣ, ସୁନ୍ଦରଗଡ ରୁ ୧୦ ଜଣ, ଜଗତସିଂହପୁର ରୁ ୮ ଜଣ, ଗଂଜାମ ରୁ ୭ ଜଣ, ଖୋର୍ଦ୍ଧା ରୁ ୭ ଜଣ, ନୟାଗଡ […]
ଭୁବନେଶ୍ୱର : ଜୁନ ୦୬: ରାଜ୍ୟରେ ପୁଣି ୧୧୨ ଜଣ କରୋନା ରୋଗୀ ସୁସ୍ଥ ହେଲେ I ଏହାକୁ ମିଶାଇ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୧୭୧୬ ଜଣ ବ୍ୟକ୍ତି କରୋନା ରୁ ମୁକ୍ତ ହେଲେ I
କେନ୍ଦ୍ରାପଡ଼ା ରୁ ୩୩ ଜଣ, ବଲାଙ୍ଗୀର ରୁ ୧୬ ଜଣ, ଯାଜପୁର ରୁ ୧୧ ଜଣ, ସୁନ୍ଦରଗଡ ରୁ ୧୦ ଜଣ, ଜଗତସିଂହପୁର ରୁ ୮ ଜଣ, ଗଂଜାମ ରୁ ୭ ଜଣ, ଖୋର୍ଦ୍ଧା ରୁ ୭ ଜଣ, ନୟାଗଡ ରୁ ୨ ଜଣ ଏବଂ ମୟୁରଭଞ୍ଜ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I
ସେହିପରି, କଟକ ଓ ସୋନପୁର ରୁ 4 ଜଣ ଲେଖାଏଁ ଏବଂ ବାଲେଶ୍ୱର, ପୁରୀ ଓ ସମ୍ବଲପୁର ରୁ ୩ ଜଣ ଲେଖାଏଁ ବ୍ୟକ୍ତି ସୁସ୍ଥ ହେଇଛନ୍ତି I
ଓଡ଼ିଶାରେ ଏ ପର୍ଯ୍ୟନ୍ତ ୨୭୮୧ ଜଣ ବ୍ୟକ୍ତି କରୋନା ରେ ସଂକ୍ରମିତ ହେଇଛନ୍ତି ଏବଂ ସେଥିମଧ୍ୟରୁ ୧୭୧୬ ଜଣ ସୁସ୍ଥ ହେଇସାରିଲେଣି I
Another 112 Covid patients have recovered and are being discharged.
33 from Kendrapara
16 from Balangir
11 from Jajpur
10 from Sundergarh
8 from Jagatsinghpur
7 from Ganjam
7 from Khurdha
4 each from Cuttack and Sonepur
3 each from Baleswar, Puri and Sambalpur— H & FW Dept Odisha (@HFWOdisha) June 6, 2020




