Maharashtra headline
ଦେଶ- ବିଦେଶ 

ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଶପଥ ଗ୍ରହଣ କରିବେ ୧୨ଜଣ ମନ୍ତ୍ରୀ

ଆଜି ମହାରାଷ୍ଟ୍ର କ୍ୟାବିନେଟ ସମ୍ପ୍ରସାରଣ, ଶପଥ ଗ୍ରହଣ କରିବେ ୧୨ଜଣ ମନ୍ତ୍ରୀ ମୁମ୍ବାଇ: ମୁଖ୍ୟମନ୍ତ୍ରୀ ହୋଇ କ୍ଷମତା ହାତେଇବା ପରେ ବି ନିଜ କ୍ୟାବିନେଟ ସମ୍ପ୍ରସାରଣ କରିପାରିନାହାନ୍ତି ଏକନାଥ ସିନ୍ଦେ । ଗତ କିଛି ଦିନ ହେଲାଣି ଏନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ଶେଷରେ ଆସନ୍ତାକାଲି ସିନ୍ଦେ ନିଜ କ୍ୟାବିନେଟର ସମ୍ପ୍ରସାରଣ କରିବେ ବୋଲି ଜଣାପଡ଼ିଛି । ଆଜି ମହାରାଷ୍ଟ୍ର କ୍ୟାବିନେଟର ସମ୍ପ୍ରସାରଣ ହେବ ଏବଂ ପ୍ରାୟ ୧୨ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଥିବା ସାମ୍ନାକୁ ଆସିଛି । ବିଜେପିର ବରିଷ୍ଠ ନେତା ସୁଧୀର ମୁଙ୍ଗନ୍ତୀୱର, […]
Read More...
ଦେଶ- ବିଦେଶ 

ହନୁମାନ ଚାଳିଶା ବିବାଦରେ ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ ୬ଟି ସର୍ତ୍ତରେ ଜାମିନ

ହନୁମାନ ଚାଳିଶା ବିବାଦରେ ଗିରଫ ହୋଇଥିବା ରାଣା ଦମ୍ପତିଙ୍କୁ ୬ଟି ସର୍ତ୍ତରେ ଜାମିନ ମୁମ୍ବାଇ: ମେ ୦୪: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବ୍ୟକ୍ତିଗତ ବାସଭବନ ସମ୍ମୁଖରେ ହନୁମାନ ଚାଳିଶା ପାଠ କରିବା ଘଟଣାରେ ଗିରଫ ହୋଇଥିବା ଅମରାବତୀର ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଆଜି ଜାମିନ ମିଳିଛି । ତେବେ ସେସନ୍‌ କୋର୍ଟ ସୋମନଙ୍କୁ ୬ ଗୋଟି ସର୍ତ୍ତମୂଳକ ଜାମିନ ଦେଇଛି । ସେହିସବୁ ସର୍ତ୍ତଗୁଡ଼ିକ ହେଲା- * ରାଣା ଦମ୍ପତି ଗଣମାଧ୍ୟମକୁ କୌଣସି ସୂଚନା ଦେବେ ନାହିଁ ଓ ଏଥିରୁ […]
Read More...
ଦେଶ- ବିଦେଶ 

ଥାଣେରେ ବାର୍ଡଫ୍ଲìì ସଙ୍କଟ: ୨୫ ହଜାର କୁକୁଡ଼ାକୁ ମାରିବାକୁ ଆଦେଶ

ଥାଣେରେ ବାର୍ଡଫ୍ଲìì ସଙ୍କଟ: ୨୫ ହଜାର କୁକୁଡ଼ାକୁ ମାରିବାକୁ ଆଦେଶ ଥାଣେ: ଫେବୃଆରୀ ୧୮: ମହାରାଷ୍ଟ୍ରର ଥାଣେଠାରେ ଥିବା ଏକ ପୌଲଟ୍ରି ଫାର୍ମ (କୁକୁଡ଼ା ଫାର୍ମ)ରେ କୁକୁଡ଼ାଙ୍କଠାରେ ବାର୍ଡଫ୍ଲì ଚିହ୍ନଟ ହୋଇଛି । ଚିହ୍ନଟ ଖବର ଜଣାପଡ଼ିବା ପରେ ସ୍ଥାନୀୟ ପ୍ରଶାସନ ଅନ୍ୟ ପକ୍ଷୀଙ୍କ ସୁରକ୍ଷା ସକାଶେ ଫାର୍ମ ନିକଟସ୍ଥ ଏକ କିଲୋମିଟର ପରିସରରେ ଥିବା ପ୍ରାୟ ୨୫ ହଜାର କୁକୁଡ଼ାକୁ ମାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ଥାଣେ ଜିଲ୍ଲାରେ ଥିବା ଶାହପୁର ଏକ କୁକୁଡ଼ା ଫାର୍ମରେ ଶହେ କୁକୁଡ଼ା ମରିପଡ଼ିଥିବା ଦେଖିବାକୁ ମିଳିଥିଲା । […]
Read More...
ଦେଶ- ବିଦେଶ 

ଗାନ୍ଧୀଧାମ-ପୁରୀ ଏକ୍‌ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଗାନ୍ଧୀଧାମ-ପୁରୀ ଏକ୍‌ସପ୍ରେସ୍‌ରେ ଅଗ୍ନିକାଣ୍ଡ ନନ୍ଦୁରବାର : ଜାନୁଆରୀ୨୯: ଗାନ୍ଧୀଧାମ-ପୁରୀ ଏକ୍‌ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଥିବା ଖବର ପଶ୍ଚିମ ରେଳବାଇର ଦେଇଛି । ମହାରାଷ୍ଟ୍ରର ନନ୍ଦୁରବାରଠାରେ ଗାନ୍ଧୀଧାମ-ପୁରୀ ଏକ୍‌ସପ୍ରେସ୍‌ରେ ଥିବା ସମୟରେ ରେଳରେ ଅଗ୍ନି ଲାଗିଯାଇଥିଲା । ଏଥିରେ କେହି ମୃତାହାତ ହୋଇନଥିବ ସୂଚନା ମିଳିଛି । ଅଗ୍ନିର ଖବର ମିଳିବା ପରେ ସ୍ଥାନୀୟ ପୋଲିସ , ଦମକଳ, ବିପର୍ଯ୍ୟୟ ପରିଚାଳନା ଏବଂ ମେଡିକାଲ୍‌ ଟିମ୍‌ଙ୍କୁ ଖବର ଦିଆଯିବା ସହ ତୁରନ୍ତ ଅଗ୍ନି ଲିଭାଇବା ପାଇଁ ଉଦ୍ୟମ କରାଯାଇଥିଲା ଏବଂ ଲୋକଙ୍କୁ ଉଦ୍ଧାର କରାଯାଇଥିଲା […]
Read More...
ରାଜନୀତି  ଦେଶ- ବିଦେଶ 

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡର୍ନାଭିସ୍‌ଙ୍କ ଉପରେ ସାଂଘାତିକ ଅଭିଯୋଗ କଲେ ନବାବ: କହିଲେ ଅଣ୍ଡରୱାଲ୍‌ର୍ଡ ସହିତ ସମ୍ପର୍କ ରହିଛି ଏବଂ ଦାଦାବଟି ଆଦାୟ କରନ୍ତି

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡର୍ନାଭିସ୍‌ଙ୍କ ଉପରେ ସାଂଘାତିକ ଅଭିଯୋଗ କଲେ ନବାବ: କହିଲେ ଅଣ୍ଡରୱାଲ୍‌ର୍ଡ ସହିତ ସମ୍ପର୍କ ରହିଛି ଏବଂ ଦାଦାବଟି ଆଦାୟ କରନ୍ତି ମହାରାଷ୍ଟ୍ର: ନଭେମ୍ବର ୧୦: କ୍ରୁଜ ଡ୍ରଗ୍‌ସ ମାମଲା ପରଠାରୁ ମହାରାଷ୍ଟ୍ରର ରାଜନୀତିରେ ବିବାଦ ଆରମ୍ଭ ହୋଇଛି । ମନ୍ତ୍ରୀ ନବାବ ମଲ୍ଲିକ ପ୍ରତ୍ୟେକ ଦିନ ସାମ୍ବାଦିକ ସମ୍ମିଳନୀ କରାଇ ବିରୋଧୀଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଆଜି ନବାବ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡର୍ନାଭିସଙ୍କ ଉପରେ ଏକ ସାଂଘାତିକ ଅଭିଯୋଗ କରିଛନ୍ତି । ଫଡର୍ନାଭିସଙ୍କ ସମ୍ପର୍କ ଅଣ୍ଡରୱାଲ୍‌ର୍ଡ ଡନ ଦାଉଦ୍‌ ଇବ୍ରାହିମଙ୍କ ସହିତ ରହିଛି ବୋଲି କହିଛନ୍ତି । ମଲ୍ଲିକ କହିଛନ୍ତି, ଡନ୍‌ ଡାଉଦ୍‌ ଇବ୍ରାହିମଙ୍କ ସହଯୋଗୀ […]
Read More...
ଦେଶ- ବିଦେଶ 

ଅହମଦନଗର ସିଭିଲ ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦ କରୋନା ସଂକ୍ରମିତ ମୃତ

ଅହମଦନଗର ସିଭିଲ ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦ କରୋନା ସଂକ୍ରମିତ ମୃତ ମହାରାଷ୍ଟ୍ର: ନଭେମ୍ବର ୦୬: ମହାରାଷ୍ଟ୍ର ସ୍ଥିତ ଅହମଦନଗର ସିଭିଲ ହସ୍ପିଟାଲର କୋଭିଡ ୱାର୍ଡରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ପ୍ରାଥମିକ ସ୍ତରରୁ ସୂଚନା ମିଳିଛି । ଆଉ ୬ ଜଣ ସଂକ୍ରମିତ ଗୁରୁତର ଆହତ ଥିବା ଜଣାପଡ଼ିଛି । ୱାର୍ଡରେ ପ୍ରାୟ ୧୭ ଜଣ ସଂକ୍ରମିତ ରହିଥିବା ଖବର ମିଳିଛି । ତେବେ ଅନ୍ୟ କରୋନା ସଂକ୍ରମିତଙ୍କୁ ଉଦ୍ଧାର କରାଯାଇ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇ ଚିକିତ୍ସା କରାଯାଉଛି […]
Read More...

Advertisement