india
ଦେଶ- ବିଦେଶ 

ଓଆଇସି ଉପରେ ବର୍ଷିଲା ଭାରତ

ଓଆଇସି ଉପରେ ବର୍ଷିଲା ଭାରତ ନୂଆଦିଲ୍ଲୀ: ମଇ ୧୭: ଜମ୍ମୁ-କଶ୍ମୀରର ସୀମା ଅଭ୍ୟାସକୁ ନେଇ ଅବାଞ୍ଛିତ ମନ୍ତବ୍ୟ ଦେଇଥିବାରୁ ଅର୍ଗାନାଇଜେସନ୍‌ ଅଫ୍‌ ଇସ୍ଲାମିକ୍‌ କୋପରେସନ୍‌କୁ ନିନ୍ଦା କରିଛି ଭାରତ । ଓଆଇସିର ଏହି ଟିªଣୀ ଉପରେ ଆଲୋଚନା କରି ଭାରତର ବେଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଓଆଇସି ସେକ୍ରେଟେରିଏଟ୍‌ ଅଯଥାରେ ପୁଣି ଥରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଉଛି । ସେ ଆହୁରି ବି କହିଛନ୍ତି ଯେ ପୂର୍ବ ପରି ଜମ୍ମୁ-କଶ୍ମୀର ଉପରେ ଦେଇଥିବା ଓଆଇସିର ଟିªଣୀକୁ […]
Read More...
ବିଶ୍ବ 

ଭାରତରେ ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା: କହିଲା ଡବ୍ଲଏଚଓ

ଭାରତରେ ସର୍ବାଧିକ କରୋନା ମୃତ୍ୟୁ ସଂଖ୍ୟା: କହିଲା ଡବ୍ଲଏଚଓ ନୂଆଦିଲ୍ଲୀ: ମଇ ୦୬: କରୋନା ମୃତ୍ୟୁ ହାରକୁ ନେଇ ଡବ୍ଲìଏଚଓର ବୟାନ । ଏହି ବୟାନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦାବି ଉପରେ ପ୍ରଶ୍ନ ଉଠାଇଛି ଭାରତ । କୋଭିଡ୍‌ ମତକଙ୍କ ସଂଖ୍ୟା ଆକଳନରେ ଭାରତ ଆଗୁଆ ଥିବା ନେଇ କହିଛି ଡବ୍ଲìଏଚଓ । ତେବେ ଏହି ଦାବିକୁ ଖଣ୍ଡନ କରିବା ସହ ଏହା ସଠିକ୍ ନୁହେଁ ବୋଲି ଭାରତ କହିଛି। ଏହାସହ ଡବ୍ଲìଏଚଓର ଡାଟା ସଂଗ୍ରହ ପ୍ରକ୍ରିୟାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଶ୍ନ […]
Read More...
ବିଶ୍ବ 

ପାକିସ୍ତାନରେ ଶିକ୍ଷା ନେଇ ଭାରତ ସରକାରଙ୍କ କଠୋର ବିଚାର

ପାକିସ୍ତାନରେ ଶିକ୍ଷା ନେଇ ଭାରତ ସରକାରଙ୍କ କଠୋର ବିଚାର ନୂଆଦିଲ୍ଲୀ: ଅପ୍ରେଲ ୨୩: ପାକିସ୍ତାନ ପ୍ରତି କଡ଼ା ଚେତାବନୀ ଦେଲା ଭାରତ। ଉଚ୍ଚଶିକ୍ଷା ପାଇଁ ପାକିସ୍ତାନ ନ ଗଲେ ଭାରତରେ ମିଳିବନି ଉଚ୍ଚ ଶିକ୍ଷା ବା ଚାକିରି ସୁଯୋଗ । ଏନେଇ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ ଓ ୟୁଜିସି ମିଳିତ ଭାବେ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସେହିପରି ଯେଉଁ ପ୍ରବାସୀ ଭାରତୀୟ ଓ ସେମାନଙ୍କର ପିଲାମାନେ ପାକିସ୍ତାନରେ ଉଚ୍ଚଶିକ୍ଷା ଡିଗ୍ରୀ ହାସଲ କରିଛନ୍ତି ଗୃହ ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ ସିକ୍ୟୁରିଟି କ୍ଲିୟରାନ୍ସ ମିଳିବା […]
Read More...
ବିଶ୍ବ 

ଇଟାଲି ଫେରିବ ଅଗଷ୍ଟା

ଇଟାଲି ଫେରିବ ଅଗଷ୍ଟା ନୂଆଦିଲ୍ଲୀ: ଅପ୍ରେଲ ୨୧: ଦୀର୍ଘ ୧୦ ବର୍ଷ ପରେ ନିଷ୍ପତ୍ତି ନେଲେ ସରକାର । ଇଟାଲି ଫେରିବ ୩ଟି ଅଗଷ୍ଟା ହେଲିକପ୍ଟର । ଏତେ ବର୍ଷ ଧରି ଦିଲ୍ଲୀ ପାଲାମ୍ ଏୟାରଫୋର୍ସ ଷ୍ଟେସନରେ ପଡ଼ି ରହିବା ପରେ ଏହାକୁ ଫେରାଇବା ପାଇଁ ସ୍ତିର କରାଯାଇଛି । କାରଣ ୧୦ ବର୍ଷ ଧରି ଉଡ଼ାଣ ବନ୍ଦ ଥିବାରୁ ଏବା ଏବେ ଆଉ ବ୍ୟବହାର ଉପଯୋଗି ହୋଇ ନାହିଁ। ୨୦୧୨ରେ ୩ଟି ହେଲିକପଟର ଭାରତରେ ପହଞ୍ଚିଥିଲେ ମଧ୍ୟ ଏହାକୁ ଭିଭିଆପିଙ୍କ […]
Read More...
ବିଶ୍ବ 

ଜାତିସଂଘରେ ବର୍ଷିଲେ ଜେଲେନସ୍କି

ଜାତିସଂଘରେ ବର୍ଷିଲେ ଜେଲେନସ୍କି କିବ୍: ଋଷର ଅମାନବୀୟ ମନୋଭାବକୁ ଜାତିସଂଘରେ ତୀବ୍ର ନିନ୍ଦା କଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଆଜି ଜାତିସଂଘ ନିରାପତ୍ତା ପରିଷଦରେ ଉଦ୍ବୋଧନ ଦେଇ ସେ କହିଛନ୍ତି ରୁଷ୍ ଆମକୁ ଚାକର ଭଳି ରଖିବାକୁ ଯୋଜନା କରିଛି ଏବଂ ଏଥିପାଇଁ ଅତ୍ୟନ୍ତ ଅମାନବୀୟ ଭାବେ ଆକ୍ରମଣ ଜାରି ରଖିଛି। ଏ ପର୍ଯ୍ୟନ୍ତ ଋଷ୍ ସେନାର ବର୍ବରତାରେ ବିଶ୍ୱ ସ୍ତବ୍ଧ ଥିବା ବେଳେ ଆଗକୁ ବିଭିନ୍ନ ସହରରେ ରୁଷ୍ ସେନା ଅଧିକ ବର୍ବରତାର ପ୍ରମାଣ ଦେବ। ରୁଷ୍ର ଏଭଳି […]
Read More...
ବିଶ୍ବ 

ଅଷ୍ଟ୍ରେଲିଆରୁ ସ୍ୱଦେଶ ଫେରିଲା ୨୯ଟି ପ୍ରାଚୀନ ମୂର୍ତ୍ତି

ଅଷ୍ଟ୍ରେଲିଆରୁ ସ୍ୱଦେଶ ଫେରିଲା ୨୯ଟି ପ୍ରାଚୀନ ମୂର୍ତ୍ତି ନୂଆଦିଲ୍ଲୀ: ମାର୍ଚ୍ଚ ୨୨: ପୂର୍ବରୁ ଭାରତ ବହୁ ଐତିହ ଓ ବିତ୍ତଶାଳୀ ରାଷ୍ଟ୍ର ଥିଲା । ତେବେ କାଳକ୍ରମେ ଯତ୍ନ ଅଭାବ ଓ ଇଂରେଜମାନଙ୍କ ଶାସନ ପାଇଁ ଆମ ଦେଶ ଅନେକ ସବୁ ସହିଛି । ଖାଲି ମାନସିକ ସ୍ତରରେ ନୁହେଁ ବରଂ ଅର୍ଥନୈତିକ ସ୍ତରରେ ମଧ୍ୟ ବହୁ କ୍ଷତି ସହିଛି ଭାରତ । ଆମ ଦେଶର ଅନେକ ସୁନ୍ଦର କାରୁକଳା, ମଣି ଓ ମୟୂର ସିଂହାସନ ଇତ୍ୟାଦି ଲୁଟି ନେଇଛନ୍ତି ବିଦେଶୀ । ତେବେ ଏହି […]
Read More...
ବିଶ୍ବ 

ଭାରତକୁ ଋଷର ତୈଳ ଡିସକାଉଣ୍ଟ ଅଫର୍‌

ଭାରତକୁ ଋଷର ତୈଳ ଡିସକାଉଣ୍ଟ ଅଫର୍‌ ନୂଆଦିଲ୍ଲୀ: ମାର୍ଚ୍ଚ ୧୦: ୟୁକ୍ରେନ୍ ଆକ୍ରମଣକୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶ ଋଷ୍ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇଛନ୍ତି । ଏପରିସ୍ଥିତିର ସାମ୍ନା କରୁଥିବା ଋଷିଆନ୍ ତୈଳ କମ୍ପାନୀ ଭାରତକୁ ତୈଳ ବିକ୍ରି ନେଇ ବଡ଼ ମାତ୍ରାରେ ଡିସ୍କାଉଣ୍ଟ ଦେବାକୁ ଅଫର୍ ଦେଉଛନ୍ତି । ଏକ ବାଣିଜ୍ୟ ପତ୍ରିକାର ରିପୋର୍ଟ ମୁତାବକ, ଋଷ୍ର ତେଲ କମ୍ପାନୀ ଭାରତକୁ ଅଶୋଧିତ ତୈଳର ଦାମ୍ ଠାରୁ ୨୫ରୁ ୨୭ ପ୍ରତିଶତ କମ୍ରେ ବିକ୍ରି କରିବାକୁ ଅଫର୍ ଦେଉଛନ୍ତି । […]
Read More...
ବିଶ୍ବ  ବାଣିଜ୍ୟ  ଦେଶ- ବିଦେଶ 

ଭାରତରୁ ଫିଲିପାଇନ୍ସକୁ ରପ୍ତାନୀ ହେବ ବ୍ରହ୍ମୋସ୍‌

ଭାରତରୁ ଫିଲିପାଇନ୍ସକୁ ରପ୍ତାନୀ ହେବ ବ୍ରହ୍ମୋସ୍‌ ନୂଆଦିଲ୍ଲୀ: ଜାନୁଆରୀ ୧୫: ଭ।ରତର ପ୍ରତିରକ୍ଷ। ରପ୍ତ।ନି ଯୋଜନ।ରେ ଫିଲିପ।ଇନ୍ସ ଏହ।ର ନୌସେନା ପ।ଇଁ ଏକ ମିସ।ଇଲ୍ ସିଷ୍ଟମ୍ ଯୋଗ।ଇବ। ପ।ଇଁ ୩୭୪.୯ ମିଲିୟନ୍ ଡଲ।ରର ଭ।ରତୀୟ ବ୍ରହ୍ମୋସ୍ ଏରୋସ୍ପେସ୍ ଲିମିଟେଡ୍ ପ୍ରସ୍ତ।ବକୁ ଗ୍ରହଣ କରିଛି। ଗତ ବର୍ଷ ଉଭୟ ପକ୍ଷ ଏକ ପ୍ରତିରକ୍ଷ। ବ୍ୟବସ୍ଥ। ସ୍ୱ।କ୍ଷର କରିଥିଲେ ଯ।ହ। ଭ।ରତରୁ ମ।ନିଲ।କୁ ପ୍ରତିରକ୍ଷ। ଉପକରଣ ରପ୍ତ।ନି କରିବ।ରେ ସକ୍ଷମ ହେବ। ଭିଏତନ।ମ ଏବଂ ଇଣ୍ଡୋନେସିଆ ସମେତ ଦକ୍ଷିଣ ପୂର୍ବ ଏସିଆର ଅନ୍ୟ ଦେଶମ।ନେ ମଧ୍ୟ ସେମ।ନଙ୍କର […]
Read More...
ଦେଶ- ବିଦେଶ  ଓଡ଼ିଶା 

ସଫଳ ହେଲା ପ୍ରଳୟର ଦ୍ୱିତୀୟ ପରୀକ୍ଷଣ

ସଫଳ ହେଲା ପ୍ରଳୟର ଦ୍ୱିତୀୟ ପରୀକ୍ଷଣ ବ।ଲେଶ୍ୱର: ଡିସେମ୍ବର ୨୩: ଦ୍ୱିତୀୟ ଦିନରେ ହୋଇଛି ପ୍ରଳୟର ସଫଳ ପରୀକ୍ଷଣ । ଭଦ୍ରକ ଜିଲ୍ଲ। ଧ।ମର। ନିକଟ ଅବ୍ଦୁଲ କଲ।ମ୍ ଦ୍ୱୀପରୁ ପ୍ରଳୟର ପୁନର୍ବ।ର ପରୀକ୍ଷଣ ହୋଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କର।ଯ।ଇପ।ରୁଥିବ। ସ୍ୱଳ୍ପ ଦୂରଗ।ମୀ କ୍ଷେପଣ।ସ୍ତ୍ର ପ୍ରଳୟର ସଫଳ ପରୀକ୍ଷଣ ହୋଇଛି । ଭଦ୍ରକ ଜିଲ୍ଲ। ଧ।ମର। ନିକଟ ଅବଦୁଲ କ।ଲ।ମ ଦ୍ୱୀପରୁ ଆଜି ସକ।ଳ ୯ଟ। ୩୦ ମିନିଟ ସମୟରେ ଏହ।ର ଉତକ୍ଷେପଣ କର।ଯ।ଇଥିଲ। । ତେବେ ପ୍ରଥମେ ବୁଧବ।ର ଦିନ […]
Read More...
ଜିଲ୍ଲା  ଦେଶ- ବିଦେଶ 

୨ ଦିନିଆ ବ୍ୟ।ଙ୍କ ଧର୍ମଘଟ

୨ ଦିନିଆ ବ୍ୟ।ଙ୍କ ଧର୍ମଘଟ ଭୁବନେଶ୍ୱର:ଡିସେମ୍ବର ୧୬: ୨ ଦିନିଆ ବ୍ୟ।ଙ୍କ ଧର୍ମଘଟ । ସରକ।ରଙ୍କ ବ୍ୟ।ଙ୍କ ଘରୋଇକରଣ ବିରୋଧରେ ବ୍ୟ।ଙ୍କ ୟୁନିଅନ ଦୁଇଦିନିଆ ଧର୍ମଘଟ ଘୋଷଣ। କରିଛନ୍ତି । ଏହି ଧର୍ମଘଟ ଦ୍ବ।ର। ଆଜି ଓ କ।ଲି ବ୍ୟ।ଙ୍କ ସେବ। ପ୍ରଭ।ବିତ ହେବ । ତେବେ ଆସନ୍ତ। ଶନିବ।ର ମ।ସର ୩ୟ ଶନିବ।ର ହୋଇଥିବ।ରୁ ବ୍ୟ।ଙ୍କଗୁଡ଼ିକ ଖୋଲ। ରହିପ।ରେ । କିନ୍ତୁ କେତେକ ର।ଜ୍ୟରେ ସ୍ଥ।ନୀୟ ଛୁଟି ଯୋଗୁଁ ବ୍ୟ।ଙ୍କଗୁଡ଼ିକ ଶନିବ।ର ବି ବନ୍ଦ ରହିବ । ତ।ହ।ର ପରଦିନ ରବିବ।ର […]
Read More...
ରାଜନୀତି  ବାଣିଜ୍ୟ  ଦେଶ- ବିଦେଶ 

ପାକିସ୍ତାନର ନୂଆ ପ୍ରତିବନ୍ଧକ

ପାକିସ୍ତାନର ନୂଆ ପ୍ରତିବନ୍ଧକ ନୂଆଦିଲ୍ଲୀ: ଡିସେମ୍ବର ୦୩: ଭାରତ ପାକିସ୍ତାନ ସବୁବେଳେ କୌଣସି ନା କୌଣସି କଥାକୁ ନେଇ ମତଭେଦ ଦେଖାଇଥାନ୍ତି। ତେବେ ଚଳିତ ଥର ପାକିସ୍ତାନ ଏକ ନୂଆ ଭିଆଣ କରୁଥିବା ନଜରକୁ ଆସିଛି। ଭ।ରତରୁ ଆଫଗ।ନିସ୍ତ।ନକୁ ଗହମ ରପ୍ତାନୀ କରିବ।କୁ ଥିବାବେଳେ ପ।କିସ୍ତ।ନ ଏକ ନୂତନ ପ୍ରତିବନ୍ଧକ ସ।ଜିଛି। ୱାଘା ବର୍ଡର ପର୍ଯ୍ୟନ୍ତ ଭାରତୀୟ ଟ୍ରକ ଯିବ ଓ ସେଠାରୁ ଆଫଗାନିସ୍ଥାନ ଏହାକୁ ନିଜ ଦେଶକୁ ନେଇ ପାରିବ। କିନ୍ତୁ ଭାରତର ଏହି କଥା ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ […]
Read More...
ବିଶ୍ବ 

ଜଳବାୟୁ ପରିବର୍ତ୍ତନ ପ୍ରତି ଭାରତ ଓ ପାକିସ୍ତାନ ଅତ୍ୟଧିକ ସମ୍ବେଦନଶୀଳ ରାଷ୍ଟ୍ର: ଆମେରିକୀୟ ରିପୋର୍ଟ

ଜଳବାୟୁ ପରିବର୍ତ୍ତନ ପ୍ରତି ଭାରତ ଓ ପାକିସ୍ତାନ ଅତ୍ୟଧିକ ସମ୍ବେଦନଶୀଳ ରାଷ୍ଟ୍ର: ଆମେରିକୀୟ ରିପୋର୍ଟ ନୂଆଦିଲ୍ଲୀ: ଅକ୍‌ଟୋବର ୨୮: ଭାରତରେ ସଂପ୍ରତି ପାଗ ପରିସ୍ଥିତି ଅପ୍ରତ୍ୟାଶିତ ଭାବରେ ଭୟାନକ ରୂପ ଧାରଣ କରୁଥିବା ପରିପ୍ରେକ୍ଷୀରେ ଜଳବାୟୁ ସମ୍ପର୍କରେ ଆମେରିକା ପକ୍ଷରୁ ସଦ୍ୟ ପ୍ରସ୍ତୁତ ଏକ ରିପୋର୍ଟରେ ଭାରତ ଓ ପାକିସ୍ତାନ ସମେତ ବିଶ୍ୱର ୧୧ଟି ରାଷ୍ଟ୍ର ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ଅତ୍ୟନ୍ତ ସମ୍ବେଦନଶୀଳ ପାଲଟିଥିବା ଦର୍ଶାଇଛି । ଆମେରିକାର ନ୍ୟାସନାଲ ଏଷ୍ଟିମେଟ ଅନ କ୍ଲାଇମେଟ ଚେଞ୍ଜ ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱ ସ୍ତରରେ ତାପମାତ୍ରା ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ଭାରତ ଓ […]
Read More...

Advertisement