Narendra Modi
ରାଜନୀତି 

ମୌସୁମୀ ଅଧିବେଶନରେ ମୋଦିଙ୍କ ସମ୍ବୋଧନ

ମୌସୁମୀ ଅଧିବେଶନରେ ମୋଦିଙ୍କ ସମ୍ବୋଧନ ନୂଆଦିଲ୍ଲୀ: ଜୁଲାଇ ୧୮: ଆଜି ଲୋକସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବା ପରେ ବାଚସ୍ପତି ଓମ୍‌ ବିର୍ଲା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ସିନେkା ଆବେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଅପରାହ@ ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ । ସେପଟେ, ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଓ ବିତର୍କରେ ଅଂଶଗ୍ରହଣ କରି ଅଧିବେଶନକୁ ଯେତେ ପାରି ସେତେ ଅଧିକ ଫଳପ୍ରସୂ କରିବା ଲାଗି ଆଜି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ […]
Read More...
ଦେଶ- ବିଦେଶ 

ଚାକିରୀ କ୍ଷେତ୍ରରେ ହୋଇପାରେ ବଡ ଧରଣର ନିୟମ

ଚାକିରୀ କ୍ଷେତ୍ରରେ ହୋଇପାରେ ବଡ ଧରଣର ନିୟମ ନୂଆଦିଲ୍ଲୀ: ଜୁନ ୨୩: ଜୁଲାଇ ୧ ତାରିଖରୁ ମୋଦି ସରକାର ନେଇପାରନ୍ତି ଗୋଟେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । କାଯ୍ୟାଳୟର କାର୍ଯ୍ୟ ସମୟରେ ବଡ଼ ପରିବର୍ତ୍ତନ ନିଆଯାଇପାରେ । କର୍ମଚାରୀଙ୍କୁ କାର୍ଯ୍ୟାଳୟରେ ୮ରୁ ୯ ଘଣ୍ଟା ବଦଳରେ ୧୨ ଘଣ୍ଟା କାର୍ଯ୍ୟ କରିବାକୁ ପଡିବ । ଲେବର କୋଡ ନିୟମ ୧ ଜୁଲାଇରୁ ଲାଗୁ କରିବା ପାଇଁ କେନ୍ଦ୍ରର ମୋଦି ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏ ବାବଦରେ କୌଣସି ଅଧିକାରୀକ ସୂଚନା ଆସି ନାହିଁ । […]
Read More...
ରାଜନୀତି 

ରାଜନେତାଙ୍କୁ ବି ଲାଗିଛି ଅଗ୍ନିବୀର ନିଆଁ

ରାଜନେତାଙ୍କୁ ବି ଲାଗିଛି ଅଗ୍ନିବୀର ନିଆଁ ନୂଆଦିଲ୍ଲୀ:ଜୁନ ୧୮: ପ୍ରଧାନମନ୍ତ୍ରୀ ସେନା ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ଯୋଜନା ଅନୁସାରେ ଯୁବକଙ୍କୁ ସେନାରେ ୪ ବର୍ଷ ପ୍ରର୍ଯ୍ୟନ୍ତ ନିଯୁକ୍ତି ମିଳିବ । ପରେ ଏକ ନିଶ୍ଚିତ ପାଣ୍ଠି ପ୍ରଦାନ ପୂର୍ବକ ସେନାରୁ ସେମାନଙ୍କୁ ଅବସର ଦେଇ ଦିଆଯିବ ।ତେବେ ଏହି ଯୋଜନାକୁ ଏବେ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ରାଜନୈତିକ ଦଳମାନେ ମଧ୍ୟ ଯୁବକଙ୍କ ସମର୍ଥନରେ ବାହାରିଛନ୍ତି । ଏଥିରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ […]
Read More...
ରାଜନୀତି 

ସତ୍ୟେନ୍ଦ୍ର ଜୈନଙ୍କଠୁ କାଢି ନିଆଗଲା ସବୁ ମନ୍ତ୍ରାଳୟର ଦାୟିତ୍ୱ

ସତ୍ୟେନ୍ଦ୍ର ଜୈନଙ୍କଠୁ କାଢି ନିଆଗଲା ସବୁ ମନ୍ତ୍ରାଳୟର ଦାୟିତ୍ୱ ନୂଆଦିଲ୍ଲୀ: ଜୁନ ୪: ସତ୍ୟେନ୍ଦ୍ର ଜୈନଙ୍କ ଠାରୁ କାଢି ନିଆଗଲା ସବୁ ମନ୍ତ୍ରାଳୟର ଦାୟିତ୍ୱ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ ହେବା ପରେ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । ଆମଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରୀୱାଲ ଗୁରୁବାର ଏକ ଡିଜିଟାଲ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏଥିରେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ସତ୍ୟେନ୍ଦ୍ର ଜୈନଙ୍କୁ ସମର୍ଥନ କରାଯାଇଛି । ସେପଟେ ଜୈନଙ୍କ ମନ୍ତ୍ରାଳୟ ଦାୟିତ୍ୱ ଉପମୁଖ୍ୟମନ୍ତ୍ରୀ ମନିଷ ଶିସୋଦିଆଙ୍କୁ ନ୍ୟସ୍ତ […]
Read More...
ରାଜନୀତି  ଦେଶ- ବିଦେଶ 

ମୋଦୀ ଓ ଶାହାଙ୍କୁ ଭେଟିଲେ ନବୀନ

ମୋଦୀ ଓ ଶାହାଙ୍କୁ ଭେଟିଲେ ନବୀନ ନୂଆଦିଲ୍ଲୀ: ମଇ ୩୧: ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଦିଲ୍ଲୀ ଗସ୍ତକୁ ନେଇ ବିଭିନ୍ନ ମହଲରେ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ହେଲେ ଏନେଇ ବିଶେଷ ଆଲୋଚନା ହୋଇନଥିବା ସ୍ପଷ୍ଟ କରିଛନ୍ତି ନବୀନ । ତିନି ଦିନିଆ ଦିଲ୍ଲୀ ଗସ୍ତରେ ପହଞ୍ଚିବା ପରେ ଅପରାହ୍ନ ୪ଟା ୩୦ ମିନିଟରେ […]
Read More...
ଦେଶ- ବିଦେଶ 

ଦିଲ୍ଲୀ ମୁଣ୍ଡକାରେ ଭୟାବହ ଅଗ୍ନିକାଣ୍ଡ ୨୭ ମୃତ

ଦିଲ୍ଲୀ ମୁଣ୍ଡକାରେ ଭୟାବହ ଅଗ୍ନିକାଣ୍ଡ ୨୭ ମୃତ ଦିଲ୍ଲୀ: ମଇ ୧୪: ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ । ମୁଣ୍ଡକା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଥିବା ବେଳେ ୧୨ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ମୁଣ୍ଡକା ସ୍ଥିତ ଏକ ୪ ମହଲା କମର୍ସିଆଲ୍‌ କୋଠାରେ ଅଗ୍ନିକାଣ୍ଡ ଘଟିଥିଲା । ଘଟଣାରେ ୬୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଅନେକ ନିଖୋଜ ଅଛନ୍ତି । ନିଖୋଜ ହୋଇଥିବା ଅଧିକାଂଶ ଲୋକ ଏହି କୋଠାରେ କାମ […]
Read More...
ବିଶ୍ବ  ରାଜନୀତି 

ବ୍ରିଟେନ୍‌ ସଂସଦରେ ବୁଲଡୋଜର ପ୍ରସଙ୍ଗ

ବ୍ରିଟେନ୍‌ ସଂସଦରେ ବୁଲଡୋଜର ପ୍ରସଙ୍ଗ ନୂଆଦିଲ୍ଲୀ: ମଇ ୦୨: ଉତ୍ତର ପ୍ରଦେଶରେ ଅପରାଧୀଙ୍କ ବେଆଇନ ସଂପତ୍ତି ବିରୋଧରେ ବୁଲଡୋଜର ବ୍ୟବହାର ସ୍ଵର ଏବେ ବ୍ରିଟେନରେ ଗୁଞ୍ଜି ଉଠିଛି। ନର୍ଟିଂଘମ ଇଷ୍ଟରୁ ସାଂସଦ ସେଠାକାର ସଂସଦରେ ବୁଲଡୋଜର ପ୍ରସଙ୍ଗ ଉଠାଇ ଭାରତରେ ମୋଦୀ ସରକାର ମୁସଲମାନଙ୍କ ଘର ଏବଂ ଦୋକାନ ଭାଙ୍ଗିବା ପାଇଁ ଜେସିବି ମେସିନ ବ୍ୟବହାର କରୁଥିବା କହିଛନ୍ତି। ବ୍ରିଟେନ୍ ସାଂସଦଙ୍କ ଏହି ଟିପ୍ପଣୀ ଉପରେ କେନ୍ଦ୍ର ମନ୍ତ୍ରୀ କିରିଣ ରିଜିଜୁ ପାଲଟା ଜବାବ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ଟୁଇଟ୍ […]
Read More...
ବିଶ୍ବ  ଦେଶ- ବିଦେଶ 

ମୋଦିଙ୍କ ୩ ଦିନିଆ ୟୁରୋପ ଗସ୍ତ

ମୋଦିଙ୍କ ୩ ଦିନିଆ ୟୁରୋପ ଗସ୍ତ ନୂଆଦିଲ୍ଲୀ: ମଇ ୦୨: ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତିନି ଦିନିଆ ବିଦେଶ ଗସ୍ତର ପ୍ରଥମେ ସେ ଜର୍ମାନୀ ତା ପରେ ଡେନମାର୍କରେ ପହଞ୍ଚିବେ । ଶେଷରେ ସେ ଫ୍ରାନ୍ସ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ଚଳିତ ବର୍ଷର ପ୍ରଥମ ବିଦେଶ ଗସ୍ତ । ଏହି ଗସ୍ତବେଳେ ପ୍ରଧାନମନ୍ତ୍ରୀ ୮ ଜଣ ବିଦେଶୀ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାସହ କିଛି ଦ୍ୱିପାକ୍ଷିକ ଓ କେତେକ […]
Read More...
ଦେଶ- ବିଦେଶ 

ଜମ୍ମୁରେ ୨୦ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦି

ଜମ୍ମୁରେ ୨୦ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ମୋଦି ଖୁବଶୀଘ୍ର ନିଜର କାୟା ବଦଳିବାକୁ ଚାହୁଁଛି ଜାମ୍ମୁ ଓ କାଶ୍ମୀର । ଧାରା ୩୭୦ ଉଠିବା ପରେ ପ୍ରଥମ ଥର ପାଇଁ ଜମ୍ମୁକୁ ଗସ୍ତ କରି ପଞ୍ଚାୟତ ସ୍ତରୀୟ ପ୍ରତିନିଧି ଓ ସାଧାରଣ ଲୋକଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି । ଏଥିସହ ଘାଟିର ଯୁବବର୍ଗଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ସେମାନଙ୍କ ବାପା ଅଜାଙ୍କୁ ଯାହା ଭୋଗିବାକୁ ପଡ଼ିଲା, ସେମାନଙ୍କୁ ସେଦିନ ଦେଖିବାକୁ ପଡ଼ିବନି […]
Read More...
ବିଶ୍ବ  ଦେଶ- ବିଦେଶ 

ଡବ୍ଲଏଚଓ ମୂଖ୍ୟଙ୍କୁ ନୂଆ ନାଁ ଦେଲେ ମୋଦି

ଡବ୍ଲଏଚଓ ମୂଖ୍ୟଙ୍କୁ ନୂଆ ନାଁ ଦେଲେ ମୋଦି ନୂଆଦିଲ୍ଲୀ: ଅପ୍ରେଲ ୨୧: ମୋଦିଙ୍କ ନୂଆ କାରନାମା । ସବୁବେଳେ ଭାରତ ପ୍ରଧାନମନ୍ତ୍ରୀ ଏପରି କିଛି କରିଥାନ୍ତି ଯାହା ପାଇଁ ସେ ଚର୍ଚ୍ଚାରେ ରୁହନ୍ତି । ତେବେ ନିକଟରେ ସେ ପୁଣି ଏପରି କିଛି କରିଛନ୍ତି ଯାହାକୁ ନେଇ ସେ ଏବେ ପୁଣି ଚର୍ଚ୍ଚାରେ । ସେ ଏବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଧାନୋମଙ୍କୁ ନୂଆ ନାଁରେ ନାମିତ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ ଜନ୍ମସ୍ଥାନ ଗାନ୍ଧୀନଗରରେ ଆୟୋଜିତ ଗ୍ଲୋବାଲ୍ ଆୟୁଷ୍ ଆଣ୍ଡ ଇନୋଭେସନ୍ […]
Read More...
ରାଜନୀତି  ଦେଶ- ବିଦେଶ 

କୋଲକାତାରେ ବିଜେପି ଟିଏମସି ମୁହାଁମୁହିଁ

କୋଲକାତାରେ ବିଜେପି ଟିଏମସି ମୁହାଁମୁହିଁ କୋଲକାତା: ଅପ୍ରେଲ୧୨: ପୁଣି ବର୍ଷିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ଟିଏମସି ପ୍ରମୁଖ ମମତା ବାନାର୍ଜୀ । କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର କଥିତ ଦୁରୁପଯୋଗ ନେଇ କେନ୍ଦ୍ର ସରକାରଙ୍କୁ ସେ ଟାର୍ଗେଟ୍ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ମମତା କହିଛନ୍ତି, ହତ୍ୟାକୁ ନେଇ ଦିଲ୍ଲୀ, ୟୁପି, ରାଜସ୍ଥାନ, ଆସାମ ଏବଂ ବିହାରରେ କେତେ ସିବିଆଇ ତଦନ୍ତ ହୋଇଛି ? କେତେ ଜଣ ନେତାଙ୍କୁ ଗିରଫ କରାଯାଇଛି ? ସିବିଆଇ, ଇଡିର ବ୍ୟବହାର କରି ଆପଣ ଯେତେ ବି ଷଡଯନ୍ତ୍ର ରଚିଲେ […]
Read More...
ରାଜନୀତି  ଦେଶ- ବିଦେଶ 

ମୋଦିଙ୍କ ଉପରେ ସଙ୍ଗିନ୍‌ ଅଭିଯୋଗ ଆଣିଲେ ମାନ୍‌

ମୋଦିଙ୍କ ଉପରେ ସଙ୍ଗିନ୍‌ ଅଭିଯୋଗ ଆଣିଲେ ମାନ୍‌ ଚଣ୍ଡିଗଡ: ମାର୍ଚ୍ଚ ୦୨: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ। ପଠାନକୋଟ ଆକ୍ରମଣ ସମୟରେ ସେନା ପଠାଇବା ବଦଳରେ କେନ୍ଦ୍ର ସରକାର ପଞ୍ଜାବ ସରକାରଙ୍କଠୁ ୭.୫ କୋଟି ଟଙ୍କା ମାଗିଥିଲେ ବୋଲି ବିଧାନସଭାରେ ଅଭିଯୋଗ ଆଣିଲେ ମାନ। ସେ କହିଛନ୍ତି, ମୁଁ ଏବଂ ଆମ୍ ଆଦମୀ ପାର୍ଟିର ନେତା ସାଧୁ ସିଂହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ନିକଟକୁ ଯାଇଥିଲୁ। ପଠାନକୋଟ୍ ଆକ୍ରମଣ ପରେ ସେନା ପଠାଇବାକୁ କହିଥିଲୁ। […]
Read More...

Advertisement