Manmohan Singh
ଦେଶ- ବିଦେଶ 

ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ମେମୋରିଆଲ ମୁ୍ୟଜିୟମ

ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ମେମୋରିଆଲ ମୁ୍ୟଜିୟମ ନୂଆଦିଲ୍ଲୀ: ଅପ୍ରେଲ ୧୪: ନେହେରୁଙ୍କ ସ୍ମୃତିରେ ନେହେରୁ ମେମୋରିଆଲ ମ୍ୟୁଜିୟମ ଓ ଲାଇବ୍ରେରୀ ନିର୍ମାଣ କରାଯାଇଛି । ଏହି ମ୍ୟୁଜିୟମଟି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଭୂମିକାକୁ ବଖାଣିବ ବୋଲି କହିଛନ୍ତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ।ପ୍ରଧାମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ମ୍ୟୁଜିୟମଟି ଦେଶର ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ଜନତାଙ୍କ ସମ୍ମୁଖରେ ଉପସ୍ଥାପନା କରିବ । ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ମୂଖ୍ୟ ଶାସନ ତଥା ୧୯୬୭ ମସିହାରେ ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ନୃପେନ୍ଦ୍ର ମିଶ୍ରା କହିଛନ୍ତି କି ଆଜିଠାରୁ ଏହି […]
Read More...
ରାଜନୀତି 

ତୈଳଦରକୁ ନେଇ କାଦୁଅ ଫିଙ୍ଗା ରାଜନୀତି: ଚିନ୍ତାରେ ଜନତା

ତୈଳଦରକୁ ନେଇ କାଦୁଅ ଫିଙ୍ଗା ରାଜନୀତି: ଚିନ୍ତାରେ ଜନତା ନୂଆଦିଲ୍ଲୀ: ମାର୍ଚ୍ଚ ୩୧: ଦେଶରେ ଏତେ ମାତ୍ରାରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ଆକାଶଛୁଆଁ ହୋଇଥିବାବେଳେ ଜନ ଅସନ୍ତୋଷ ବୃଦ୍ଧି ହେଉଛି। ମୂଲ୍ୟ ବୃଦ୍ଧିକୁ ନେଇ ଏଥର ବିରୋଧୀ ସଂସଦରେ ହଲାପଟା କରୁଥିବାର ନଜର ଆସିଛି। ଏଥିରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ କଂଗ୍ରେସ ସଂସଦରେ ସରକାରଙ୍କୁ ଘେରିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ବିରୋଧୀଙ୍କ ମୁଣ଼୍ଡରେ ଦୋଷ ଲଦିଛନ୍ତି। ଏଥିଲାଗି ୮ ବର୍ଷ ପୂର୍ବର କେନ୍ଦ୍ରରେ ୟୁପିଏ […]
Read More...
ରାଜନୀତି  ଦେଶ- ବିଦେଶ 

ବିଧାନସଭା ନିର୍ବାଚନ ପାଇଁ ସୋନିଆଙ୍କ ରଣନୀତି

ବିଧାନସଭା ନିର୍ବାଚନ ପାଇଁ ସୋନିଆଙ୍କ ରଣନୀତି ନୂଆଦିଲ୍ଲୀ: ଜାନୁଆରୀ ୨୭: ବିଧ।ନସଭ। ନିର୍ବ।ଚନ ପାଇଁ ଦେଶରେ ସରଗରମ ରହିଛି ମାହୋଲ। କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ହେବିେୱଟ ନେତା ଇସ୍ତଫ। ଦେଇ ଅନ୍ୟ ଦଳରେ ସ।ମିଲ ହେଉଛନ୍ତି । ଗତକ।ଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆର୍ପିଏନ୍ ସିଂହ କଂଗ୍ରେସ ଛ।ଡି ବିଜେପିରେ ସ।ମିଲ ହୋଇଛନ୍ତି । କଂଗ୍ରେସ ତ।ଙ୍କୁ ଚଳିତ ନିର୍ବ।ଚନରେ ଷ୍ଟ।ର ପ୍ରଚ।ରକ କରିଥିଲ। । ଏହ। ପରେ ମଧ୍ୟ ସେ ଦଳ ଛ।ଡି ବିଜେପିରେ ମିଶିଛନ୍ତି । ନିର୍ବ।ଚନୀ ରଣନୀତି […]
Read More...
ଦେଶ- ବିଦେଶ 

ହସ୍ପିଟାଲରୁ ଡିସଚାର୍ଜ ହେଲେ ମନମୋହନ ସିଂହ

ହସ୍ପିଟାଲରୁ ଡିସଚାର୍ଜ ହେଲେ ମନମୋହନ ସିଂହ Edited by Papu Mohanty ନୂଆଦିଲ୍ଲୀ : May 12: ଗତ ଦୁଇଦିନ ତଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ତେବେ ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ସଂପୂର୍ଣ୍ଣ ବିଶ୍ରାମ ନେବା ପାଇଁ ଡାକ୍ତରମାନେ ଶ୍ରୀ ସିଂହଙ୍କୁ ପରାମର୍ଶ ଦେଇଛନ୍ତି । ଏମ୍‌ସର କାଡିଓ ଥୋରାସିସ୍‌ ୱାର୍ଡରେ ମନମୋହନ ଚିକିତ୍ସିତ ହେଉଥିଲେ ।
Read More...

Advertisement