priyanka Gandhi
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ରାଜନେତାଙ୍କୁ ବି ଲାଗିଛି ଅଗ୍ନିବୀର ନିଆଁ
Published On
By Samaya Live
ନୂଆଦିଲ୍ଲୀ:ଜୁନ ୧୮: ପ୍ରଧାନମନ୍ତ୍ରୀ ସେନା ନିଯୁକ୍ତିରେ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ଯୋଜନା ଅନୁସାରେ ଯୁବକଙ୍କୁ ସେନାରେ ୪ ବର୍ଷ ପ୍ରର୍ଯ୍ୟନ୍ତ ନିଯୁକ୍ତି ମିଳିବ । ପରେ ଏକ ନିଶ୍ଚିତ ପାଣ୍ଠି ପ୍ରଦାନ ପୂର୍ବକ ସେନାରୁ ସେମାନଙ୍କୁ ଅବସର ଦେଇ ଦିଆଯିବ ।ତେବେ ଏହି ଯୋଜନାକୁ ଏବେ ସାରା ଦେଶରେ ବିରୋଧ କରାଯାଉଥିବା ବେଳେ ରାଜନୈତିକ ଦଳମାନେ ମଧ୍ୟ ଯୁବକଙ୍କ ସମର୍ଥନରେ ବାହାରିଛନ୍ତି । ଏଥିରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ […]
ପୁଣି କଂଗ୍ରେସକୁ ଫେରୁଛନ୍ତି ସୁନୀଲ ଶାସ୍ତ୍ରୀ!
Published On
By Samaya Live
ନୂଆଦିଲ୍ଲୀ:ଡିସେମ୍ବର ୩୦: କଂଗ୍ରେସ ସ।ଧ।ରଣ ସମ୍ପ।ଦକ ପ୍ରିୟଙ୍କ। ଗ।ନ୍ଧିଙ୍କୁ ଭେଟିଲେ ପୂର୍ବତନ ପ୍ରଧ।ନମନ୍ତ୍ରୀ ଲ।ଲବ।ହ।ଦୂର ଶ।ସ୍ତ୍ରୀଙ୍କ ପୁଅ ସୁନୀଲ ଶ।ସ୍ତ୍ରୀ । ସୁନୀଲ ଶ।ସ୍ତ୍ରୀଙ୍କ ସହ ପ୍ରିୟଙ୍କ। ତ।ଙ୍କ ଫଟୋ ଟ୍ୱିଟରରେ ସେୟ।ର କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଆମେ ଜିତିବ। ଲ।ଗି ଏକ।ଠି ଲଢିବୁ ଓ ସୁନୀଲ ଶ।ସ୍ତ୍ରୀଙ୍କ କଂଗ୍ରେସ ପ୍ରତ୍ୟ।ବର୍ତ୍ତନ ନେଇ ସ୍ପଷ୍ଟ ସୂଚନ। ମଧ୍ୟ ଦେଇଛନ୍ତି। ତେବେ ସୁନୀଲଙ୍କ ବିଜେପିରୁ ଯାଇ କଂଗ୍ରେସରେ ମିଶିବା ପରେ କଂଗ୍ରେସକୁ ମିର୍ଜ।ପୁର ଆସନରେ ଦଳର ଚେହେର। […]
ୟୁପି କଂଗ୍ରେସରେ ମହିଳାଙ୍କୁ ୪୦ ପ୍ରତିଶତ ଟିକେଟ: ପ୍ରିୟଙ୍କା
Published On
By Samaya Live
ଉତ୍ତରପ୍ରଦେଶ: ଆଗକୁ ଆସୁଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସ ୟୁପିରେ ମହିଳା କାର୍ଡ ଖୋଲି ଦେଇଛି । ମହିଳାଙ୍କୁ ଅସ୍ତ୍ର ଭାବେ ବ୍ୟବହାର କରି ବିଧାନସଭା ନିର୍ବାଚନକୁ ଜିତିବାକୁ ଚାହିଁଛି କଂଗ୍ରେସ । କଂଗ୍ରେସ ପକ୍ଷରୁ ଟିକେଟ ପ୍ରଦାନ ବେଳେ ମହିଳାଙ୍କ ପାଇଁ ୪୦% ଆସନ ସଂରକ୍ଷିତ କରାଯିବ ବୋଲି ଆଜି କଂଗ୍ରେସର ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏପରି ଘୋଷଣା କରିଛନ୍ତି । କୌଣସି ପରିସ୍ଥିତିରେ ଦଳର ପୂର୍ବ […]
ପ୍ରିୟଙ୍କା ଗାନ୍ଧୀ ଗିରଫ
Published On
By Samaya Live
ଉତ୍ତରପ୍ରଦେଶ: କଂଗ୍ରେରର ସାଧାରଣ ସମ୍ବାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ସୀତାପୁରରୁ ଉତ୍ତରପ୍ରଦେଶ ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ତାଙ୍କୁ ସୀତାପୁର ପିଏସି ଗେଷ୍ଟ ହାଉସ୍ରେ ରଖିଛି । ଭୋର୍ ପ୍ରାୟ ସାଢ଼େ ୪ଟାରୁ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲଣ କରାଯାଇ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ପି. ଚିତାମ୍ବରମ୍ ସୂଚନା ଦେଇଛନ୍ତି । ତେବେ ପ୍ରିୟଙ୍କା ବିରୋଧରେ ଧାରା ୧୫୧, ୧୦୭ ଏବଂ ୧୧୬ ଅନୁସାରେ […]
ଲକ୍ଷ୍ମୀପୁର ହିଂସାକାଣ୍ଡ: ପୋଲିସ ହେପାଜତରେ ଆମରଣ ଅନଶନ କଲେ ପ୍ରିୟଙ୍କା ଗାନ୍ଧୀ
Published On
By Samaya Live
ଉତ୍ତରପ୍ରଦେଶ: ଅକ୍ଟୋବର ୦୪: ଲକ୍ଷ୍ମୀପୁର ହିଂସାକାଣ୍ଡରେ ମୃତ ଚାଷୀଙ୍କ ପରିବାରଙ୍କୁ ଭେଟିବାକୁ ଯାଇଥିବା କଂଗ୍ରେସର ବରିଷ୍ଠ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସ ସୀତାପୁର ସ୍ଥିତ ଏକ ଗେଷ୍ଟହାଉସ୍ରେ ହେପାଜତରେ ରଖିଛି । ତେବେ ଏହାରି ଭିତରେ ପ୍ରିୟଙ୍କା ପ୍ରତିବାଦ ସ୍ୱରୂପ ପ୍ରଥମେ ଗେଷ୍ଟ ହାଉସରେ ଝାଡୁ ମାରିଥିଲେ । ଏହାର ଏକ ଭିଡିଓ ଟୁଇଟର୍ରେ ଭାଇରାଲ ହେବା ପରେ ପ୍ରିୟଙ୍କା ଚାଷୀଙ୍କୁ ଭେଟିବା ପାଇଁ ଆଉ ଏକ ନୀତି ଆପଣେଇଛନ୍ତି । ପୋଲିସ ହେପାଜତରେ ଥାଇ […]

