Pakistan
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଓଆଇସି ଉପରେ ବର୍ଷିଲା ଭାରତ
Published On
By Samaya Live
ନୂଆଦିଲ୍ଲୀ: ମଇ ୧୭: ଜମ୍ମୁ-କଶ୍ମୀରର ସୀମା ଅଭ୍ୟାସକୁ ନେଇ ଅବାଞ୍ଛିତ ମନ୍ତବ୍ୟ ଦେଇଥିବାରୁ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋପରେସନ୍କୁ ନିନ୍ଦା କରିଛି ଭାରତ । ଓଆଇସିର ଏହି ଟିªଣୀ ଉପରେ ଆଲୋଚନା କରି ଭାରତର ବେଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଓଆଇସି ସେକ୍ରେଟେରିଏଟ୍ ଅଯଥାରେ ପୁଣି ଥରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଉଛି । ସେ ଆହୁରି ବି କହିଛନ୍ତି ଯେ ପୂର୍ବ ପରି ଜମ୍ମୁ-କଶ୍ମୀର ଉପରେ ଦେଇଥିବା ଓଆଇସିର ଟିªଣୀକୁ […]
ପାକିସ୍ତାନରେ ଶିକ୍ଷା ନେଇ ଭାରତ ସରକାରଙ୍କ କଠୋର ବିଚାର
Published On
By Samaya Live
ନୂଆଦିଲ୍ଲୀ: ଅପ୍ରେଲ ୨୩: ପାକିସ୍ତାନ ପ୍ରତି କଡ଼ା ଚେତାବନୀ ଦେଲା ଭାରତ। ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଗଲେ ଭାରତରେ ମିଳିବନି ଉଚ୍ଚ ଶିକ୍ଷା ବା ଚାକିରି ସୁଯୋଗ । ଏନେଇ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି ମିଳିତ ଭାବେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସେହିପରି ଯେଉଁ ପ୍ରବାସୀ ଭାରତୀୟ ଓ ସେମାନଙ୍କର ପିଲାମାନେ ପାକିସ୍ତାନରେ ଉଚ୍ଚଶିକ୍ଷା ଡିଗ୍ରୀ ହାସଲ କରିଛନ୍ତି ଗୃହ ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ ସିକ୍ୟୁରିଟି କ୍ଲିୟରାନ୍ସ ମିଳିବା […]
ଭାରତର ପ୍ରଶଂସା ଗାଉଛନ୍ତି ପାକିସ୍ତାନ୍ ପ୍ରଧାନମନ୍ତ୍ରୀ
Published On
By Samaya Live
ଇସ୍ଲାମାବାଦ: ଅପ୍ରେଲ ୦୨: ପାକିସ୍ତାନରେ ଇମ୍ରାନ ସରକାର ଏବେ ସଙ୍କଟାପର୍ଣ । କିନ୍ତୁ ଏହାରି ଭିତରେ ସେ କିଛି ବୁଦ୍ଧିମାନର କଥା କହିଛନ୍ତି । ସେ କହିଛନ୍ତି ଗୋଟିଏ ଦିନରେ ପାକିସ୍ତାନ ସହ ସ୍ୱାଧୀନ ହୋଇଥିଲେ ବି ହିନ୍ଦୁସ୍ତାନ ଆଜି କେଉଁଠୁ କେଉଁଠିକୁ ପହଞ୍ଚିଛି, ତାହା ଗଣମାଧ୍ୟମରେ ସମୀକ୍ଷା କରିଛନ୍ତି ଇମ୍ରାନ। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପ୍ରଥମ ଥର ଏକ ଟେଲିଭିଜନ ସାକ୍ଷାତକାରରେ ଭାରତର ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ହିନ୍ଦୁସ୍ତାନର ବିଦେଶ […]
ପାକ୍-ଚୀନର ଗୁରୁତ୍ୱପୂର୍ଣ ବୈଠକ
Published On
By Samaya Live
ଚୀନ୍: ଫେବୃଆରୀ ୦୭: ଚୀନ୍ ରବିବ।ର ଦିନ ୬୦ ବିଲିୟନ ଆମେରିକୀୟ ଡଲ।ରର ସିପିଇସି ବିନିଯୋଗ କ।ର୍ଯ୍ୟକ୍ରମ ଅଧୀନରେ ପ।କିସ୍ତ।ନ ସହ ଘନିଷ୍ଠ ସହଯୋଗର ପ୍ରତିଶୃତି ଦେଇଛି । କ।ଶ୍ମୀର ସମସ୍ୟ।ର ସମ।ଧ।ନ କରିବ।କୁ ଆହ୍ୱାନ ମଧ୍ୟ ଦିଆଯାଇଛି। ଯେତେବେଳେ ପ୍ରଧ।ନମନ୍ତ୍ରୀ ଇମ୍ର।ନ ଖ।ନ ଚୀନ୍ର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନ। କରୁଛନ୍ତି ର।ଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଚୀନ୍ ତ।ଙ୍କର ଚ।ରି ଦିନିଆ ଗସ୍ତର ଶେଷ ଦିନରେ ଚୀନ୍-ପ।କିସ୍ଥ।ନ ଇକୋନୋମିକ୍ କରିଡରର ମନ୍ଥର ଗତି ଏବଂ […]
ପାକିସ୍ତାନର ନୂଆ ପ୍ରତିବନ୍ଧକ
Published On
By Samaya Live
ନୂଆଦିଲ୍ଲୀ: ଡିସେମ୍ବର ୦୩: ଭାରତ ପାକିସ୍ତାନ ସବୁବେଳେ କୌଣସି ନା କୌଣସି କଥାକୁ ନେଇ ମତଭେଦ ଦେଖାଇଥାନ୍ତି। ତେବେ ଚଳିତ ଥର ପାକିସ୍ତାନ ଏକ ନୂଆ ଭିଆଣ କରୁଥିବା ନଜରକୁ ଆସିଛି। ଭ।ରତରୁ ଆଫଗ।ନିସ୍ତ।ନକୁ ଗହମ ରପ୍ତାନୀ କରିବ।କୁ ଥିବାବେଳେ ପ।କିସ୍ତ।ନ ଏକ ନୂତନ ପ୍ରତିବନ୍ଧକ ସ।ଜିଛି। ୱାଘା ବର୍ଡର ପର୍ଯ୍ୟନ୍ତ ଭାରତୀୟ ଟ୍ରକ ଯିବ ଓ ସେଠାରୁ ଆଫଗାନିସ୍ଥାନ ଏହାକୁ ନିଜ ଦେଶକୁ ନେଇ ପାରିବ। କିନ୍ତୁ ଭାରତର ଏହି କଥା ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ […]
ନୂଆଦିଲ୍ଲୀରୁ କଡ଼ା ଧମକ; ଭାରତୀୟ ହାଇକମିଶନ କର୍ମଚାରୀଙ୍କୁ ଛାଡ଼ିଲା ପାକିସ୍ତାନ
Published On
By Samaya Live
ଭୁବନେଶ୍ୱର: ଜୁନ ୧୫:ଭାରତର କଡ଼ା ଧମକ ପରେ ପାକିସ୍ତାନ ମୁଣ୍ଡ ନୁଆଇଁଛି ପାକିସ୍ତାନ । ବାଧ୍ୟହୋଇ ଗିରଫ କରିଥିବା ଭାରତୀୟ ହାଇ କମିଶନର ଦୁଇ କର୍ମଚାରୀଙ୍କୁ ମୁକ୍ତ କରିଛି । ସେମାନଙ୍କ କାରକୁ ମଧ୍ୟ ଛାଡ଼ିଦେଇଛି ଇସ୍ଲାମାବାଦ ପୁଲିସ । ଏହା ପରେ ହାଇକମିଶନ ଅଧିକାରୀମାନେ ସେମାନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ସୋମବାର ସକାଳେ ଭାରତୀୟ ହାଇ କମିଶନର ଦୁଇ ଅଧିକାରୀ ବାହାରକୁ ଯାଇ ଆଉ ଫେରିନଥିଲେ । ପରେ ସେମାନଙ୍କୁ ଇସଲାମାବାଦ ପୁଲିସ […]

