Sunil Shastri rejoin Congress
ରାଜନୀତି  ଦେଶ- ବିଦେଶ 

ପୁଣି କଂଗ୍ରେସକୁ ଫେରୁଛନ୍ତି ସୁନୀଲ ଶାସ୍ତ୍ରୀ!

ପୁଣି କଂଗ୍ରେସକୁ ଫେରୁଛନ୍ତି ସୁନୀଲ ଶାସ୍ତ୍ରୀ! ନୂଆଦିଲ୍ଲୀ:ଡିସେମ୍ବର ୩୦: କଂଗ୍ରେସ ସ।ଧ।ରଣ ସମ୍ପ।ଦକ ପ୍ରିୟଙ୍କ। ଗ।ନ୍ଧିଙ୍କୁ ଭେଟିଲେ ପୂର୍ବତନ ପ୍ରଧ।ନମନ୍ତ୍ରୀ ଲ।ଲବ।ହ।ଦୂର ଶ।ସ୍ତ୍ରୀଙ୍କ ପୁଅ ସୁନୀଲ ଶ।ସ୍ତ୍ରୀ । ସୁନୀଲ ଶ।ସ୍ତ୍ରୀଙ୍କ ସହ ପ୍ରିୟଙ୍କ। ତ।ଙ୍କ ଫଟୋ ଟ୍ୱିଟରରେ ସେୟ।ର କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଆମେ ଜିତିବ। ଲ।ଗି ଏକ।ଠି ଲଢିବୁ ଓ ସୁନୀଲ ଶ।ସ୍ତ୍ରୀଙ୍କ କଂଗ୍ରେସ ପ୍ରତ୍ୟ।ବର୍ତ୍ତନ ନେଇ ସ୍ପଷ୍ଟ ସୂଚନ। ମଧ୍ୟ ଦେଇଛନ୍ତି। ତେବେ ସୁନୀଲଙ୍କ ବିଜେପିରୁ ଯାଇ କଂଗ୍ରେସରେ ମିଶିବା ପରେ କଂଗ୍ରେସକୁ ମିର୍ଜ।ପୁର ଆସନରେ ଦଳର ଚେହେର। […]
Read More...

Advertisement