arindam bagchi
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଓଆଇସି ଉପରେ ବର୍ଷିଲା ଭାରତ
Published On
By Samaya Live
ନୂଆଦିଲ୍ଲୀ: ମଇ ୧୭: ଜମ୍ମୁ-କଶ୍ମୀରର ସୀମା ଅଭ୍ୟାସକୁ ନେଇ ଅବାଞ୍ଛିତ ମନ୍ତବ୍ୟ ଦେଇଥିବାରୁ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ୍ କୋପରେସନ୍କୁ ନିନ୍ଦା କରିଛି ଭାରତ । ଓଆଇସିର ଏହି ଟିªଣୀ ଉପରେ ଆଲୋଚନା କରି ଭାରତର ବେଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଓଆଇସି ସେକ୍ରେଟେରିଏଟ୍ ଅଯଥାରେ ପୁଣି ଥରେ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଉଛି । ସେ ଆହୁରି ବି କହିଛନ୍ତି ଯେ ପୂର୍ବ ପରି ଜମ୍ମୁ-କଶ୍ମୀର ଉପରେ ଦେଇଥିବା ଓଆଇସିର ଟିªଣୀକୁ […]
ପାକିସ୍ତାନର ନୂଆ ପ୍ରତିବନ୍ଧକ
Published On
By Samaya Live
ନୂଆଦିଲ୍ଲୀ: ଡିସେମ୍ବର ୦୩: ଭାରତ ପାକିସ୍ତାନ ସବୁବେଳେ କୌଣସି ନା କୌଣସି କଥାକୁ ନେଇ ମତଭେଦ ଦେଖାଇଥାନ୍ତି। ତେବେ ଚଳିତ ଥର ପାକିସ୍ତାନ ଏକ ନୂଆ ଭିଆଣ କରୁଥିବା ନଜରକୁ ଆସିଛି। ଭ।ରତରୁ ଆଫଗ।ନିସ୍ତ।ନକୁ ଗହମ ରପ୍ତାନୀ କରିବ।କୁ ଥିବାବେଳେ ପ।କିସ୍ତ।ନ ଏକ ନୂତନ ପ୍ରତିବନ୍ଧକ ସ।ଜିଛି। ୱାଘା ବର୍ଡର ପର୍ଯ୍ୟନ୍ତ ଭାରତୀୟ ଟ୍ରକ ଯିବ ଓ ସେଠାରୁ ଆଫଗାନିସ୍ଥାନ ଏହାକୁ ନିଜ ଦେଶକୁ ନେଇ ପାରିବ। କିନ୍ତୁ ଭାରତର ଏହି କଥା ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ […]

