Varanasi
ରାଜନୀତି  ଦେଶ- ବିଦେଶ 

କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଉଦଘ।ଟନ କରିବେ ମେ।ଦୀ

କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଉଦଘ।ଟନ କରିବେ ମେ।ଦୀ କ।ଶୀ: ଡିସେମ୍ବର ୧୩: କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଶୁଭ ଉଦଘ।ଟନ କରିବେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ । ଏହ।ଦ୍ୱ।ର। ବ।ର।ଣ।ସୀରେ ପର୍ଯ୍ୟଟନର ବିକ।ଶ ଘଟିବ । ଆସନ୍ତ। ବର୍ଷ ଉତ୍ତରପ୍ରଦେଶର ସ।ଧ।ରଣ ନିର୍ବ।ଚନ ପୂର୍ବରୁ ଐତିହ।ସିକ କ।ଶୀ ବିଶ୍ୱନ।ଥ ମନ୍ଦିର କରିଡର ଲେ।କ।ର୍ପଣ ହେବ।କୁ ଯ।ଉଛି। ଏଥିପ।ଇଁ ବ।ର।ଣ।ସୀରେ ପୋଲିସ ସୁରକ୍ଷ। ବ୍ୟବସ୍ଥ। କଡ଼।କଡ଼ି କର।ଯ।ଇଛି। ପ୍ରଧ।ନମନ୍ତ୍ରୀଙ୍କ କ।ର୍ଯ୍ୟ।ଳୟରୁ ସୂଚନ। ଦିଆଯ।ଇଛି ଯେ ମେ।ଦି ଅପର।ହ୍ଣରେ କ।ଶୀ ବିଶ୍ୱନ।ଥ ମନ୍ଦିରକୁ ଯ।ଇ ପ।ଖ।ପ।ଖି ୩୩୯ କେ।ଟି […]
Read More...
ମନୋରଞ୍ଜନ 

ଉସ୍ତାଦ ବିସ୍ମିଲ୍ଲା ଖାଁ ର ପୈତୃକ ଘର କୁ ନ ଭାଙ୍ଗି ସଂରକ୍ଷଣ କରିବା ପାଇଁ ଦାବି

ଉସ୍ତାଦ ବିସ୍ମିଲ୍ଲା ଖାଁ ର ପୈତୃକ ଘର କୁ ନ ଭାଙ୍ଗି ସଂରକ୍ଷଣ କରିବା ପାଇଁ ଦାବି ବାରାଣାସୀ, ଅଗଷ୍ଟ ୨୪: ପ୍ରଖ୍ୟାତ ସେହେନାଇ ବାଦକ ଉସ୍ତାଦ ବିସ୍ମିଲ୍ଲା ଖାଁ ର ପୈତୃକ ଘର ଭାଙ୍ଗି ଗୋଟିଏ କମରସିଆଲ କଂପ୍ଲେକ୍ସ କରାଯିବାର ନିଷ୍ପତ୍ତି ରେ ରୋକ ଲଗାଇଛି ବାରଣାସୀ ଡେଭେଲପମେଣ୍ଟ ଅଥରିଟି I ବାରଣାସୀ ଡେଭେଲପମେଣ୍ଟ ଅଥରିଟି ର କିଛି ଅଧିକାରୀ ଗତ ସପ୍ତାହ ରେ ଉସ୍ତାଦ ବିସ୍ମିଲ୍ଲା ଖାଁ ଙ୍କ ଏହି ଘର ଦେଖିବାକୁ ଯାଇଥିଲେ ଏବଂ ଜାଣିବାକୁ ପାଇଥିଲେ, ବ୍ୟବସାୟିକ ଲାଭ ପାଇଁ ପରିବାର ସଦସ୍ୟ ଘର ଭାଙ୍ଗିବା ଆରମ୍ଭ କରିଦେଇଥିଲେ I […]
Read More...

Advertisement