ଦିଲୀପ ତିର୍କି ହକି ଇଣ୍ଡିଆ ସଭାପତି
ହକି କିଂବଦନ୍ତି ଦିଲୀପ ତିର୍କି ହକି ଇଣ୍ଡିଆର ସଭାପତି ପଦ ଅଳଙ୍କୃତ କରିବା ଥିଲା ୨୦୨୨ ବର୍ଷର ସବୁଠାରୁ ବଡ଼ ଖବର । ଖେଳାଳିରୁ ସାଂସଦ ପୁଣି କ୍ରୀଡ଼ା ପ୍ରଶାସକ ଭାବେ ଦିଲୀପ ତିର୍କୀଙ୍କ ଙ୍କ ଉତ୍ଥାନ ଓଡ଼ିଶା କ୍ରୀଡ଼ାକୁ ନୂଆ ଦିଶା ଦେଖାଇଛି । ତାଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ବିଶ୍ୱକପ ଆୟୋଜନ ହେବାକୁ ଯାଉଛି ।