MAY DAY
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଶ୍ରମିକ ଦିବସ ପାଳନ କରିବାର ଉଦ୍ଦେଶ୍ୟ
Published On
By Samaya Live
ମେ ’ଡେ ବା ଶ୍ରମିକ ଦିବସ କୁ ଆନ୍ତର୍ଜାତିକ ସ୍ତରରେ ୮୦ ଟି ଦେଶ ଏହି ଗୋଟିଏ ତାରିଖରେ ପାଳନ କରିଥାନ୍ତି I ଶ୍ରମିକ ଦିବସ କୁ ଆମେରିକା ଏବଂ କାନାଡା ସମେତ ଅନେକ ଦେଶରେ ଶ୍ରମିକ ଆନ୍ଦୋଳନ ଦ୍ୱାରା କରାଯାଇଥିବା ଇତିହାସିକ ସଂଘର୍ଷ ଏବଂ ସଫଳତାକୁ ସ୍ମରଣୀୟ ଦିନ ଅଟେ I ଶ୍ରମ ଦିବସ ଭାବରେ, ସେପ୍ଟେମ୍ବର ପ୍ରଥମ ସୋମବାରରେ ହୁଏ I ୧୮୮୯ ମସିହାରେ ସମାଜବାଦୀ ଗୋଷ୍ଠୀ ଏବଂ ଟ୍ରେଡ ୟୁନିଅନର ଏକ ଆନ୍ତର୍ଜାତୀୟ […]
ଶ୍ରମିକ ଦିବସ କେଉଁଠି କେମିତି ପାଳନ କରାଯାଏ
Published On
By Samaya Live
ମେ ମାସ ୧ ତାରିଖ କୁ ଆନ୍ତର୍ଜାତୀୟ ଶ୍ରମ ଦିବସ ଭାବେ ପାଳନ କରାଯାଏ I ଏହି ଦିନ ସାରା ବିଶ୍ୱରେ ଶ୍ରମିକ ଏବଂ ଶ୍ରମିକ ଶ୍ରେଣୀର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ I ୧୮୮୬ ମସିହା ରୁ ମେ’୧କୁ ଆନ୍ତର୍ଜାତିକ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି I ଶ୍ରମ ଦିବସରେ ଶ୍ରମିକଙ୍କ ଅଧିକାର ଏବଂ ସମାଜରେ ସେମାନଙ୍କର ଅଂଶଗ୍ରହଣ ବିଷୟରେ ଆଲୋଚନା କରାଯାଏ I ଶ୍ରମ ଦିବସରେ ସାରା ବିଶ୍ୱରେ ଶ୍ରମିକଙ୍କ ଅଧିକାର ପାଇଁ ସ୍ୱର […]
ଭାରତରେ କେବେ ପାଳନ ହେଲା ଶ୍ରମିକ ଦିବସ
Published On
By Samaya Live
ଭାରତରେ ପ୍ରଥମ ଥର ପାଇଁ ଚେନ୍ନାଇରେ ମେ ୧ , ୧୯୨୩ ରେ ପାଳନ କରାଯାଇଥିଲା ଶ୍ରମିକ ଦିବସ । ଏହାକୁ ହିନ୍ଦୁସ୍ତାନର ଲେବର କିସାନ ପାର୍ଟି ଦ୍ୱାରା ଆୟୋଜନ କରାଯାଇଥିଲା। ତେବେ କମ ମାଲାୟାପୁରମ୍ ସିଙ୍ଗାରାଭେଲୁ ଚେଟିଅର୍ ଭାରତରେ ଶ୍ରମ ଦିବସ ଆରମ୍ଭ କରିଥିଲେ Iଏହାକୁ ଗୁଜୁରାଟ ଦିବସ ମଧ୍ୟ କୁହାଯାଏ I ଭାରତରେ ଶ୍ରମ ଦିବସ ମେ ’ଦିବସ ଭାବେ ଜଣାଶୁଣା I ଶ୍ରମିକମାନଙ୍କ ଆନ୍ଦୋଳନ, ସଂଘର୍ଷ ଏବଂ ବଳିଦାନକୁ ସ୍ମରଣ କରି ଏହା […]
କେଉଁଠି ପାଳନ ହୁଏ ଶ୍ରମିକ ଦିବସ
Published On
By Samaya Live
କହିବାକୁ ଗଲେ ଶ୍ରମିକ ମାନଙ୍କ ପାଇଁ ହିଁ ଦୁନିଆ ଆଗେଇଛି I ତେଣୁ ଶ୍ରମିକ ମାନଙ୍କ ସମ୍ମାନାର୍ଥେ ୧୮୮୬ ମସିହାରେ ପ୍ରଥମେ ଆମେରିକାର ଚିକାଗୋ ସହରରେ ଶ୍ରମିକ ଦିବସ ପାଳିତ ହୋଇଥିଲା I ଏହିରେ ଏହା ଅନ୍ୟ ଦେଶ ମାନଙ୍କୁ ବ୍ୟାପିଥିଲା I ବର୍ତ୍ତମାନ ୮୦ରୁ ଅଧିକ ଦେଶରେ ମେ’୧ ଦିନଟିକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି I ସେହିପରି ଭାରତରେ ୧୯୨୩ ମସିହା ଠାରୁ ମେ’୧ ତାରିଖକୁ ଶ୍ରମିକ ଦିବସ ଭାବରେ ପାଳନ କରାଯାଉଛି […]
ଶ୍ରମିକ ଦିଵସର ଉତ୍ପତି
Published On
By Samaya Live
ମେ ମାସ ୧ ତାରିଖକୁ ଆନ୍ତର୍ଜାତୀୟ ଶ୍ରମିକ ଦିବସ (ମେ’ଡେ ) ଭାବରେ ପାଳନ କରାଯାଏ I ଶ୍ରମିକମାନଙ୍କ ସଫଳତାକୁ ପାଳନ କରିବା ପାଇଁ ଏହା ହେଉଛି ବାର୍ଷିକ ଛୁଟିଦିନ I ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ୧୮୮୪ ମସିହାଠାରୁ ଏହି ଦାବୀ ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଆନ୍ଦୋଳନର ସୂତ୍ରପାତ ହୋଇଥଲେ ହେଁ ବିଶ୍ୱର ସମସ୍ତ ସ୍ୱାଧୀନ […]

