recipe in odia
ଜୀବନଚର୍ଯ୍ୟା 

ଏଗ୍‌ ସ୍ୟାଣ୍ଡୱିଚ୍‌ କେକ୍‌

ଏଗ୍‌ ସ୍ୟାଣ୍ଡୱିଚ୍‌ କେକ୍‌ ସାମଗ୍ରୀ- ୫ରୁ ୬ଟି ସିଝା ଅଣ୍ଡା, ୨ଟି ବଡ କଟା ପିଆଜ, ଏକ କପ୍‌ ମେଓନିଜ୍‌, ଏକ କପ୍‌ କ୍ରିମ୍‌ ଚିଜ୍‌, ଏକ କପ୍‌ କ୍ରିମ୍‌, ୧୬ଟି ବ୍ରେଡ୍‌, ନିଜ ପସନ୍ଦର ପରିବା, ମରିଚ ଗୁଣ୍ଡ । ପ୍ରଣାଳୀ – ସିଝା ଅଣ୍ଡାକୁ ପ୍ରଥମେ ଗ୍ରେଟ୍‌ କରି ନିଅନ୍ତୁ । ଏଥିରେ ପିଆଜ ଖଣ୍ଡ, ଲୁଣ, ମରିଚ ଗୁଣ୍ଡ ଓ ମେଓନିଜ୍‌ ମିଶାନ୍ତୁ । ପରେ ଏଥିରେ କ୍ରିମ୍‌ ଚିଜ୍‌ ଓ କ୍ରିମ୍‌ ମିଶାନ୍ତୁ । ଏହାପରେ […]
Read More...
ଜୀବନଚର୍ଯ୍ୟା 

ଚିକେନ୍‌ ଗୁପ୍‌ଚୁପ୍‌

ଚିକେନ୍‌ ଗୁପ୍‌ଚୁପ୍‌ ଗୁପ୍‌ଚୁପ୍‌ ତ’ଆପଣମାନେ ସମସ୍ତେ ଖାଇଥିବେ । ହେଲେ କେବେ ଚିକେନ୍‌ ଗୁପ୍‌ଚୁପ୍‌ ଖାଇଛନ୍ତି । ଏହା କରିବାକୁ ସହଜ ହେବା ସହ ଖାଇବାକୁ ସ୍ୱାଦିଷ୍ଟ ହୋଇଥାଏ । ବଡ଼ ବଡ଼ ରେଷ୍ଟୁରାଣ୍ଟମାନଙ୍କରେ ଚିକେନ୍‌ ଗୁପ୍‌ଚୁପ୍‌ ମିଳିଥାଏ । ହେଲେ ଏହାକୁ ଘରେ କରି ପରିବାରଙ୍କ ସହିତ ଖାଇବାର ମଜା ନିଆରା । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ବିଷୟରେ- ଆବଶ୍ୟକ ସାମଗ୍ରୀ : ଚିକେନ୍‌, ଲୁଣ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ପିଆଜ ସହ […]
Read More...
ସାହିତ୍ୟ 

ବର୍ଷା ଦିନରେ ଖାଆନ୍ତୁ ଗରମ ଗରମ ଆଳୁ ପନିର କବାବ

ବର୍ଷା ଦିନରେ ଖାଆନ୍ତୁ ଗରମ ଗରମ ଆଳୁ ପନିର କବାବ ବର୍ଷା ଦିନରେ କିଛି ଗରମ ଗରମ ଚଟ୍‌ପଟା ଖାଇବାକୁ ବହୁ ଲୋକଙ୍କୁ ଭଲ ଲାଗେ । ଏଣୁ ପ୍ରାୟେ ସମସ୍ତେ ପକୁଡ଼ୁ କରି ଖାଇଥାନ୍ତି । ହେଲେ ପକୁଡ଼ୁରୁ ଯଦି ବୋର୍‌ ହୋଇଯାଇଛନ୍ତି, ଆଉ କିଛି ନୂଆ ଖାଇବାକୁ ଚାହାନ୍ତି ତେବେ ଆଳୁ ପନିର କବାବ ନିଶ୍ଚିନ୍ତ ଟ୍ରାଏ କରନ୍ତୁ । ଏହା ସହଜରେ ତିଆରି ହେବା ସହିତ ଟେଷ୍ଟି ଲାଗିଥାଏ । ଆପଣ ଚାହିଁଲେ ଏହାକୁ ଗେଷ୍ଟଙ୍କ ଆଗରେ ମଧ୍ୟ ପରଷି ପାରିବେ । ତେବେ […]
Read More...
ଜୀବନଚର୍ଯ୍ୟା 

ପାଳଙ୍ଗ ଓ ମୂଳା ପତ୍ର ପରଟା

ପାଳଙ୍ଗ ଓ ମୂଳା ପତ୍ର ପରଟା ସାମଗ୍ରୀ – ୨କପ୍‌ ଅଟା, ୨କପ୍‌ କଟାହୋଇଥିବା ପାଳଙ୍ଗ ଶାଗ, ଏକ କପ୍‌ କଟାହୋଇଥିବା ମୂଳା ପତ୍ର, ଏକ ଚାମଚ ଭଜା ଜିରା ଗୁଣ୍ଡ, ଏକ ଚାମଚ ଲଙ୍କାଗୁଣ୍ଡ, ଅଳ୍ପ ପରିମାଣ ଗରମ ମସଲା, ଲୁଣ ସ୍ୱାଦ ଅନୁସାରେ । ପ୍ରଣାଳୀ – ପ୍ରଥମେ ମିଡିଅମ୍‌ ଆଞ୍ଚରେ ତେଲ ଗରମ କରନ୍ତୁ ଏଥିରେ ପାଳଙ୍ଗ ଓ ମୂଳା ପତ୍ର, ଗରମ ମସଲା, ଲଙ୍କା ଗୁଣ୍ଡ, ଭଜା ଜୀରା ଗୁଣ୍ଡ ସହ ଲୁଣ ପକାଇ ଭାଜନ୍ତୁ । ଶାଗରୁ […]
Read More...

Advertisement