indian food
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ମୁଢି ଇଡ୍ଲି
Published On
By Samaya Live
ଇଡ୍ଲି ତ ଆମେ ସମସ୍ତେ ଚାଉଳ ଓ ବିରିରୁ ପ୍ରସ୍ତୁତ କରିଥାଉ କିନ୍ତୁ ଆପଣ କେବେ ନରମ ନରମ ମୁଢି ଇଡ୍ଲି ଖାଇଛନ୍ତି କି ? ଆସନ୍ତୁ ଆଜି ମୁଢି ଇଡଲି କିପରି ପ୍ରସ୍ତୁତ କରାଯାଏ ଜାଣିବା । ଆବଶ୍ୟକ ସାମଗ୍ରୀ: ମୁଢି, ସୁଜି, ଦହି, ପାଣି ,ଖାଇବା ସୋଡା, ଲୁଣ, ତେଲ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କିଛି ମୁଢିି ନେଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖ;ୁ । ସେଥିରେ […]
ସିନ୍ଧି ମଟନ ଫ୍ରାଏ
Published On
By Samaya Live
ପ୍ରଣାଳୀ- ୫୦୦ ଗ୍ରାମ ମଟନ ପିସ୍, ୨ ଚାମଚ ଅମୃତଭଣ୍ଡା ପେଷ୍ଟ, ୨ଟି ପିଆଜ କଟା, ଏକ ଚାମଚ ଅଦା ରସୁଣ ପେଷ୍ଟ, ଏକ କପ ଦହି, ୨ଟି ଟମାଟ ବଟା, ୨ ଚାମଚ ଧନିଆ ପତ୍ର କଟା, ଏକ ଚାମଚ ଜୀରା, ଏକ ଚାମଚ ଧନିଆ ପାଉଡର, ଏକ ଚାମଚ ଗରମ ମସଲା, ୨ଟି କଞ୍ଚାଲଙ୍କା, ୨ଟି ଗୁଜୁରାତି । ପ୍ରଣାଳୀ – ମଟନକୁ ଧୋଇ ଏଥିରେ ଅମୃତଭଣ୍ଡା ପେଷ୍ଟ ଲଗାଇ ଅଧାଘଣcା ଛାଡି ନିଅନ୍ତୁ […]
ମାଛ ଟିକ୍କା ମସଲା
Published On
By Samaya Live
ଆବଶ୍ୟକ ସାମଗ୍ରୀ ୨୫୦ ଗ୍ରାମ ମାଛ, ୧ ଚାମଚ ଧନିଆ ପାଉଡର, ୧ କପ ଦହି, ୧ ଚାମଚ ଅଦା-ରସୁଣ ପେଷ୍ଟ୍, ୧ ଚାମଚ ଲଙ୍କା ଗୁଣ୍ଡ, ୧ ଚାମଚ ଗରମ ମସଲା, ୧ ଚାମଚ କଳା ଜିରା, ଅଧା ଚାମଚ ସୋରିଷ, ହଳଦୀ, ସ୍ୱାଦନୁସାରେ ଲୁଣ, ତେଲ ପ୍ରସ୍ତୁତି ପ୍ରଣାଳୀ ମାଛ ଟିକ୍କା ମସଲା ପ୍ରସ୍ତୁତ ପାଇଁ ପ୍ରଥମେ ଏହାର ମସଲା ପ୍ରସ୍ତୁତ କରିବାକୁ ପଡ଼ିଥାଏ । ଏକ ପାତ୍ରରେ ଦହି, ଅଦାରସୁଣ ପେଷ୍ଟ, ଲୁଣ, […]
ନଡିଆ କଦଳୀ ଇଡିଲ୍
Published On
By Samaya Live
ସାମଗ୍ରୀ – ଗୋଟିଏ କପ ଇଡିଲ୍ ଆଣ, ୬ଚାମଚ ଗୁଣ୍ଡ ଗୁଡ, ଅଳ୍ପ କିଛି ଗୁଜୁରାତି ଗୁଣ୍ଡ, ଅଧା ଖଣ୍ଡ କଟା କଦଳୀ, ଏକ କପ ନଡିଆ ରସ । ପ୍ରଣାଳୀ – ପ୍ରଥମେ ପିଠା ଆଣରେ କଦଳୀ, ଗୁଜୁରାତି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଗୁଡ ମିଶାଇ ନିଅନ୍ତୁ । ଏହାକୁ ଇଡିଲ୍ ଛାଞ୍ଚରେ ଦେଇ ଇଡିଲ୍ ପ୍ରସ୍ତୁତ କରି ନିଅନ୍ତୁ । ଏହାପରେ ଏକ ପାତ୍ରରେ ନଡିଆ ରସକୁ ଗରମ କରନ୍ତୁ । ସେଥିରେ […]
କେମେନ୍ ବିରିୟାନି
Published On
By Samaya Live
୨କପ ବିରିୟାନି ଚାଉଳ, ଅଧାକେଜି ଚିଙ୍ଗୁଡି,୨ଚାମଚ ଅଦା ରସୁଣ ପେଷ୍ଟ, ଏକ କପ କଟା ପିଆଜ, ୨ଟି ତେଜପତ୍ର, ୫ଟି ଲବଙ୍ଗ, ଅଳେଇଚ, ଗୁଜୁରାତି ଓ ଖଣ୍ଡେ ଡାଲଚିନି, ଏକ ଚାମଚ ଲେମ୍ବୁ ରସ, ୪ଚାମଚ ଘିଅ, ୨ଚାମଚ ବିରିୟାନି ମସଲା, ଏକ ଚାମଚ ଧନିଆ ପାଉଡର, ଏକ ଚାମଚ ଲଙ୍କା ଗୁଣ୍ଡ, ଏକ ଚାମଚ ହଳଦୀ, କଟା ଧନିଆ ଓ ପୋଦିନା ପତ୍ର । ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡିକୁ ଅଳ୍ପ ଅଦାରସୁଣ ପେଷ୍ଟ, ଧନିଆ […]
ଭେଜ୍ କୋରମା
Published On
By Samaya Live
ସାମଗ୍ରୀ: ଫୁଲ କୋବି, ଆଳୁ, ବିନ୍ସ, ଗ୍ରୀନ୍ ମଟର, ଗାଜର, ପନିର, ତେଲ, ଜିରା, ଗୋଟା ଧନିଆ, ଗୋଟା ଗରମ ମସଲା, କଟା ପିଆଜ, ଗୋଟା ରସୁଣ, ଅଦା, ଟମାଟୋ, କାଜୁ, ମଗଜ, ପୋସ୍ତ, କସ୍ତୁରୀ ମେଥି ଓ ଲୁଣ । ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲ କୋବି, ବିନ୍ସ, ଗାଜର ଓ ଆଳୁକୁ କାଟି ଭଲ ଭାବେ ଧୋଇ ଏକ ପାତ୍ରରେ ରଖ;ୁ । ଏବେ କରେଇରେ ତେଲ ଗରମ କରି ସେଥିରେ ଫୁଲ କୋବି, […]
ଶାହି ଆଳୁ ପନିର
Published On
By Samaya Live
ସାମଗ୍ରୀ: ୪ଟି ମଧ୍ୟମ ଆକାର ସିଝା ଆଳୁ, ୩୦୦-୫୦୦ ଗ୍ରାମ ପନିର, ଅଧା କପ ମେଥି,ଏକ ବଡ ଚାମଚ ଘିଅ, କଟା ହୋଇଥିବା ଅଦା,୨-୩ କଞ୍ଚା ଲଙ୍କା, କଟା ହୋଇଥିବା ୪ଟି ଟମାଟୋ,୧୦ ପାଖୁଡା ରସୁଣର ପେଷ୍ଟ, ଦେଢ କପ ଦହି, ସ୍ୱାଦନୁସାରେ ଲୁଣ, ଅଧା ଚାମଚ ଧନିଆ ପାଉଡର, ସ୍ୱାଦନୁସାରେ ଶୁଖିଲା ଲଙ୍କା ପେଷ୍ଟ, ଅଧା କପ ପାଣି, ୧୦ଟି ବାଦାମର ଛୋଟ ଛୋଟ ଖଣ୍ଡ,୧୫-୧୬ କିଶମିଶ, ୧୦-୧୫ ପେସ୍ତା କଟା ହୋଇଥିବା, ଚିମୁଟାଏ କେଶର […]
ମଲାଇ ଲଡ଼ୁ
Published On
By Samaya Live
ସାମଗ୍ରୀ: କ୍ଷୀର, ଚିନି, ଭିନେଗାର, ଗୁଜରାତି ଗୁଣ୍ଡ । ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ୧ ଲିଟର କ୍ଷୀର ଗରମ କର;ୁ । ଏହା ଭଲଭାବେ ଫୁଟିଲେ ଏଥିରେ କିଛି ଭିନେଗାର ମିଶା;ୁ । ଭିନେଗାରର ଖଟା କାରଣରୁ କ୍ଷୀର ଛେନା ଛିଣ୍ଡି ଯିବ । ପରେ ଏହାକୁ କିଛି ସମୟ ଫୁଟାଇ ଗ୍ୟାସ୍ ବନ୍ଦ କର;ୁ । ଏହାପରେ ଛେନାକୁ ଏକ କପଡ଼ାରେ ଛାଣି ପାଣି ନିଗାଡ଼ି ଦିଅ;ୁ । ଭିନେଗାର ଖଟା ଓ ଏହାର […]
ନଡିଆ ଅଖରୋଟ ବର୍ଫି
Published On
By Samaya Live
ସାମଗ୍ରୀ : ୨ କପ କୋରା ନଡିଆ, ୧କପ ଚିନି, ଅଧାକପ ଅଖରୋଟ ପାଉଡର, ଅଳ୍ପ ପରିମାଣରେ ଗୁଜୁରାତି ଗୁଣ୍ଡ, ଅଧା କପ ଅଖରୋଟ ଖଣ୍ଡ । ପ୍ରଣାଳୀ : ପ୍ରଥମେ ମିଡିଅମ୍ ଆଞ୍ଚରେ ୨ମିନିଟ୍ ପାଇଁ ନଡିଆକୁ ଭାଜ;ୁ । ଭାଜିଲା ପରେ ଏଥିରେ ଚିନି ପକାଇ ଚିନି ମିଶିବା ଯାଏଁ ଭାଜ;ୁ । ଯେତେବେଳେ ନଡିଆ ଓ ଚିନି ଭଲ ଭାବରେ ମିଶିଯିବ, ସେତେବେଳେ ଏଥିରେ ଅଖରୋଟ ପାଉଡର ମିଶା;ୁ । ଏହାର ୨ମିନିଟ୍ […]
ଆଳୁ ଚାଟ୍
Published On
By Samaya Live
ସାମଗ୍ରୀ: ସିଝା ଆଳୁ – ୮-୯(୬୦୦ ଗ୍ରାମ) ତେଲ – ୩-୪ ଚାମଚ ଧନିଆ ପତ୍ର – ୨-୩ ଚାମଚ (କଟା ହୋଇଥିବା) କଞ୍ଚା ଲଙ୍କା – ୨(କଟା ହୋଇଥିବା) କର୍ଣ୍ଣଫ୍ଲୋର-୩ ଚାମଚ ଲୁଣ- ୧ ଛୋଟ ଚାମଚ କିମ୍ବା ସ୍ୱାଦ ଅନୁସାରେ ସର୍ଭ କରିବା ପାଇଁ ଦହି – ୧ ଛୋଟ ଗିନାରେ ଧନିଆପତ୍ରର ଖଟା ଚଟଣୀ – ଅଧା ଗିନା ମିଠା ତେ;ୁଳି ଚଟଣୀ – ୧/୨ ଛୋଟ ବାଉଲ ଜୀରା ପାଉଡର – […]
ସିମେଇ ପୁଡିଂ
Published On
By Samaya Live
ସାମଗ୍ରୀ- ସିମେଇ, କ୍ଷୀର, ବଟର, ଭାନିଲା ଏସେନ୍ସ, ଅଣ୍ଡା, କାଜୁ, କିସ୍ମିସ୍ ଓ ଚିନି ପ୍ରଣାଳୀ- ପ୍ରଥମେ ଅଣ୍ଡାକୁ ଭାଙ୍ଗି ଫେଣ୍ଟି ନିଅନ୍ତୁ । ଏହାପରେ ସେଥିରେ କ୍ଷୀର, ଚିନି ଓ ବଟର ମିଶାଇ ଭଲ ଭାବରେ ପୁଣି ଫେଣ୍ଟଟନ୍ତୁ । ଅନ୍ୟପଟରେ, ସିମେଇକୁ କଢ଼େଇରେ ଅଳ୍ପ ଆଞ୍ଚରେ ଭାଜି ନିଅନ୍ତୁ । ଏହାପରେ କଢ଼େଇରୁ ସିମେଇକୁ ବାହାର କରି ଥଣ୍ଡା କରନ୍ତୁ । ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ଅଣ୍ଡା, ବଟର, କ୍ଷୀର ଓ ଚିନି […]
ମୁଗଡ଼ାଲି ଚିଲ୍ଲା
Published On
By Samaya Live
ସାମଗ୍ରୀ- ୨୦୦ ଗ୍ରାମ ମୁଗ ଡାଲି, ୪ ରୁ ୫ପିସ୍ ପନିର ଖଣ୍ଡ, ଏକ ଚାମଚ ଗ୍ରେଟ୍ ପନିର୍ ସହିତ ଚାଟ୍ ମସଲା ମିଶିଥିବ, ଏକ ବଡ଼ ଚାମଚ କ୍ୟାପସିକମ୍, ବନ୍ଧା କୋବି କଟା, ଅଧା ଚାମଚ କଟା ପିଆଜ, ଏକ ଚାମଚ କାଜୁ, ଅଳ୍ପ ଘିଅ । ପ୍ରଣାଳୀ- ପ୍ରଥମେ ମୁଗଡ଼ାଲିକୁ ରାତିରୁ ବତୁରାଇ ରଖନ୍ତୁ । ଡାଲି ବତୁରି ଗଲା ପରେ, ତାହାକୁ ଭଲ ଭାବରେ ଧୋଇ ସେଥିରେ କିଛି ଲୁଣ ମିଶାଇ ବାଟି […]

