Trinamool Congress
ରାଜନୀତି  ଦେଶ- ବିଦେଶ 

ଜିତିଲା ମମତାଙ୍କ ଦଳ

ଜିତିଲା ମମତାଙ୍କ ଦଳ କୋଲକାତା: ମାର୍ଚ୍ଚ ୩: ତୃଣମୂଳ କଂଗ୍ରେସ ପାର୍ଟି ୨୦୨୨ ପୌର ନିର୍ବାଚନରେ ବାଜିମାତ କରିଛି। ରାଜ୍ୟର ୧୦୮ ନଗରପାଳିକା ମଧ୍ୟରୁ ୧୦୨ଟିରେ ଜିତାପଟ ହାସଲ କରିଛି। ଏଥିରୁ ୩୧ ନଗରପାଳିକାରେ କେହି ବିରୋଧୀ ମଧ୍ୟ ନାହାନ୍ତି। ଦଳର ଏପରି ଫଳାଫଳ ରାଜ୍ୟ ବିଧାନସଭା ନିର୍ବାଚନକୁ ବଳି ଯାଇଛି। ବିଜେପି ଆସନ ଗୁଡିକୁ ଟିଏମସି ପୌରନିର୍ବାଚନରେ ଚାଟିଯାଇଛି। ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀ ଦଳର ଏପରି ବିଜୟରେ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟବାସୀଙ୍କ […]
Read More...
ଦେଶ- ବିଦେଶ 

ବଙ୍ଗାଳ ବିଜେପିକୁ ଝଟକା: ବାବୁଲ ସୁପ୍ରିୟୋ କହିଲେ ପାଞ୍ଚ ବିଧାୟକ ଛାଡ଼ି ଟିଏମସିରେ ମିଶିବେ

ବଙ୍ଗାଳ ବିଜେପିକୁ ଝଟକା: ବାବୁଲ ସୁପ୍ରିୟୋ କହିଲେ ପାଞ୍ଚ ବିଧାୟକ ଛାଡ଼ି ଟିଏମସିରେ ମିଶିବେ କୋଲକାତା: ଡିସେମ୍ବର ୨୭: ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମସିର ନେତା ବାବୁଲ ସୁପ୍ରିୟୋ ବିଜେପିକୁ କଟାକ୍ଷ କରିଛନ୍ତି । ଏଥିସହିତ ବିଜେପିର ଆଉ ୫ ବିଧାୟକ ଖୁବଶୀଘ୍ର ଦଳ ଛାଡ଼ି ଟିଏମସିରେ ମିଶିବେ ପ୍ରକାଶ କରିଛନ୍ତି । ଏନେଇ ସେ ଟୁଇଟର ମାଧ୍ୟମରେ ସୂଚନା ଦେଇଛନ୍ତି । ୩ ମାସ ତଳେ ବାବୁଲ ବିଜେପି ଛାଡ଼ି ଟିଏମସିରେ ମିଶିଥିଲେ । ସେ କହିଛନ୍ତି, ବିଜେପିରେ ଏବେ ଗୋଟିଏ ପରେ ଗୋଟିଏ ୱିକେଟ ଝଡ଼ିବାରେ ଲାଗିଛି । ରବିବାର ଆଉ […]
Read More...
ରାଜନୀତି  ଦେଶ- ବିଦେଶ 

ବିଜେପିକୁ ଧୂଳି ଚଟାଇବେ ମମତା: କହିଲେ ଖେଲା ହୋବେ

ବିଜେପିକୁ ଧୂଳି ଚଟାଇବେ ମମତା: କହିଲେ ଖେଲା ହୋବେ ଫୁଲବ।ଗ।ନ:ଡିସେମ୍ବର ୧୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତ। ବ।ନ।ର୍ଜୀ ଙ୍କ ନୂଆ ବୟାନ। ସେ କହିଛନ୍ତି ଯେ ମୁଁ ଦେଖିବ।କୁ ଚ।ହୁଁଛି ୨୦୨୪ ସ।ଧ।ରଣ ନିର୍ବ।ଚନରେ ବିଜେପିର ପର।ଜୟ। ଏଥିଲ।ଗି ପୁଣି ଖେଲ। ହୋବେ ବୋଲି ସେ ଆହ୍ୱ।ନ ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ୨୦୨୪ ଲୋକସଭ। ନିର୍ବ।ଚନରେ ସେହିପରି ଧୂଳି ଚ।ଟିବ ଯେପରି ଗତ ବେଙ୍ଗଲ ବିଧ।ନସଭ। ନିର୍ବ।ଚନରେ ମୁଁ ପର।ଜୟ ଚ।ଖିଥିଲ।। ଆସନ୍ତ। ୧୯ ଡିସେମ୍ବର କୋଲକ।ତ। ନଗର ନିଗମ ନିର୍ବ।ଚନ ଲ।ଗି ଫୁଲବ।ଗ।ନ […]
Read More...

Advertisement