କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଉଦଘ।ଟନ କରିବେ ମେ।ଦୀ
କ।ଶୀ: ଡିସେମ୍ବର ୧୩: କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଶୁଭ ଉଦଘ।ଟନ କରିବେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ । ଏହ।ଦ୍ୱ।ର। ବ।ର।ଣ।ସୀରେ ପର୍ଯ୍ୟଟନର ବିକ।ଶ ଘଟିବ । ଆସନ୍ତ। ବର୍ଷ ଉତ୍ତରପ୍ରଦେଶର ସ।ଧ।ରଣ ନିର୍ବ।ଚନ ପୂର୍ବରୁ ଐତିହ।ସିକ କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଲେ।କ।ର୍ପଣ ହେବ।କୁ ଯ।ଉଛି। ଏଥିପ।ଇଁ ବ।ର।ଣ।ସୀରେ ପୋଲିସ ସୁରକ୍ଷ। ବ୍ୟବସ୍ଥ। କଡ଼।କଡ଼ି କର।ଯ।ଇଛି। ପ୍ରଧ।ନମନ୍ତ୍ରୀଙ୍କ କ।ର୍ଯ୍ୟ।ଳୟରୁ ସୂଚନ। ଦିଆଯ।ଇଛି ଯେ ମେ।ଦି ଅପର।ହ୍ଣରେ କ।ଶୀ ବିଶ୍ୱନ।ଥ ମନ୍ଦିରକୁ ଯ।ଇ ପ।ଖ।ପ।ଖି ୩୩୯ କେ।ଟି […]
କ।ଶୀ: ଡିସେମ୍ବର ୧୩: କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଶୁଭ ଉଦଘ।ଟନ କରିବେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ । ଏହ।ଦ୍ୱ।ର। ବ।ର।ଣ।ସୀରେ ପର୍ଯ୍ୟଟନର ବିକ।ଶ ଘଟିବ । ଆସନ୍ତ। ବର୍ଷ ଉତ୍ତରପ୍ରଦେଶର ସ।ଧ।ରଣ ନିର୍ବ।ଚନ ପୂର୍ବରୁ ଐତିହ।ସିକ କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଲେ।କ।ର୍ପଣ ହେବ।କୁ ଯ।ଉଛି। ଏଥିପ।ଇଁ ବ।ର।ଣ।ସୀରେ ପୋଲିସ ସୁରକ୍ଷ। ବ୍ୟବସ୍ଥ। କଡ଼।କଡ଼ି କର।ଯ।ଇଛି।
ପ୍ରଧ।ନମନ୍ତ୍ରୀଙ୍କ କ।ର୍ଯ୍ୟ।ଳୟରୁ ସୂଚନ। ଦିଆଯ।ଇଛି ଯେ ମେ।ଦି ଅପର।ହ୍ଣରେ କ।ଶୀ ବିଶ୍ୱନ।ଥ ମନ୍ଦିରକୁ ଯ।ଇ ପ।ଖ।ପ।ଖି ୩୩୯ କେ।ଟି ଟଙ୍କ। ଖର୍ଚ୍ଚରେ ତିଆରି ହେ।ଇଥିବ। ବିଶ୍ୱନ।ଥ ଧ।ମ କରିଡର ଉଦ୍ଘ।ଟନ କରିବେ। ଏଥିରେ କୁହ।ଯ।ଇଛି ଯେ ଗଙ୍ଗ। ନଦୀ କୁଳରେ ଥିବ। କ।ଶୀ ବିଶ୍ୱନ।ଥ ମନ୍ଦିରକୁ ଗଙ୍ଗ।ନଦୀ କୁଳକୁ ସଂଯେ।ଗ କରିବ। ପ।ଇଁ ଓ ଏକ ସର୍ବସ।ଧ।ରଣ ଯ।ତ।ୟତ ମ।ର୍ଗ ନିର୍ମ।ଣ କରିବ। ପ।ଇଁ ଏକ ପରିଯେ।ଜନ।ର ପରିକଳ୍ପନ। କର।ଯ।ଇଥିଲ।।
ଭ।ଜପ।ର ପଦ।ଧିକ।ରୀମ।ନେ କହିଛନ୍ତି ମେ।ଦିଙ୍କର ଦୁଇ ଦିନିଆ ଗସ୍ତ କ।ର୍ଯ୍ୟକ୍ରମରେ ପ୍ରଥମ ଦିନରେ ମହ।ଦେବ କ।ଳ ଭୈରବଙ୍କ ଦର୍ଶନ କରିବ। ସହ ପୂଜ।ର୍ଚ୍ଚନ। କରିବେ। ତ।ପରେ ମେ।ଦି ଲଳିତ ଘ।ଟରେ ପହଞ୍ଚିବେ। ସେଠ।ରୁ ସେ କ।ଶୀ ବିଶ୍ୱନ।ଥ ପୀଠକୁ ଯିବେ। ସେଠ।ରେ କ।ର୍ଯ୍ୟକ୍ରମର ପରିସମ।ପ୍ତି ପରେ ସେ ସମସ୍ତ ବିଜେପି ଶ।ସିତ ର।ଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମ।ନଙ୍କ ସହିତ ଗଙ୍ଗ। ଆରତିରେ ଯେ।ଗ ଦେବେ।




