Uttar Pradesh
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ
Published On
By Samaya Live
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ପରଲୋକ । ଆଜି ସକାଳ ୮.୨୨ ରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସେ ନିଶ୍ୱାସ ପ୍ରଶ୍ୱାସ ରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଅଗଷ୍ଟ ୨୨ରେ ସେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କର ନିମ୍ନ ରକ୍ତଚାପ ତଥା […]
ଆରମ୍ଭ ହେଲା ୟୁପି ନିର୍ବାଚନ: କଡ଼ା ସୁରକ୍ଷାରେ ଭୋଟର ଦେଉଛନ୍ତି ଭୋଟ୍
Published On
By Samaya Live
ଲକ୍ଷ୍ନୌ: ଫେବୃଆରୀ ୧୦: ଉତ୍ତରପ୍ରଦେଶରେ ଚାଲିଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ରାଜ୍ୟର ୧୧ ଜିଲ୍ଲାର ୫୮ ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି । ଏଥିପାଇଁ ରାଜ୍ୟ ପ୍ରଶାସନ ପୂର୍ବରୁ ହିଁ କଡ଼ା ସୁରକ୍ଷାର ବ୍ୟବସ୍ଥା କରିଛି । ଗତକାଲି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିଲା । ନିର୍ବାଚନ କମିସନ୍ଙ୍କ ନିର୍ଦ୍ଦେଶାବଳି ଅନୁଯାୟୀ କ୍ରମେ ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏଁ […]
ଦିଲ୍ଲୀ ସମେତ 4 ରାଜ୍ୟରେ ଖୋଲିଲା ସ୍କୁଲ୍
Published On
By Samaya Live
ନୂଆଦିଲ୍ଲୀ: ଫେବୃଆରୀ ୦୭: ୯ ରୁ ୧୨ ଶ୍ରେଣୀ ପ।ଇଁ କ୍ଲ।ସ୍ ଆଜି ଦିଲ୍ଲୀ, ଉତ୍ତରପ୍ରଦେଶ, କେରଳ, ଓଡିଶ। ଏବଂ ବିହ।ରରେ ପୁନଃ ଆରମ୍ଭ ହୋଇଛି । ଦିଲ୍ଲୀରେ, ନର୍ସରୀରୁ ଅଷ୍ଟମ ଶ୍ରେଣୀ ପ।ଇଁ କ୍ଲ।ସ୍ ଫେବୃଆରୀ ୧୪ରୁ ଆରମ୍ଭ ହେବ । ଜ।ତୀୟ ର।ଜଧ।ନୀରେ ଛ।ତ୍ରମ।ନଙ୍କ ପ।ଇଁ ଅନଲ।ଇନ୍ କ୍ଲ।ସ୍ ମଧ୍ୟ ଜ।ରି ରହିବ ବୋଲି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଘୋଷଣ। କରିଛନ୍ତି। ଗତ ସପ୍ତ।ହରେ କେନ୍ଦ୍ର କହିଛି ଯେ ପଜିଟିଭିଟି ହ।ର ୦ […]
ଲଖିମପୁର ଖେରି ହିଂସ। ମ।ମଲ।ରେ ଚାର୍ଜସିଟ୍ ଦାଖଲ କରିଛି ପୁଲିସ୍
Published On
By Samaya Live
ଉତ୍ତରପ୍ରଦେଶ: ଜାନୁଆରୀ ୦୧: ଉତ୍ତରପ୍ରଦେଶ ପୁଲିସ ଲଖିମପୁର ଖେରି ହିଂସ। ମ।ମଲ।ରେ ୫୦୦୦ ପୃଷ୍ଠ।ର ଚ।ର୍ଜସିଟ୍ ଦ।ଖଲ କରିଛି। ଏହି ମ।ମଲ।ରେ ପୁଲିସ ଗୃହ ର।ଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର। ତେନିଙ୍କ ପୁତ୍ର ଆଶିଷଙ୍କୁ ମୁଖ୍ୟ ଅଭିଯୁକ୍ତ ବେ।ଲି ଉଲ୍ଲେଖ କରିଛି। ଆଜି ଦ।ଖଲ କରିଥିବ। ଚ।ର୍ଜସିଟ୍ରେ ପୁଲିସ କହିଛି ଯେ, ହିଂସ।କ।ଣ୍ଡ ଘଟଣ।ସ୍ଥଳରେ ଆଶିଷ ମିଶ୍ର। ଉପସ୍ଥିତ ଥିଲେ । ସୂଚନ। ଯେ ଲଖିମପୁର ଖେରି ହିଂସ।କ।ଣ୍ଡରେ ୮ ବ୍ୟକ୍ତି ପ୍ର।ଣ ହର।ଇଥିଲେ। ମୃତ ବ୍ୟକ୍ତିମ।ନଙ୍କ ମଧ୍ୟରେ […]
କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଉଦଘ।ଟନ କରିବେ ମେ।ଦୀ
Published On
By Samaya Live
କ।ଶୀ: ଡିସେମ୍ବର ୧୩: କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଶୁଭ ଉଦଘ।ଟନ କରିବେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ । ଏହ।ଦ୍ୱ।ର। ବ।ର।ଣ।ସୀରେ ପର୍ଯ୍ୟଟନର ବିକ।ଶ ଘଟିବ । ଆସନ୍ତ। ବର୍ଷ ଉତ୍ତରପ୍ରଦେଶର ସ।ଧ।ରଣ ନିର୍ବ।ଚନ ପୂର୍ବରୁ ଐତିହ।ସିକ କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଲେ।କ।ର୍ପଣ ହେବ।କୁ ଯ।ଉଛି। ଏଥିପ।ଇଁ ବ।ର।ଣ।ସୀରେ ପୋଲିସ ସୁରକ୍ଷ। ବ୍ୟବସ୍ଥ। କଡ଼।କଡ଼ି କର।ଯ।ଇଛି। ପ୍ରଧ।ନମନ୍ତ୍ରୀଙ୍କ କ।ର୍ଯ୍ୟ।ଳୟରୁ ସୂଚନ। ଦିଆଯ।ଇଛି ଯେ ମେ।ଦି ଅପର।ହ୍ଣରେ କ।ଶୀ ବିଶ୍ୱନ।ଥ ମନ୍ଦିରକୁ ଯ।ଇ ପ।ଖ।ପ।ଖି ୩୩୯ କେ।ଟି […]
ସଂସଦରେ ବିଜେପି ସାଂସଦଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସନ୍ତୋଷ: କହିଲେ ନିଜ ଭିତରେ ପରିବର୍ତ୍ତନ ଆଣ;ୁ ନଚେତ ଆମେ ତୁମକୁ ପରିବର୍ତ୍ତନ କରିବୁ
Published On
By Samaya Live
ଦିଲ୍ଲୀ: ଡିସେମ୍ବର ୦୭: ଆଜି ବିଜେପି ସଂସଦୀୟ ଶୀତକାଳୀନ ଅଧିବେଶନର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁପସ୍ଥିତ ସାଂସଦମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହିତ ସେ ଦଳୀୟ ବୈଠକରେ ଯୋଗ ଦେଇନଥିବା ନିଜ ଦଳର ସାଂସଦମାନଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି । ଅନୁପସ୍ଥିତ ସାଂସଦମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଛୋଟ ପିଲାଙ୍କ ଭଳି ଆପଣମାନଙ୍କୁ ବାରମ୍ବାର ଗୋଟିଏ କଥା କୁହାଯାଇପାରିବ ନାହିଁ । ଯଦି ଆପଣମାନେ ନିଜର ଅଭ୍ୟାସ ବଦଳାଇ ପାରୁ ନାହାଁନ୍ତି […]
ବିକୃ ହତ୍ୟା ଘଟଣା ରେ ସହିଦ ପୋଲିସ କର୍ମଚାରୀଙ୍କ ଝିଅ ପୋଲିସ ଚାକିରି ରେ ଯୋଗ ଦେଲେ
Published On
By Samaya Live
କାନପୁର (ଉତ୍ତରପ୍ରଦେଶ): ଜୁଲାଇ ୨୯ : ଗତ ବର୍ଷ ଜୁଲାଇରେ ନିହତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏବଂ ତାର ସହଯୋଗୀ ମାନେ କାନପୁର ର ଚୋୖବେପୁର ଅଂଚଳ ରେ ଥିବା ବିକୃ ଗାଁ ରେ ୮ ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲେ I ସେହି ୮ ଜଣ କର୍ମଚାରୀଙ୍କ ମଧ୍ୟରୁ ଦୁଇଜଣ ଙ୍କ ସମ୍ପର୍କୀୟ ଙ୍କୁ ପୋଲିସ ବିଭାଗ ରେ ଚାକିରୀ ଯୋଗାଇ ଦେଇଛି ଉତ୍ତରପ୍ରଦେଶ ପୋଲିସ I ସେହି ଘଟଣା ରେ ନିହତ ହେଇଥିବା […]

