ଫିସ୍‌ ଟିକା ମସଲା

ସାମଗ୍ରୀ ୨୫୦ ଗ୍ରାମ ମାଛ, ଏକ ଚାମଚ ଧନିଆ ପାଉଡର, ଏକ କପ୍‌ ଦହି, ଏକ ଚାମଚ ଅଦା ରସୁଣ ପେଷ୍ଟ, ଏକ ଚାମଚ ଲଙ୍କାଗୁଣ୍ଡ, ଏକ ଚାମଚ ଗରମ ମସଲା, ଅଧା ଚାମଚ ସୋରିଷ ଗୁଣ୍ଡ ପ୍ରଣାଳୀ : ଗୋଟିଏ ଜାଗାରେ ଦହି, ଅଧା ରସୁଣ ପେଷ୍ଟ, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ସୋରିଷ ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ପକାଇ ମିଶାନ୍ତୁ । ଏହାପରେ ମାଛ ଖଣ୍ଡକୁ ଏହି ମିଶ୍ରଣରେ ପକାନ୍ତୁ । […]

Samaya Live Picture
Published On

ସାମଗ୍ରୀ
୨୫୦ ଗ୍ରାମ ମାଛ, ଏକ ଚାମଚ ଧନିଆ ପାଉଡର, ଏକ କପ୍‌ ଦହି, ଏକ ଚାମଚ ଅଦା ରସୁଣ ପେଷ୍ଟ, ଏକ ଚାମଚ ଲଙ୍କାଗୁଣ୍ଡ, ଏକ ଚାମଚ ଗରମ ମସଲା, ଅଧା ଚାମଚ ସୋରିଷ ଗୁଣ୍ଡ

ପ୍ରଣାଳୀ : ଗୋଟିଏ ଜାଗାରେ ଦହି, ଅଧା ରସୁଣ ପେଷ୍ଟ, ଲୁଣ, ଲଙ୍କା ଗୁଣ୍ଡ, ଗରମ ମସଲା, ସୋରିଷ ଗୁଣ୍ଡ, ଧନିଆ ଗୁଣ୍ଡ, ହଳଦୀ ପକାଇ ମିଶାନ୍ତୁ । ଏହାପରେ ମାଛ ଖଣ୍ଡକୁ ଏହି ମିଶ୍ରଣରେ ପକାନ୍ତୁ ।

ଫିସ୍‌ ଟିକା ମସଲା

ଏହାକୁ ଭଲଭାବରେ ଗୋଳାନ୍ତୁ, ଯେପରି ମିଶ୍ରଣ ମାଛରେ ଭଲଭାବରେ ମିଶି ପାରିବ । ଏହାକୁ ଅଧାଘଣ୍ଟାରୁ ଅଧିକ ସମୟ ଏଭଳି ରଖନ୍ତୁ । ଏହାପରେ ଏକ ପ୍ୟାନରେ ତେଲ ଗରମ କରନ୍ତୁ । ମାଛକୁ ଏକ ଷ୍ଟିକ୍‌ରେ ଖଞ୍ଜି ଛାଣନ୍ତୁ ।

ଫିସ୍‌ ଟିକା ମସଲା

ଏବେ ପ୍ରସ୍ତୁତ ହୋଇଗଲା ଫିସ୍‌ ଟିକା ମସଲା । ଏହାକୁ ସସ୍‌ ସହିତ ପରଷନ୍ତୁ ।