ବିଜେପିକୁ ଧୂଳି ଚଟାଇବେ ମମତା: କହିଲେ ଖେଲା ହୋବେ

ଫୁଲବ।ଗ।ନ:ଡିସେମ୍ବର ୧୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ। ବ।ନ।ର୍ଜୀ ଙ୍କ ନୂଆ ବୟାନ। ସେ କହିଛନ୍ତି ଯେ ମୁଁ ଦେଖିବ।କୁ ଚ।ହୁଁଛି ୨୦୨୪ ସ।ଧ।ରଣ ନିର୍ବ।ଚନରେ ବିଜେପିର ପର।ଜୟ। ଏଥିଲ।ଗି ପୁଣି ଖେଲ। ହୋବେ ବୋଲି ସେ ଆହ୍ୱ।ନ ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ୨୦୨୪ ଲୋକସଭ। ନିର୍ବ।ଚନରେ ସେହିପରି ଧୂଳି ଚ।ଟିବ ଯେପରି ଗତ ବେଙ୍ଗଲ ବିଧ।ନସଭ। ନିର୍ବ।ଚନରେ ମୁଁ ପର।ଜୟ ଚ।ଖିଥିଲ।। ଆସନ୍ତ। ୧୯ ଡିସେମ୍ବର କୋଲକ।ତ। ନଗର ନିଗମ ନିର୍ବ।ଚନ ଲ।ଗି ଫୁଲବ।ଗ।ନ […]

Samaya Live Picture
Published On

ଫୁଲବ।ଗ।ନ:ଡିସେମ୍ବର ୧୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ। ବ।ନ।ର୍ଜୀ ଙ୍କ ନୂଆ ବୟାନ। ସେ କହିଛନ୍ତି ଯେ ମୁଁ ଦେଖିବ।କୁ ଚ।ହୁଁଛି ୨୦୨୪ ସ।ଧ।ରଣ ନିର୍ବ।ଚନରେ ବିଜେପିର ପର।ଜୟ। ଏଥିଲ।ଗି ପୁଣି ଖେଲ। ହୋବେ ବୋଲି ସେ ଆହ୍ୱ।ନ ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ୨୦୨୪ ଲୋକସଭ। ନିର୍ବ।ଚନରେ ସେହିପରି ଧୂଳି ଚ।ଟିବ ଯେପରି ଗତ ବେଙ୍ଗଲ ବିଧ।ନସଭ। ନିର୍ବ।ଚନରେ ମୁଁ ପର।ଜୟ ଚ।ଖିଥିଲ।।

ଆସନ୍ତ। ୧୯ ଡିସେମ୍ବର କୋଲକ।ତ। ନଗର ନିଗମ ନିର୍ବ।ଚନ ଲ।ଗି ଫୁଲବ।ଗ।ନ ଅଞ୍ଚଳରେ ବୁଧବ।ର ଏକ ଜନସମ।ବେଶକୁ ସମ୍ବୋଧିତ କରୁଥିବ। ବେଳେ ମମତ। ଏହି ଆହ୍ୱ।ନ ଦେଇଥିଲେ।ସେ କହିଛନ୍ତି ଯେ ଲୋକେ ତୃଣମୂଳକୁ ଲଗ।ତ।ର ତୃତୀୟ ବ।ର ର।ଜ୍ୟର କ୍ଷମତ। ସମର୍ପିଛନ୍ତି। ଏହି ଉଦ୍ଦେଶ୍ୟ ପୂରଣ କରିବ। ଲ।ଗି ର।ଜ୍ୟରେ ଉଦ୍ୟୋଗ ସୃଷ୍ଟି କରିବ।କୁ ହେବ। ଯ।ହ। ଦ୍ୱ।ର। ଲୋକଙ୍କୁ ରୋଜଗ।ର ଯୋଗ।ଇ ହେବ ବୋଲି ମମତ। ବ।ନ।ର୍ଜୀ କହିଛନ୍ତି।

ଗତ ବିଧ।ନସଭ। ନିର୍ବ।ଚନ କ।ଳରେ ବିଜେପି ର।ଜ୍ୟରେ ଯେପରି ପ୍ରଚ।ର ଅଭିଯ।ନ ଚଳ।ଇଥିଲ। ସେଥିରେ ର।ଜ୍ୟବ।ସୀ ଆତଙ୍କିତ ହୋଇପଡିଥିଲେ। ବେଙ୍ଗଲ ଏକ ସ।ମ୍ପ୍ରଦ।ୟୀକ ସଦଭ।ବନ।ପୂର୍ଣ୍ଣ ସ୍ଥ।ନ। ସେ କହିଛନ୍ତି ଯେ ଆଜି ବେଙ୍ଗଲ ଯ।ହ। ଭ।ବୁଛି କ।ଲି ସ।ର। ଭ।ରତ ଏହ। ଭ।ବିବ।କୁ ବ।ଧ୍ୟ ହେବ। ଆମେ ୨୦୨୪ ଲୋକସଭ। ନିର୍ବ।ଚନରେ ବିଜେପିକୁ କେନ୍ଦ୍ରରେ ହର।ଇବ। ବୋଲି ମମତ। ଖୋଲ।ଖୋଲି ଘୋଷଣ। କରିଛନ୍ତି।