HOCKEY MEN'S WORLD CUP NEWS
ଖେଳ 

ହକି ବିଶ୍ୱକପ ୨୦୨୩ : ୮ ଖେଳାଳିଙ୍କ ଉପରେ ରହିବ ନଜର

ହକି ବିଶ୍ୱକପ ୨୦୨୩ : ୮ ଖେଳାଳିଙ୍କ ଉପରେ ରହିବ ନଜର ଭୁବନେଶ୍ୱର/ରାଉରକେଲା : ଜାନୁଆରୀ ୧୩ ରୁ ୨୯ ମଧ୍ୟରେ ଭୁବନେଶ୍ୱର ଏବଂ ରାଉରକେଲାରେ ଅନୁଷ୍ଠିତ ହେଉଛି ୧୫ ତମ FIH ପୁରୁଷ ବିଶ୍ୱକପ ହକି ମହାକୁମ୍ଭ I ଏଥିପାଇଁ ୧୬ ଟି ଦେଶ ର ହକି ଖେଳାଳି ମାନେ ଓଡ଼ିଶାରେ ଆସି ପହଁଚି ସାରିଲେଣି I ଓଡିଶା ପ୍ରଥମେ ୨୦୧୮ ରେ ହକି ବିଶ୍ୱକପ ର ଆୟୋଜକ ହୋଇଥିବାବେଳେ ଚଳିତ ବର୍ଷ କ୍ରମାଗତ ଭାବେ ୨ୟ ଥର ପାଇଁ ବିଶ୍ୱକପ ହକିର ପ୍ରୟୋଜକ ହୋଇଛି I ଓଡିଶା […]
Read More...
ଖେଳ 

ହକି ବିଶ୍ୱକପ ୨୦୨୩ : ପି.ଆର୍‌. ଶ୍ରୀଜେଶଙ୍କ ଶେଷ ବିଶ୍ବକପ୍‌

ହକି ବିଶ୍ୱକପ ୨୦୨୩ : ପି.ଆର୍‌. ଶ୍ରୀଜେଶଙ୍କ ଶେଷ ବିଶ୍ବକପ୍‌ ଭୁବନେଶ୍ୱର : ଚଳିତ ଜାନୁଆରୀ ୧୩ ରୁ ୨୯ ମଧ୍ୟରେ ଭୁବନେଶ୍ୱର ଏବଂ ରାଉରକେଲାରେ ଖେଳାଯିବାକୁ ଥିବା ୧୫ ତମ FIH ପୁରୁଷ ବିଶ୍ୱକପ ୨୦୨୩ ର ହକି ମହାକୁମ୍ ପାଇଁ ଅନେକ ହକି ତାରକା ଓଡିଶାରେ ପହଞ୍ଚିଛନ୍ତି। ପ୍ରଥମ ଥର ପାଇଁ FIH ପୁରୁଷ ବିଶ୍ୱକପ ହକି କ୍ରମାଗତ ୨ୟ ବାର ନିଜ ମାଟିରେ ଆୟୋଜିତ ହେବାକୁ ଯାଉଛି I ପ୍ରଥମ ଥର ପାଇଁ ଏହା ୨୦୧୮ ରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ଯେଉଁଥିରେ ବେଲଜିୟମ […]
Read More...
ଖେଳ 

ହକି ବିଶ୍ୱକପ ୨୦୨୩ : ଆଜି ଉଦ୍‌ଘାଟନୀ ଉତ୍ସବ,ବାରବାଟୀରେ ରଣବୀର ଓ ଦିଶା ପଟାନୀ ମଚାଇବେ ଧୂମ

ହକି ବିଶ୍ୱକପ ୨୦୨୩ : ଆଜି ଉଦ୍‌ଘାଟନୀ ଉତ୍ସବ,ବାରବାଟୀରେ ରଣବୀର ଓ ଦିଶା ପଟାନୀ ମଚାଇବେ ଧୂମ କଟକ :ବିଶ୍ବକପ୍‌ ହକି ଚଳିତ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ଓ ରାଉରକେଲାଠାରେ ଖେଳାଯିବ। ଏହି ଅବସରରେ ଆଜି କଟକ ବାରବାଟୀ ଷ୍ଟାଡିୟମରେ ବିଶ୍ୱକପ୍‌ର ଉଦ୍ଘାଟନୀ ଉତ୍ସବ ସମାରୋହ ଆୟୋଜିତ ହେଉଛି । ଏହି କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ପୁରା ସହର ସମେତ ଷ୍ଟାଡିୟମକୁ ସଜାଯାଇଛି । ଅତିଥି ରାଷ୍ଟ୍ର ସହ ସାରା ଦେଶରେ ଏକ ସୁନ୍ଦର ଅନୁଭବ ଦେବା ଲାଗି ଏହି ଉଦ୍‌ଘାଟନୀ ଉତ୍ସବକୁ ରୋମାଞ୍ଚକର କରିବାକୁ ଆୟୋଜକ ପୂରା ଜୋର୍‌ସୋର୍‌ରେ ଉଦ୍ୟମ […]
Read More...
ଖେଳ 

ଦିଲୀପ ତିର୍କି ହକି ଇଣ୍ଡିଆ ସଭାପତି

ଦିଲୀପ ତିର୍କି  ହକି ଇଣ୍ଡିଆ ସଭାପତି ହକି କିଂବଦନ୍ତି ଦିଲୀପ ତିର୍କି ହକି ଇଣ୍ଡିଆର ସଭାପତି ପଦ ଅଳଙ୍କୃତ କରିବା ଥିଲା ୨୦୨୨ ବର୍ଷର ସବୁଠାରୁ ବଡ଼ ଖବର । ଖେଳାଳିରୁ ସାଂସଦ ପୁଣି କ୍ରୀଡ଼ା ପ୍ରଶାସକ ଭାବେ ଦିଲୀପ ତିର୍କୀଙ୍କ ଙ୍କ ଉତ୍ଥାନ ଓଡ଼ିଶା କ୍ରୀଡ଼ାକୁ ନୂଆ ଦିଶା ଦେଖାଇଛି । ତାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ବିଶ୍ୱକପ ଆୟୋଜନ ହେବାକୁ ଯାଉଛି ।
Read More...

Advertisement