national news in odia
ଦେଶ- ବିଦେଶ 

ବେଙ୍ଗାଲୁରୁରେ ମୃଦୁ ଭୂମିକମ୍ପ

ବେଙ୍ଗାଲୁରୁରେ ମୃଦୁ ଭୂମିକମ୍ପ ବେଙ୍ଗାଲୁରୁ: ଡିସେମ୍ବର ୨୨: ଆଜି ସକାଳ ସମୟରେ ବେଙ୍ଗାଲୁରୁରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍‌ଟର ସ୍କେଲରେ ଏହାର ତୀବ୍ରତା ୩.୩ ପଏଣ୍ଟ ରେକର୍ଡ଼ କରାଯାଇଛି ବୋଲି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି(ଏନ୍‌ଏସସି) ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି । ତେବେ ଏହି ଭୂମିକମ୍ପରେ ବିଶେଷ କିଛି କ୍ଷତି ହୋଇନାହିଁ ବୋଲି ସୂଚନା ମିଳିଛି । Earthquake of Magnitude:3.3, Occurred on 22-12-2021, 07:14:32 IST, Lat: 13.55 & Long: 77.76, […]
Read More...
ଦେଶ- ବିଦେଶ 

ଦିଲ୍ଲୀ ସୀମାରେ ପୁଣି ଏକାଠି ହେଲେ ହଜାର ହଜାର କୃଷକ : ବଢ଼ିଲା ସୀମା ସୁରକ୍ଷା

ଦିଲ୍ଲୀ ସୀମାରେ ପୁଣି ଏକାଠି ହେଲେ ହଜାର ହଜାର କୃଷକ : ବଢ଼ିଲା ସୀମା ସୁରକ୍ଷା ଦିଲ୍ଲୀ: ନଭମ୍ବେର ୨୬ : କୃଷକ ଆନ୍ଦୋଳନକୁ ବର୍ଷେ ପୂରିବା ଅବସରରେ ଆଜି ଦିଲ୍ଲୀ ସୀମାରେ ହଜାର ହଜାର କୃଷକ ଏକାଠି ହୋଇଛନ୍ତି । ହରିୟାଣା ଓ ବହାଦୁରଗଞ୍ଜର କୃଷକମାନେ ଏହି ମହାପଞ୍ଚାୟତ ଅନୁଷ୍ଠିତ କରିଛନ୍ତି । କୌଣସି ହିଂସାକାଣ୍ଡ ଘଟିବା ଆଶଙ୍କାରେ ଦିଲ୍ଲୀ ସୀମାରେ ଥିବା ସୁରକ୍ଷାକୁ ବୃଦ୍ଧି କରାଯାଇଛି । ତିନି କୃଷି ଆଇନ ପ୍ରତ୍ୟାହାର ବିଲକୁ କ୍ୟାବିନେଟ ମଞ୍ଜୁରୀ ପରେ ମଧ୍ୟ କୃଷକ ସଙ୍ଗଠନର ଶକ୍ତି ପ୍ରଦର୍ଶନ ଚାଲିଛି । ଏମ୍‌ଏସ୍‌ପି ଓ […]
Read More...
ଦେଶ- ବିଦେଶ 

୩ କୃଷି ଆଇନ ପ୍ରତ୍ୟାହାର ନେଇ କ୍ୟାବିନେଟର ମଞ୍ଜୁରୀ

୩ କୃଷି ଆଇନ ପ୍ରତ୍ୟାହାର ନେଇ କ୍ୟାବିନେଟର ମଞ୍ଜୁରୀ ଦିଲ୍ଲୀ: ନଭେମ୍ବର ୨୪ : କେନ୍ଦ୍ରର ୩ କୃଷି ଆଇନ ପ୍ରତ୍ୟାହାରକୁ କ୍ୟାବିନେଟ ସମର୍ଥନ କରିଛି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ୩ କୃଷି ଆଇନ ପ୍ରତ୍ୟାହାର କରିବା ନେଇ ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି । ଆଜି କ୍ୟାବିନେଟ ବୈଠକରେ ଏହି ବିଲ ପ୍ରତ୍ୟାହାର କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ତେବେ ଏନେଇ ସରକାରୀ ସ୍ତରରେ କୌଣସି ଘୋଷଣା ହୋଇ ନାହିଁ । ଅପରାହ୍ନ ୩ ଟାରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ସାମ୍ବାଦିକ […]
Read More...
ଦେଶ- ବିଦେଶ 

ମନ୍ଦ ଲୋକଙ୍କ ପାଖକୁ କ୍ରିପ୍‌ଟୋକରେନ୍‌ସି ନଯାଉ: ମୋଦି

ମନ୍ଦ ଲୋକଙ୍କ ପାଖକୁ କ୍ରିପ୍‌ଟୋକରେନ୍‌ସି ନଯାଉ: ମୋଦି ଦିଲ୍ଲୀ: ନଭେମ୍ବର ୧୮: ସାରା ବିଶ୍ୱରେ ଏବେ କ୍ରିପ୍‌ଟୋକରେନ୍‌ସି ବା ଅଦୃଶ୍ୟ ମୁଦ୍ରାର କାରବାର ବୃଦ୍ଧି ପାଇଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି,କ୍ରିପ୍‌ଟୋକରେନ୍‌ସିି ଯେଳଭି ମନ୍ଦ ଲୋକଙ୍କ ପାଖକୁ ନଯାଏ ସେନେଇ ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ର ଏକତ୍ର ହୋଇ କାମ କରିବା ଉଚିତ୍‌ । ଏହି କରୋନ୍‌ସି ଭୁଲ୍‌ ବ୍ୟକ୍ତିଙ୍କ ହାତରେ ପଡ଼ିଲେ ଯୁବପିଢ଼ିଙ୍କୁ ଧ୍ୱସଂ କରିଦେବ ବୋଲି ମୋଦି ସିଡନୀର ଏକ ଭର୍ଚୁଆଲ୍‌ ଆଲୋଚନାରେ […]
Read More...
ଦେଶ- ବିଦେଶ 

କୋଲକାତା ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ

କୋଲକାତା ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ କୋଲକାତା: ନଭେମ୍ବର ୦୫: ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ସୁବ୍ରତ ମୁଖାର୍ଜୀଙ୍କ ଗତକାଲି ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ନିଶ୍ୱାସ ନେବାରେ ତାଙ୍କୁ କଷ୍ଟ ହେଉଥିଲା । କୋଲାକାତାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସଧୀନ ଅବସ୍ଥାରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ରାଜ୍ୟର ପଞ୍ଚୟତ ମନ୍ତ୍ରୀ ଥିଲେ । ଏହାସହିତ ସେ ଅନ୍ୟ ୩ଟି ବିଭାଗର ଦାୟିତ୍ୱରେ ମଧ୍ୟ ଥିଲେ । […]
Read More...
ଦେଶ- ବିଦେଶ 

ଇଡି ଗିରଫରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ

ଇଡି ଗିରଫରେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ ମୁମ୍ବାଇ : ନଭେମ୍ବର ୦୨: ବେଆଇ ଆର୍ଥିକ କାରବାର ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ଗିରଫ କରିଛି । ଅର୍ଥ କାରବାର ନେଇ ଇଡି ଅଧିକାରୀ ଗତକାଲି ଦୀର୍ଘ ୧୨ ଘଣ୍ଟା ଧରି ତାଙ୍କୁ ପଚରାଉରା କରିଥିଲା । କୌଣସି ସନୋଷଜନକ ଉତ୍ତର ନମିଳିବାରୁ ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରାଯାଇଥିଲା । ରିପୋର୍ଟ ଅନୁସାରେ, ଆଜି ତାଙ୍କୁ କୋର୍ଟରେ ହାଜର କରାଯିବା ସହିତ ରିମାଣ୍ଡରେ ନେବାକୁ ଇଡି ଆବେଦନ […]
Read More...
ଦେଶ- ବିଦେଶ 

ସେନାରେ ମହିଳାଙ୍କ ପ୍ରବେଶକୁ ନେଇ ସେନାମୁଖ୍ୟ କଲେ ଉତ୍ସାହ

ସେନାରେ ମହିଳାଙ୍କ ପ୍ରବେଶକୁ ନେଇ ସେନାମୁଖ୍ୟ କଲେ ଉତ୍ସାହ ପୁଣେ : ଅକ୍‌ଟୋବର ୨୯: ଭାରତୀୟ ସେନାରେ ମହିଳାଙ୍କ ପ୍ରବେଶ ନେଇ ସେନାମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନରୱଣେ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, କିଛି ବର୍ଷ ପରେ ମୋ ପଦବୀରେ ଆପଣମାନେ ମହିଳାମାନଙ୍କୁ ଦେଖିବା । ‘ନ୍ୟାସନାଲ୍‌ ଡିଫେନ୍‌ସ ଏକାଡେମି’ରେ (ଏନ୍‌ଡିଏ)ରେ ମହିଳା କ୍ୟାଡେଟ୍‌ଙ୍କ ପ୍ରବେଶ ଉତ୍ସବରେ ଭାରତୀୟ ସେନାମୁଖ୍ୟ ଜେନେରାଲ୍‌ ଏମ୍‌ଏମ୍‌ ନରୱଣେ ପ୍ରଶଂସା କର ଏହିପରି କହିଛନ୍ତି । ସୂଚନା ଅନୁସାରେ, ପୁଣେ ସ୍ଥିତ ଏନ୍‌ଡିଏ ୧୪୧ତମ ପାଠ୍ୟକ୍ରମର ପାସିଙ୍ଗ୍‌ ଆଉଟ୍‌ ପରେଡର […]
Read More...
ଦେଶ- ବିଦେଶ 

୫ ଦିନିଆ ବିଦେଶ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ମୋଦି: ରୋମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ

୫ ଦିନିଆ ବିଦେଶ ଗ୍ରସ୍ତରେ ପ୍ରଧାନମନ୍ତ୍ରୀ ମୋଦି: ରୋମ୍‌ରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବେ ଦିଲ୍ଲୀ: ଅକ୍‌ଟୋବର ୨୯: ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋମ୍‌ରେ ପହଞ୍ଚିଛନ୍ତି । ଆଜି ସକାଳ ସମୟରେ ପ୍ରଧାନମନ୍ତ୍ରୀ ଲିଓନାର୍ଡୋ ଡା ଭିନ୍‌ସି ବିମାନ ବନ୍ଦରରେ ଅବତରଣ କରିଛନ୍ତି । ସେ କହିଛନ୍ତି, ରୋମରେ ମୁଁ ଜି୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଅନ୍ୟାନ୍ୟ ନେତାଙ୍କ ସହ ବୈଶ୍ୱିକ ଅର୍ଥନୀତି ଏବଂ ମହାମାରୀରୁ ଆରୋଗ୍ୟ, ଭବିଷ୍ୟତ ପିିଢ଼ିଙ୍କ ଆବଶ୍ୟକତାର କ୍ଷତି ନ କରି ସାମ୍ପ୍ରତିକ ଆବଶ୍ୟକତା ପୂରଣ ଓ […]
Read More...
ଦେଶ- ବିଦେଶ 

ମୋଦିଙ୍କ ‘ମେଡ ଇନ୍‌ ଇଣ୍ଡିଆ’ ଆହ୍ୱାନ

ମୋଦିଙ୍କ ‘ମେଡ ଇନ୍‌ ଇଣ୍ଡିଆ’ ଆହ୍ୱାନ ଦିଲ୍ଲୀ : ଅକ୍‌ଟୋବର ୨୨: ଗତକାଲି ଶହେ କୋଟି ଟିକାକରଣ ଲକ୍ଷ୍ୟ ପୂରଣ ହୋଇଥିବା ସକାଶେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଏହି ସଫଳତା ଦେଶବାସୀଙ୍କ ସଫଳତା । ଭାରତର ଏହି ସଫଳତାକୁ ବିଶ୍ୱ ପ୍ରଶଂସା କରୁଛି । ଏହାସହିତ ଏଥିରୁ ପ୍ରମାଣିତ ହେଉଛି ଯେ, ନୂଆ ଭାରତ କିଭଳି କଠିନ ଲକ୍ଷ୍ୟ ପୂରଣ କରିପାରୁଛି । ଗୋଟିଏ ପଟେ ଆମକୁ ସଫଳତା ମିଳିଲା , ତାହା ସହିତ ଅସାଧାରଣ ଲକ୍ଷ୍ୟକୁ […]
Read More...

Advertisement