ଓଡ଼ିଶାରେ ସୁସ୍ଥ ହେଲେ ୩୯୦ ଜଣ କରୋନା ଆକ୍ରାନ୍ତ : ମୋଟ ସୁସ୍ଥ ହେଲେଣି ୮,୭୫୦ ଜଣ
ଭୁବନେଶ୍ୱର: ଜୁଲାଇ ୧୨: ରାଜ୍ୟରେ ଆଜି ୩୯୦ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି I ଗଂଜାମ ରୁ ସର୍ବାଧିକ ୧୦୬ ଜଣ ସୁସ୍ଥ ହେଇଥିବା ବେଳେ, କଟକ ରୁ ୭୧ ଜଣ, ମୟୁରଭଞ୍ଜ ରୁ ୩୮ ଜଣ, ସୁନ୍ଦରଗଡ ରୁ ୩୮ ଜଣ, ଯାଜପୁର ରୁ ୨୫ ଜଣ, ନବରଙ୍ଗପୁର ରୁ ୨୪ ଜଣ, ସମ୍ବଲପୁର ରୁ ୨୨ ଜଣ, ଖୋର୍ଦ୍ଧା ରୁ ୧୫ ଜଣ, ବାଲେଶ୍ୱର ରୁ ୯ ଜଣ, ବରଗଡ ରୁ ୬ […]
ଭୁବନେଶ୍ୱର: ଜୁଲାଇ ୧୨: ରାଜ୍ୟରେ ଆଜି ୩୯୦ ଜଣ ସୁସ୍ଥ ହେଇ ଘରକୁ ଫେରିଛନ୍ତି I ଗଂଜାମ ରୁ ସର୍ବାଧିକ ୧୦୬ ଜଣ ସୁସ୍ଥ ହେଇଥିବା ବେଳେ, କଟକ ରୁ ୭୧ ଜଣ, ମୟୁରଭଞ୍ଜ ରୁ ୩୮ ଜଣ, ସୁନ୍ଦରଗଡ ରୁ ୩୮ ଜଣ, ଯାଜପୁର ରୁ ୨୫ ଜଣ, ନବରଙ୍ଗପୁର ରୁ ୨୪ ଜଣ, ସମ୍ବଲପୁର ରୁ ୨୨ ଜଣ, ଖୋର୍ଦ୍ଧା ରୁ ୧୫ ଜଣ, ବାଲେଶ୍ୱର ରୁ ୯ ଜଣ, ବରଗଡ ରୁ ୬ ଜଣ, ଅନୁଗୁଳ, କଳାହାଣ୍ଡି ଓ କେନ୍ଦ୍ରାପଡ଼ା ରୁ ୫ ଜଣ ଲେଖାଏଁ, ଜଗତସିଂହପୁର ଓ କୋରାପୁଟ ରୁ ୪ ଜଣ ଲେଖାଏଁ, ଭଦ୍ରକ, ବୌଦ ଓ କେନ୍ଦୁଝର ରୁ ୩ ଜଣ ଲେଖାଏଁ ଏବଂ ନୟାଗଡ ଓ ପୁରୀ ରୁ ୨ ଜଣ ଲେଖାଏଁ ସୁସ୍ଥ ହେଇଛନ୍ତି I
ଓଡ଼ିଶାରେ ଏ ପର୍ଯ୍ୟନ୍ତ ୮,୭୫୦ ଜଣ ସୁସ୍ଥ ହେଇସାରିଲେଣି I




