odia story
Feature 

କଥାକୁହା ଗୁମ୍ଫା

କଥାକୁହା ଗୁମ୍ଫା    ଆଈମା କାହାଣୀପେଡିରେ ଏଭଳି ଅନେକ ଗପ ରହିଥାଏ, ଯାହା ସମସ୍ତଙ୍କୁ ଅନେକ ଶିକ୍ଷା ପ୍ରଦାନ କରିଥାଏ । ମଜାମଜାରେ ବଡମାନେ ସାନମାନଙ୍କୁ ଜୀବନର ମୂଲ୍ୟବୋଧ ସମ୍ପର୍କରେ ଶିକ୍ଷା ଦେଇଥାନ୍ତି । କିଭଳି ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିର ସାମନା କରିବାକୁ ହେବ ସେନେଇ ସେମାନେ ଶିକ୍ଷା ଦେଇଥାଆନ୍ତି ।   ଏଭଳି ଅନେକ ପରିସ୍ଥିତି ଜୀବନରେ ଜଗି...
Read More...
Feature 

ମାଙ୍କଡ ଓ ଟୋପି ବିକାଳି

ମାଙ୍କଡ ଓ ଟୋପି ବିକାଳି    ପିଲାଦିନେ ଏଭଳି ଅନେକ ଗପ ଆମେ ଶୁଣିଥାଉ ଯାହା ଆମକୁ ସମାଜର ବ୍ୟବହାରିକ ଜ୍ଞାନ ସମ୍ପର୍କରେ ସଚେତନ କରିଥାଏ । କିଭଳି ନିଜର ବୁଦ୍ଧି ଲଗାଇ ଖରାପ ପରିସ୍ଥିତିରୁ ମୁକୁଳି ହେବ ସେନେଇ ଏହି ଗଳ୍ପ ଗୁଡିକରେ ଶିକ୍ଷା ମିଳିଥାଏ । ସେହିଭଳି ଏକ ଗଳ୍ପ ହେଲା ମାଙ୍କଡ ଓ ଟୋପି ବିକାଳି ।  
Read More...
Feature 

ଯେସାକୁ ତେସା

ଯେସାକୁ ତେସା    ଆଇମା କାହାଣୀପେଡିରେ ଏଭଳି ଅନେକ କାହାଣୀ ଥାଏ ଯାହାକୁ ଶୁଣି ଆମେ ଲୋକଙ୍କୁ ଚିହ୍ନିବା ଜାଣିଥାଉ । କିଏ ଭଲ କିଏ ଖରାପ, କେଉଁ ପରିସ୍ଥିତିରେ କିଭଳି ଚଳିବାକୁ ହେବ ସେନେଇ ଏହି ଗପରୁ ନୀତିଶିକ୍ଷା ମିଳିଥାଏ । ଏଭଳି ଅନେକ ଗପ ରହିଛି ଯାହା ଆମକୁ ଜୀବନର ମୂଲ୍ୟବୋଧ ଶିଖାଇଥାଏ । ସେହିଭଳି ଅନେକ...
Read More...
Feature 

ମହିଳା ପୂଜକ କରୁଛନ୍ତି ମା’ଙ୍କ ପୂଜା

ମହିଳା ପୂଜକ କରୁଛନ୍ତି ମା’ଙ୍କ ପୂଜା କଲିକତା: କଲିକତାର ଦୁର୍ଗାପୂଜା ସବୁଠାରୁ ସୂତନ୍ତ୍ର ଓ ନିଆରା । ଏଠାରେ ପୂଜା ସମୟରେ ହେଉଥିବା ପେଣ୍ଡାଲରେ କିଛି ନା କିଛି ନୂଆ ଢଙ୍ଗରେ ମା’ଙ୍କୁ ପୂଜା କରାଯାଇଥାଏ । ତେବେ ଚଳିତ ଥର ଏଠାରେ ପୂରାତନ ପରମ୍ପରାଠାରୁ କିଛି ଭିନ୍ନ କରିବାକୁ ଚେଷ୍ଟା କରାଯାଇଛି । କଲିକତାରେ ଥିବା ୬୬ ପଲି ଦୁର୍ଗା ପୂଜା ମଣ୍ଡଳି ଏଥର ମହିଳା ପଣ୍ଡିତଙ୍କୁ ନେଇ ଦୁର୍ଗା ପୂଜା କରୁଛି । ଏହି ମହିଳା ପୁରୋହିତଙ୍କ ଦଳରେ ୪ଜଣ ସାମିଲ […]
Read More...
Feature 

ଦସ୍ତଖତର ଇତିହାସ

ଦସ୍ତଖତର ଇତିହାସ ଭୁବନେଶ୍ୱର: ସେପ୍‌ଟେମ୍ବର ୬: ଦସ୍ତଖତର ଅର୍ଥ ହେଉଛି ଜଣଙ୍କର ପରିଚୟ । ତେବେ ଏହି ଦସ୍ତଖତ ପଛରେ ରହିଛି ଅନେକ କାହାଣୀ । ଦସ୍ତଖତରୁ ଜଣେ ବ୍ୟକ୍ତିଙ୍କର ସୃଜନାଶୀଳତା ସହ ବ୍ୟକ୍ତିତ୍ୱ ବିଷୟରେ ସାମୟିକ ପରିଚୟ ମିଳେ ବୋଲି ବିଶ୍ୱାସ ରହିଛି । ଜଣଙ୍କର ଦସ୍ତଖତ ଦେଖି ତାଙ୍କର ଲେଖନୀ କେତେ ସୁନ୍ଦର ସେ ବିଷୟରେ ମଧ୍ୟ ଜଣାପଡିଥାଏ । କିଭଳି ଏହାର ଆରମ୍ଭ ତାକୁ ନେଇ ରହିଛି କିଛି ତଥ୍ୟ । ଦସ୍ତଖତର ପ୍ରଚଳନ ଖ୍ରୀଷ୍ଟପୂର୍ବ […]
Read More...
ଜୀବନଚର୍ଯ୍ୟା 

ନାୟିକାଙ୍କ ‘ନୁ୍ୟଟ୍ରାଲ୍‌ ମେକ୍‌ଅପ୍‌’

ନାୟିକାଙ୍କ ‘ନୁ୍ୟଟ୍ରାଲ୍‌ ମେକ୍‌ଅପ୍‌’ ଆଜିକାଲି ଫ୍ୟାଶନ ମାର୍କେଟରେ ‘ନୁ୍ୟଟ୍ରାଲ ମେକ୍‌ଅପ୍‌’ର ଟ୍ରେଣ୍ଡ୍‌ ଚାଲିଛି । ନୁ୍ୟଟ୍ରାଲ୍‌ ମେକ୍‌ଅପ୍‌ ହେଉଛି, ଆଖିକୁ ବୋଲï ଲୁକ୍‌ କରିବା ସହିତ ନୁ୍ୟଡ୍‌ ଲି« (ହାଲକା ରଙ୍ଗର ଲିଫ୍‌ଷଫିକ୍‌) ଲଗାଇବା । ବଲିଉଡ୍‌ ଅଭିନେତ୍ରୀ ଦିଶା ପାଟନୀ, ତାରା ସୁତରିୟା, ଅନନ୍ୟା ପାଣ୍ଡେ ଭଳି ଷ୍ଟାର ସର୍ବଦା ନୁ୍ୟଡ୍‌ ଲି« ଏବଂ ଟୋନï ମେକ୍‌ଅପ୍‌ରେ ନଜର ଆସନ୍ତି । ନୁ୍ୟଡ୍‌ ମେକ୍‌ଅପ୍‌ ସହ ଆଖିକୁ ବୋଲï ଲୁକ୍‌ ଦେବା ପାଇଁ ଆପଣ ଆପଣଙ୍କ ପସନ୍ଦର ଷ୍ଟାଇଲ୍‌ ଆଇକନ୍‌ଙ୍କୁ […]
Read More...

Advertisement