RT-PCR test
ବିଶ୍ବ  ସ୍ୱାସ୍ଥ  ଦେଶ- ବିଦେଶ 

କୋଲକାତାକୁ ବ୍ରିଟେନରୁ ଆସୁଥିବ। ସବୁ ବିମ।ନ ଅବତରଣ ନିଷିଦ୍ଧ

କୋଲକାତାକୁ ବ୍ରିଟେନରୁ ଆସୁଥିବ। ସବୁ ବିମ।ନ ଅବତରଣ ନିଷିଦ୍ଧ କୋଲକ।ତ।: ଡିସେମ୍ବର ୩୧: ପଶ୍ଚିମବଙ୍ଗରେ ବଢୁଥିବ। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ର।ଜ୍ୟ ସରକ।ର କଡ଼। ପଦକ୍ଷେପ ନେଇଛନ୍ତି। ଏଥିରେ ନେତ।ଜୀ ସୁଭ।ଷଚନ୍ଦ୍ର ବୋଷ ଅନ୍ତର୍ଜ।ତୀୟ ବିମ।ନ ବନ୍ଦରକୁ ବ୍ରିଟେନରୁ ଆସୁଥିବ। ସବୁ ବିମ।ନର ଅବତରଣ ନିଷିଦ୍ଧ କରାଯାଇଛି। ର।ଜ୍ୟ ସରକ।ରଙ୍କ ଦ୍ୱ।ର। ଜ।ରି ଆଦେଶ ଅନୁସ।ରେ ଜ।ନୁୟ।ରୀ ୩ ତ।ରିଖରୁ ଏହି କଟକଣ। ଲ।ଗୁ ହେବ।କୁ ଥିବ। ବେଳେ ମୁଖ୍ୟ ଶ।ସନ ସଚିବ ବି.ପି.ଗୋପ।ଲିକ। ଏ ନେଇ ବେସ।ମରିକ ବିମ।ନ ଚଳ।ଚଳ ମନ୍ତ୍ର।ଳୟଙ୍କ ସଚିବ ର।ଜୀବ […]
Read More...

Advertisement