murder case
ଦେଶ- ବିଦେଶ  ଅପରାଧ 

ସୋନାଲି ମୃତ୍ୟୁ ମାମଲା : ରେଷ୍ଟୁରାଣ୍ଟ ମାଲିକ ସହିତ ଡ୍ରଗ୍ସ ଏଜେଣ୍ଟ ଗିରଫ

ସୋନାଲି ମୃତ୍ୟୁ ମାମଲା : ରେଷ୍ଟୁରାଣ୍ଟ ମାଲିକ ସହିତ ଡ୍ରଗ୍ସ ଏଜେଣ୍ଟ ଗିରଫ ଗୋଆ : ବହୁଚର୍ଚ୍ଚିତ ସୋନାଲି ଫୋଗଟ ମୃତ୍ୟୁ ମାମଲା ଉପରୁ ପରଦା ହଟାଇଲା ଗୋଆ ପୋଲିସ I ପାର୍ଟିରେ ସୋନାଲି ଙ୍କୁ ଜବରଦସ୍ତି ଦିଆ ଯାଇଥିଲା ଡ୍ରଗ୍ସ I ଏହି ଘଟଣାରେ ପାର୍ଟି ହେଉଥିବା ‘କୁର୍ଲି’ର ରେଷ୍ଟୁରାଣ୍ଟ ମାଲିକ ସହିତ ଜଣେ ଡ୍ରଗ୍ସ ଏଜେଣ୍ଟ କୁ ଗିରଫ କରିବା ସହିତ ରେଷ୍ଟୁରାଣ୍ଟ ରୁ ଡ୍ରଗ୍ସ ଜବତ କରିଛି ଗୋଆ ପୋଲିସ I ବର୍ତ୍ତମାନ ସୁଦ୍ଧା ସୋନାଲି ମୃତ୍ୟୁ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କରିସାରିଲାଣି। ଗିରଫ […]
Read More...
ଜିଲ୍ଲା  ଅପରାଧ 

ମାନସ ହତ୍ୟା ମାମଲାର ସତ ଓଗାଳୁଛି ଶର୍ମିଷ୍ଠା

ମାନସ ହତ୍ୟା ମାମଲାର ସତ ଓଗାଳୁଛି ଶର୍ମିଷ୍ଠା ଭୁବନେଶ୍ୱର: ଅପ୍ରେଲ ୦୨: ଗତ ୪ ଦିନ ଧରି କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ପ୍ରକୃତ ସତ୍ୟ ଓଗାଳୁଛି କ୍ରାଇମବ୍ରାଞ୍ଚ୍‌ । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠୁ ବି ପ୍ରକତ ତଥ୍ୟ ବାହାର କରିବାପାଇଁ ପୁରାଯୋର ଚେଷ୍ଟା ଚାଲିଛି । ୫ ଦିନିଆ ରିମାଣ୍ଡର ଆଜି ଶେଷ ଦିନ ହୋଇଥିବାରୁ ଗିରଫ ଶର୍ମିଷ୍ଠା, ନିରଞ୍ଜନ, ଝୁନା, ରାଜଙ୍କଠୁ ଅଧିକ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବାକୁ ଚେଷ୍ଟା […]
Read More...
ଦେଶ- ବିଦେଶ  ଅପରାଧ 

ହିଜାବ ବିବାଦରୁ ବଜରଙ୍ଗୀ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା

ହିଜାବ ବିବାଦରୁ ବଜରଙ୍ଗୀ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା କର୍ଣ୍ଣାଟକ:ଫେବୃଆରୀ ୨୧: ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତାଙ୍କୁ ଛୁରୀ ମାରି ହତ୍ୟା । ଗତକାଲି କର୍ଣ୍ଣାଟକର ଶିବାମୋଗା ଜିଲ୍ଲାରେ ୨୬ ବର୍ଷିୟ ହର୍ଷଙ୍କ ହତ୍ୟା ହୋଇଥିବା କୁହାଯାଉଛି । ହର୍ଷ ତାଙ୍କ ଫେସବୁକ ପ୍ରୋଫାଇଲରେ ହିଜାବ ବିରୋଧରେ ତଥା ଗେରୁଆ ବସ୍ତ୍ରର ସମର୍ଥନ କରି ଏକ ପୋଷ୍ଟ ଲେଖିଥିଲେ । ଏହା ହିଜାବ ବିବାଦ ସହ ଜଡିତ ଥିବା ପୋଲିସ ନିଜ ତଦନ୍ତରୁ କହିଛି । ତେବେ ତାଙ୍କ ମୃତ୍ୟୁ ପରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ୧୪୪ […]
Read More...

Advertisement