West Bengal
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କୋଲକାତାକୁ ବ୍ରିଟେନରୁ ଆସୁଥିବ। ସବୁ ବିମ।ନ ଅବତରଣ ନିଷିଦ୍ଧ
Published On
By Samaya Live
କୋଲକ।ତ।: ଡିସେମ୍ବର ୩୧: ପଶ୍ଚିମବଙ୍ଗରେ ବଢୁଥିବ। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ର।ଜ୍ୟ ସରକ।ର କଡ଼। ପଦକ୍ଷେପ ନେଇଛନ୍ତି। ଏଥିରେ ନେତ।ଜୀ ସୁଭ।ଷଚନ୍ଦ୍ର ବୋଷ ଅନ୍ତର୍ଜ।ତୀୟ ବିମ।ନ ବନ୍ଦରକୁ ବ୍ରିଟେନରୁ ଆସୁଥିବ। ସବୁ ବିମ।ନର ଅବତରଣ ନିଷିଦ୍ଧ କରାଯାଇଛି। ର।ଜ୍ୟ ସରକ।ରଙ୍କ ଦ୍ୱ।ର। ଜ।ରି ଆଦେଶ ଅନୁସ।ରେ ଜ।ନୁୟ।ରୀ ୩ ତ।ରିଖରୁ ଏହି କଟକଣ। ଲ।ଗୁ ହେବ।କୁ ଥିବ। ବେଳେ ମୁଖ୍ୟ ଶ।ସନ ସଚିବ ବି.ପି.ଗୋପ।ଲିକ। ଏ ନେଇ ବେସ।ମରିକ ବିମ।ନ ଚଳ।ଚଳ ମନ୍ତ୍ର।ଳୟଙ୍କ ସଚିବ ର।ଜୀବ […]
ସୁନା ମାସ୍କ
Published On
By Samaya Live
କୋଲକାତା: କରୋନା ଏବଂ ଅନ୍ୟାନ୍ୟ ରୋଗ ଭୟରୁ ମାସ୍କ ଏବେ ସାଧାରଣ ଜୀବନର ଦୈନିକ ଅବାଶ୍ୟକୀୟ ହୋଇଗଲାଣି । ମାସ୍କର ଚାହିଦା ଏବେ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି । ଚାହିଦାକୁ ଦେଖି ବ୍ୟବସାୟୀମାନେ ମଧ୍ୟ ବିଭିନ୍ନ ପ୍ରକାର ଡିଜାଇନ୍ ମାସ୍କ ବିକ୍ରି କରୁଛନ୍ତି । ଏହିପରିକି ନିଆରା ଶୈଳୀରେ ମାସ୍କ ତିଆରି କରି ବହୁ ଲୋକ ସୋସିଆଲ ମିଡିଆରେ ଫଟୋ ଭାଇରାଲ କରୁଛନ୍ତି । କିଏ ପତ୍ରରେ ମାସ୍କ କରି ପିନ୍ଧିଲାଣି ତ କିଏ ଅନ୍ୟ […]
କୋଲକାତା ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ପରଲୋକ
Published On
By Samaya Live
କୋଲକାତା: ନଭେମ୍ବର ୦୫: ବରିଷ୍ଠ ତୃଣମୂଳ କଂଗ୍ରେସ ନେତା ସୁବ୍ରତ ମୁଖାର୍ଜୀଙ୍କ ଗତକାଲି ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ନିଶ୍ୱାସ ନେବାରେ ତାଙ୍କୁ କଷ୍ଟ ହେଉଥିଲା । କୋଲାକାତାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସଧୀନ ଅବସ୍ଥାରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ସେ ରାଜ୍ୟର ପଞ୍ଚୟତ ମନ୍ତ୍ରୀ ଥିଲେ । ଏହାସହିତ ସେ ଅନ୍ୟ ୩ଟି ବିଭାଗର ଦାୟିତ୍ୱରେ ମଧ୍ୟ ଥିଲେ । […]

