yummy food
ଜୀବନଚର୍ଯ୍ୟା 

ବ୍ରେଡ୍‌ ପିଜା

ବ୍ରେଡ୍‌ ପିଜା ଆବଶ୍ୟକୀୟ ସାମଗ୍ରୀ: ବ୍ରେଡ୍‌, କଟା ଟମାଟୋ, କ୍ୟା«ିକମ୍‌, କଟା ପିଆଜ, କଟା ଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ, ଗୋଲମରିଚ ଗୁଣ୍ଡ, ଚିଜ୍‌, ଲୁଣ ଓ ବଟର । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ କଟା ଟମାଟୋ, କ୍ୟାପସିକମ୍‌, ପିଆଜ, ଗାଜର, ଧନିଆ ପତ୍ର, ଚିଲି ଫ୍ଲେକ୍ସ , ଲୁଣ ଓ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବରେ ଗୋଳେଇ ଦିଅ;ୁ । ପରେ ଏକ ପାତ୍ରରେ ବ୍ରେଡ୍‌ ନିଅ;ୁ । ତା’ ଉପରେ ପିଜା’ […]
Read More...
ଜୀବନଚର୍ଯ୍ୟା 

ମଟନ୍‌ କଟଲେଟ୍‌

ମଟନ୍‌ କଟଲେଟ୍‌ ସାମଗ୍ରୀ – ୨୦୦ ଗ୍ରାମ ଗ୍ରେଟ୍‌ ମଟନ୍‌,ଛୋଟ କଟାହୋଇଥିବା ପିଆଜ ଏକଟା, ସିଝା ଆଳୁ ୨ଟି, ଏକ କପ୍‌ କର୍ଣ୍ଣଫ୍ଲୋର, ଏକ ଚାମଚ ଭିନେଗାର, ୨ଟି କଞ୍ଚଲଙ୍କା କଟାହୋଇଥିବା, ଏକ ଚାମଚ ଅଦା ରସୁଣ ପେଷ୍ଟ, ଅଧା ଚାମଚ ଗରମ ମସଲା, ଅଧା ଚାମଚ ଲଙ୍କା ଗୁଣ୍ଡ, କଟା ହୋଇଥିବା ଧନିଆ ପତ୍ର, ଅଧା ଚାମଚ ଚାଟ ମସଲା । ପ୍ରଣାଳୀ – ମିଡିଅମ୍‌ ଆଞ୍ଚରେ ପ୍ୟାନ୍‌ ବସାଇ ତେଲ ପକାଇ ପିଆଜ ଭାଜନ୍ତୁ । ଅଳ୍ପ […]
Read More...
ଜୀବନଚର୍ଯ୍ୟା 

ପଣସକଠା କୋର୍ମା

ପଣସକଠା କୋର୍ମା ସାମଗ୍ରୀ – ୫୦୦ଗ୍ରାମ ପଣସ କଠା, ୧୦ଟି ଆଲମଣ୍ଡ, ୧୦ଟି କାଜୁ, ୨ଟା ଭଜା ପିଆଜ, ୪ ଚାମଚ ଦହି, ୪ ଚାମଚ ଘିଅ, ଏକ ଚାମଚ ଅଦାରସୁଣ ପେଷ୍ଟ, ଏକ ଚାମଚ ଧନିଆ ଗୁଣ୍ଡ, ଏକ ଚାମଚ ଜୀରା ଗୁଣ୍ଡ,ଏକ ଚାମଚ ଲଙ୍କା ଗୁଣ୍ଡ, ଅଧା ଚାମଚ ହଳଦୀ ଗୁଣ୍ଡ, ଖଣ୍ଡେ ଡାଲଚିନି,୨ଟି ତେଜପତ୍ର, ୪-୫ ଗୁଜୁରାତି, ୧ଟା ଅଳେଇଚ, ଅଳ୍ପ ମାତ୍ରାରେ ରୋଜ ୱାଟର । ପ୍ରଣାଳୀ-ପ୍ରଥମେ ଗରମ ପାଣିରେ କାଜୁ ଓ ଆଲମଣ୍ଡକୁ […]
Read More...
ଜୀବନଚର୍ଯ୍ୟା 

ଚିଜି ଏଗ୍‌ ମସଲା

ଚିଜି ଏଗ୍‌ ମସଲା ସାମଗ୍ରୀ – ୬ଟି ସିଝା ଅଣ୍ଡା, ୨ଟି ବଡ ପିଆଜ କଟା, ଏକ କପ୍‌ ଟମାଟୋ ରସ,୨ ଚାମଚ ଫ୍ରେସ କ୍ରିମ୍‌, ୨ ଚାମଚ ଗ୍ରେଟ୍‌ ଚିଜ୍‌, ଦେଢ ଚାମଚ ହଳଦୀ, ଏକ ଚାମଚ ଲଙ୍କା ଗୁଣ୍ଡ, ଏକ ଚାମଚ ଗରମ ମସଲା, ୨ଟି କଞ୍ଚା ଲଙ୍କା, ଏକ ଚାମଚ ଅଦା ରସୁଣପେଷ୍ଟ । ପ୍ରଣାଳୀ – ପ୍ରଥମେ ପ୍ୟାନ୍‌ରେ ତେଲ ଗରମ କରନ୍ତୁ ଏଥିରେ ରସୁଣ, କଞ୍ଚାଲଙ୍କା ପକାଇ ଭାଜନ୍ତୁ । ଏହାପରେ ଏଥିରେ ପିଆଜ […]
Read More...
ଜୀବନଚର୍ଯ୍ୟା 

ବିହାରୀ ଷ୍ଟାଇଲ୍‌ ମାଛ ତରକାରୀ

ବିହାରୀ ଷ୍ଟାଇଲ୍‌ ମାଛ ତରକାରୀ ସାମଗ୍ରୀ- ୬ପିସ୍‌ ରୋହି ମାଛ, ୩ ଚାମଚ ହଳଦୀ ଗୁଣ୍ଡ, ୨ଚାମଚ ଲଙ୍କା ଗୁଣ୍ଡ,୧୦ଟି ରସୁଣ, ୨ଟା କଞ୍ଚାଲଙ୍କା, ଏକ ଚାମଚ ସୋରିଷ, ଏକ ଚାମଚ ମରିଚ, ଏକ ଚାମଚ ଜିରା, ୨ଟା ଶୁଖିଲା ଲଙ୍କା, ମେଥି ଏକ ଚାମଚ, ଅଧା କପ କଟା ଟମାଟୋ, ୨ଟା ତେଜପତ୍ର, ଅଧା କପ ପାଣି, ଏକ ଚାମଚ ଗରମ ମସଲା, ଧନିଆ ପତ୍ର, ପ୍ରଣାଳୀ- ମାଛରେ ଲୁଣ,ହଳଦୀ, ତେଲ, ଲଙ୍କା ଗୁଣ୍ଡ ପକାଇ ଗୋଳାନ୍ତୁ । ଏହାକୁ ଅଲଗା […]
Read More...
ଜୀବନଚର୍ଯ୍ୟା 

କେରଳୀ ଚିଲି ଚିକେନ

କେରଳୀ ଚିଲି ଚିକେନ ସାମଗ୍ରୀ – ୫୦୦ଗ୍ରାମ ବୋନ୍‌ଲେସ୍‌ ଚିକେନ୍‌, ୨ ଚାମଚ ଚିଲି ଫ୍ଲେକସ୍‌, ଏକ ଚାମଚ କଟା ଅଦା, ୨ଚାମଚ ରସୁଣ, ଅଳ୍ପ ଭୃସଙ୍ଗପତ୍ର, ୨ଚାମଚ ଭିନେଗାର, ଗୋଟିଏ ବଡ କଟା ପିଆଜ, ଅଧା କପ ଟମାଟ ରସ, ଅଧା କପ ନଡିଆ ତେଲ, ଅଧା ଚାମଚ ମରିଚ, ୨ଟି ଗୁଜୁରାତି, ଏକ ଚାମଚ ପାନମଧୁରୀ, ଅଳ୍ପ ପରିମାଣ ନଡିଆ କଟା ହୋଇଥିବା, ୪ଟି କଞ୍ଚା ଲଙ୍କା । ପ୍ରଣାଳୀ – ଚିକେକନକୁ ସଫା କରିନିଅନ୍ତୁ । ପ୍ରଥମେ […]
Read More...
ଜୀବନଚର୍ଯ୍ୟା 

ପିଜୁଳୀ ସେକ୍‌

ପିଜୁଳୀ ସେକ୍‌ ବହୁ ଲୋକଙ୍କୁ ପିଜୁଳୀ ଖାଇବାକୁ ଭଲ ଲାଗିଥାଏ । କିନ୍ତୁ ଏହାର ମଞ୍ଜି ପାଇଁ ବହୁ ଲୋକ ପିଜୁଳୀ ଖାଇପାରନ୍ତି ନାହିଁ । ବିଶେଷ କରି ବୃଦ୍ଧାମାନେ ପିଜୁଳୀର ମଞ୍ଜି ସକାଶେ ମନ ମାରି ଏହାକୁ ଖାଇପାରନ୍ତି ନାହିଁ । ତେବେ ସେମାନଙ୍କୁ ଥରେ ପିଜୁଳୀ ସେକ୍‌ କରି ଦିଅନ୍ତୁ । ଏହା ଶରୀର ପାଇଁ ଏକ ସ୍ୱାସ୍ଥ୍ୟକର ପାନୀୟ । ସାମଗ୍ରୀ ୨କପ୍‌ ପିଜୁଳୀ ଖଣ୍ଡ, ୨କପ କ୍ଷୀର, ୨ଚାମଚ ମହୁ, ଅଳ୍ପ ପରିମାଣ ରୋଜ୍‌ […]
Read More...
ସାହିତ୍ୟ 

ବର୍ଷା ଦିନରେ ଖାଆନ୍ତୁ ଗରମ ଗରମ ଆଳୁ ପନିର କବାବ

ବର୍ଷା ଦିନରେ ଖାଆନ୍ତୁ ଗରମ ଗରମ ଆଳୁ ପନିର କବାବ ବର୍ଷା ଦିନରେ କିଛି ଗରମ ଗରମ ଚଟ୍‌ପଟା ଖାଇବାକୁ ବହୁ ଲୋକଙ୍କୁ ଭଲ ଲାଗେ । ଏଣୁ ପ୍ରାୟେ ସମସ୍ତେ ପକୁଡ଼ୁ କରି ଖାଇଥାନ୍ତି । ହେଲେ ପକୁଡ଼ୁରୁ ଯଦି ବୋର୍‌ ହୋଇଯାଇଛନ୍ତି, ଆଉ କିଛି ନୂଆ ଖାଇବାକୁ ଚାହାନ୍ତି ତେବେ ଆଳୁ ପନିର କବାବ ନିଶ୍ଚିନ୍ତ ଟ୍ରାଏ କରନ୍ତୁ । ଏହା ସହଜରେ ତିଆରି ହେବା ସହିତ ଟେଷ୍ଟି ଲାଗିଥାଏ । ଆପଣ ଚାହିଁଲେ ଏହାକୁ ଗେଷ୍ଟଙ୍କ ଆଗରେ ମଧ୍ୟ ପରଷି ପାରିବେ । ତେବେ […]
Read More...
ଜୀବନଚର୍ଯ୍ୟା 

କଞ୍ଚା ହଳଦୀ ଆଚାର

କଞ୍ଚା ହଳଦୀ ଆଚାର ପ୍ରଣାଳୀ – ଏକ ଗିନା କଞ୍ଚା ହଳଦୀ, ଗୋଟିଏ ଚାମଚ ଆଚାର ମସଲା, ୨ ଚାମଚ ସୋରିଷ ତେଲ । ବିଧି – ପ୍ରଥମେ କଞ୍ଚା ହଳଦୀକୁ ଭଲକରି ଧୋଇ ଚୋପା ଛଡାଇ ଶୁଖାଇ ଦିଅନ୍ତୁ । ଏହାପରେ ଏହାକୁ ମିଡିଅମ୍‌ ସାଇଜ୍‌ରେ କାଟନ୍ତୁ । ଏକ ପ୍ୟାନ୍‌ରେ ତେଲ ଗରମ କରନ୍ତୁ । ଏହାପରେ ଏଥିରେ ଆଚାର ପାଇଁ ବ୍ୟବହାର କରାଯାଉଥିବା ମସଲା ପକାଇ ଭାଜନ୍ତୁ । ମସଲା ଭାଜି ହେବା ପରେ ଏଥିରେ ହଳଦୀ […]
Read More...
Feature 

ଖାଦ୍ୟ ଜଣାଇବ ବ୍ୟକ୍ତିତ୍ୱ

ଖାଦ୍ୟ ଜଣାଇବ ବ୍ୟକ୍ତିତ୍ୱ ମିଠାପସନ୍ଦ କରୁଥିବା ବ୍ୟକ୍ତି-ଏମାନେ ସର୍ବଦା ଶାନ୍ତ ଏବଂ ଦୟାଳୁ ହୋଇଥାଆନ୍ତି । ଖୁସି ରୁହନ୍ତି ଏବଂ ଖୁସି ବାଣ୍ଟିବାକୁ ମଧ୍ୟ ପସନ୍ଦ କରନ୍ତି । ସରଳ ସ୍ୱଭାବଯୁକ୍ତ ହେତୁ ଅନ୍ୟମାନେ ଏହାର ଫାଇଦା ଉଠେଇବା ପାଇଁ ଚେଷ୍ଟା କରିଥାଆନ୍ତି । ରାଗ ପସନ୍ଦ କରୁଥିବା ବ୍ୟକ୍ତି-ଏଭଳି ଖାଦ୍ୟ ପ୍ରତି ରୁଚି ରଖୁଥିବା ବ୍ୟକ୍ତି ସ୍ପଷ୍ଟବାଦୀ ଏବଂ ଖୋଲା ହୃଦୟସମ୍ପନ୍ନ ହୋଇଥାଆନ୍ତି । ବେଳେ ବେଳେ ଲୋକମାନେ ଏହି ବ୍ୟକ୍ତିଙ୍କ ପ୍ରତି ଭୂଲ ଧାରଣା ପୋଷଣ କରିଥାଆନ୍ତି, କିନ୍ତୁ […]
Read More...

Advertisement