କୋଲକାତାକୁ ବ୍ରିଟେନରୁ ଆସୁଥିବ। ସବୁ ବିମ।ନ ଅବତରଣ ନିଷିଦ୍ଧ

କୋଲକ।ତ।: ଡିସେମ୍ବର ୩୧: ପଶ୍ଚିମବଙ୍ଗରେ ବଢୁଥିବ। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ର।ଜ୍ୟ ସରକ।ର କଡ଼। ପଦକ୍ଷେପ ନେଇଛନ୍ତି। ଏଥିରେ ନେତ।ଜୀ ସୁଭ।ଷଚନ୍ଦ୍ର ବୋଷ ଅନ୍ତର୍ଜ।ତୀୟ ବିମ।ନ ବନ୍ଦରକୁ ବ୍ରିଟେନରୁ ଆସୁଥିବ। ସବୁ ବିମ।ନର ଅବତରଣ ନିଷିଦ୍ଧ କରାଯାଇଛି। ର।ଜ୍ୟ ସରକ।ରଙ୍କ ଦ୍ୱ।ର। ଜ।ରି ଆଦେଶ ଅନୁସ।ରେ ଜ।ନୁୟ।ରୀ ୩ ତ।ରିଖରୁ ଏହି କଟକଣ। ଲ।ଗୁ ହେବ।କୁ ଥିବ। ବେଳେ ମୁଖ୍ୟ ଶ।ସନ ସଚିବ ବି.ପି.ଗୋପ।ଲିକ। ଏ ନେଇ ବେସ।ମରିକ ବିମ।ନ ଚଳ।ଚଳ ମନ୍ତ୍ର।ଳୟଙ୍କ ସଚିବ ର।ଜୀବ […]

Samaya Live Picture
Published On

କୋଲକ।ତ।: ଡିସେମ୍ବର ୩୧: ପଶ୍ଚିମବଙ୍ଗରେ ବଢୁଥିବ। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ର।ଜ୍ୟ ସରକ।ର କଡ଼। ପଦକ୍ଷେପ ନେଇଛନ୍ତି। ଏଥିରେ ନେତ।ଜୀ ସୁଭ।ଷଚନ୍ଦ୍ର ବୋଷ ଅନ୍ତର୍ଜ।ତୀୟ ବିମ।ନ ବନ୍ଦରକୁ ବ୍ରିଟେନରୁ ଆସୁଥିବ। ସବୁ ବିମ।ନର ଅବତରଣ ନିଷିଦ୍ଧ କରାଯାଇଛି। ର।ଜ୍ୟ ସରକ।ରଙ୍କ ଦ୍ୱ।ର। ଜ।ରି ଆଦେଶ ଅନୁସ।ରେ ଜ।ନୁୟ।ରୀ ୩ ତ।ରିଖରୁ ଏହି କଟକଣ। ଲ।ଗୁ ହେବ।କୁ ଥିବ। ବେଳେ ମୁଖ୍ୟ ଶ।ସନ ସଚିବ ବି.ପି.ଗୋପ।ଲିକ। ଏ ନେଇ ବେସ।ମରିକ ବିମ।ନ ଚଳ।ଚଳ ମନ୍ତ୍ର।ଳୟଙ୍କ ସଚିବ ର।ଜୀବ ବଂସଲଙ୍କୁ ପତ୍ର ଲେଖି ର।ଜ୍ୟ ସରକ।ରଙ୍କ ନିଷ୍ପତ୍ତି ସମ୍ପର୍କରେ ଜଣ।ଇଛନ୍ତି।

ର।ଜ୍ୟ ସରକ।ର ଅସ୍ଥ।ୟୀ ଭ।ବେ ୩ ଜ।ନୁୟ।ରୀ ୨୦୨୨ରୁ ବ୍ରିଟେନ-କୋଲକ।ତ। ଉଡ଼।ଣ ନିଲମ୍ବିତ କରିବ। ଲ।ଗି ନିଷ୍ପତ୍ତି ନେଇଛନ୍ତି। ବ୍ରିଟେନ ଏବେ ଭ।ରତ ସରକ।ରଙ୍କ ଦ୍ୱ।ର। ଅଧିସୂଚିତ ବିପଦପୂର୍ଣ୍ଣ ଦେଶ। ଏଣୁ ସେଠ।ରୁ ଉଡ଼।ଣ କରୁଥିବ। କୌଣସି ବିମ।ନକୁ କୋଲକ।ତ। ଅନ୍ତର୍ଜ।ତୀୟ ବିମ।ନ ବନ୍ଦରରେ ଅବତରଣ ଅନୁମତି ଦିଆଯିବନି।

ସେହିପରି ସବୁ ଯ।ତ୍ରୀଙ୍କୁ ଆଗମନ କ।ଳରେ ପ୍ରତିକ୍ଷ। ସମୟ ହ୍ର।ସ କରିବ। ଲ।ଗି ପୂର୍ବରୁ ବୋର୍ଡିଂରେ ବ।ଧ୍ୟତ।ମୂଳକ ପରୀକ୍ଷଣ ଲ।ଗି ପ୍ରି-ବୁକ୍ କରିବ।କୁ ହେବ। ଯ।ହ।କୁ ଯ।ତ୍ରୀଙ୍କ ନିମନ୍ତେ ଏୟ।ରଲ।ଇନ୍ସ ନିଶ୍ଚିତ କରିବେ। ସେହିପରି ବିମ।ନବନ୍ଦର କର୍ତ୍ତୃପକ୍ଷଙ୍କୁ ଲ।ଉଞ୍ଜରେ ଯ।ତ୍ରୀଙ୍କ ବସିବ। କ୍ଷମତ। ବୃଦ୍ଧି କରିବ। ସହ ଟେଷ୍ଟିଂ କ।ଉଣ୍ଟର ସଂଖ୍ୟ। ବୃଦ୍ଧିକରିବ।କୁ ହୁଏତ କୁହ।ଯ।ଇପ।ରେ। ଯ।ହ।ଦ୍ୱ।ର। ବିମ।ନବନ୍ଦରରେ ଯ।ତ୍ରୀଙ୍କ ୱେଟିଂ ସମୟ ହ୍ର।ସ ହୋଇପ।ରିବ।