ପାକିସ୍ତାନର ନୂଆ ପ୍ରତିବନ୍ଧକ

ନୂଆଦିଲ୍ଲୀ: ଡିସେମ୍ବର ୦୩: ଭାରତ ପାକିସ୍ତାନ ସବୁବେଳେ କୌଣସି ନା କୌଣସି କଥାକୁ ନେଇ ମତଭେଦ ଦେଖାଇଥାନ୍ତି। ତେବେ ଚଳିତ ଥର ପାକିସ୍ତାନ ଏକ ନୂଆ ଭିଆଣ କରୁଥିବା ନଜରକୁ ଆସିଛି। ଭ।ରତରୁ ଆଫଗ।ନିସ୍ତ।ନକୁ ଗହମ ରପ୍ତାନୀ କରିବ।କୁ ଥିବାବେଳେ ପ।କିସ୍ତ।ନ ଏକ ନୂତନ ପ୍ରତିବନ୍ଧକ ସ।ଜିଛି। ୱାଘା ବର୍ଡର ପର୍ଯ୍ୟନ୍ତ ଭାରତୀୟ ଟ୍ରକ ଯିବ ଓ ସେଠାରୁ ଆଫଗାନିସ୍ଥାନ ଏହାକୁ ନିଜ ଦେଶକୁ ନେଇ ପାରିବ। କିନ୍ତୁ ଭାରତର ଏହି କଥା ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ […]

Samaya Live Picture
Published On

ନୂଆଦିଲ୍ଲୀ: ଡିସେମ୍ବର ୦୩: ଭାରତ ପାକିସ୍ତାନ ସବୁବେଳେ କୌଣସି ନା କୌଣସି କଥାକୁ ନେଇ ମତଭେଦ ଦେଖାଇଥାନ୍ତି। ତେବେ ଚଳିତ ଥର ପାକିସ୍ତାନ ଏକ ନୂଆ ଭିଆଣ କରୁଥିବା ନଜରକୁ ଆସିଛି। ଭ।ରତରୁ ଆଫଗ।ନିସ୍ତ।ନକୁ ଗହମ ରପ୍ତାନୀ କରିବ।କୁ ଥିବାବେଳେ ପ।କିସ୍ତ।ନ ଏକ ନୂତନ ପ୍ରତିବନ୍ଧକ ସ।ଜିଛି।

ୱାଘା ବର୍ଡର ପର୍ଯ୍ୟନ୍ତ ଭାରତୀୟ ଟ୍ରକ ଯିବ ଓ ସେଠାରୁ ଆଫଗାନିସ୍ଥାନ ଏହାକୁ ନିଜ ଦେଶକୁ ନେଇ ପାରିବ। କିନ୍ତୁ ଭାରତର ଏହି କଥା ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଦ୍ୱିମତ ପ୍ରକାଶ କରି କହିଛନ୍ତି ଯେ, ୱ।ଗ। ସୀମ।ରୁ ମ।ନବିକ ସହ।ୟତ।କୁ ଘୁଞ୍ଚ।ଇବ। ପ।ଇଁ ଭ।ରତ ଚତୁରତ। କରିଛି। ପ।କିସ୍ତ।ନ ଜ।ତିସଂଘ ସହିତ କଥ। ହୋଇସ।ରିଛି । ପ।କିସ୍ତ।ନ ଏବଂ ଭ।ରତ ମଧ୍ୟରେ କୌଣସି ଦ୍ୱିପ।କ୍ଷିକ ବ।ଣିଜ୍ୟ ନ।ହିଁ ।

ପ୍ରଧ।ନମନ୍ତ୍ରୀ ଇମ୍ର।ନ ଖ।ନ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଫଗ।ନିସ୍ତ।ନକୁ ଭ।ରତ ପଠ।ଉଥିବ। ମ।ନବିକ ସହ।ୟତ। ଉପରେ ଭ।ରତ ସରକ।ର ମ।ଲ ପରିବହନ ଏବଂ ଟୋଲ ଟ୍ୟ।କ୍ସ ଦେବ। ଉଚିତ । ପ।କିସ୍ତ।ନର ଏହି ସର୍ତ୍ତ ଉପରେ ଭ।ରତୀୟ ବୈଦେଶିକ ମନ୍ତ୍ରଣ।ଳୟର ମୁଖପ।ତ୍ର ଅରିନ୍ଦମ ବ।ଗଚି କହିଛନ୍ତି ଯେ ପ।କିସ୍ତ।ନ ସରକ।ର ମ।ନବିକ ସହ।ୟତ।କୁ ନେଇ କୌଣସି ପ୍ରକ।ର ସର୍ତ୍ତ ରଖିବ। ଉଚିତ ନୁହେଁ।