High Court
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଏଣିକି ବିବାହିତ ଝିଅ ପାରିବେ ଅନୁକମ୍ପାମୂଳକ ଚାକିରୀ : ହାଇକୋର୍ଟ
Published On
By Samaya Live
କଟକ : ଓଡିଶା ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତି I ଥଇଥାନ ଯୋଜନାରେ ଏଣିକି ବିବାହିତ ଝିଅ ମଧ୍ୟ ପାଇ ପାରିବେ ଅନୁକମ୍ପା ମୂଳକ ଚାକିରୀ I ଯଦି ସରକାରୀ ଚାକିରୀରେ ଥାଇ କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟେ,ତେବେ ତାଙ୍କ ପୁଅ କିମ୍ବା ଅବିବାହିତ ଝିଅଙ୍କ ବ୍ୟତୀତ ଆବଶ୍ୟକସ୍ଥଳେ ବିବାହିତ ଝିଅ ମଧ୍ୟ ଅନୁକମ୍ପାମୂଳକ ଚାକିରୀ ପାଇପାରିବେ I ବିବାହିତ ଝିଅଙ୍କ ନିଯୁକ୍ତିକୁ ନେଇ ସରକାରୀ ନିୟମରେ ଥିବା ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଗୁରୁବାର […]
ବିଧାୟକ କ୍ୱାଟର୍ସ ନିର୍ମାଣ ପାଇଁ ଗଛକଟା ନେଇ ସତ୍ୟପାଠ ମାଗିଲେ ହାଇକୋର୍ଟ
Published On
By Samaya Live
ବିଧାୟକଙ୍କ କ୍ୱାଟର୍ସ ନିର୍ମାଣ ପାଇଁ ଗଛକଟା ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ସତ୍ୟପାଠ ମାଗିଲେ ହାଇକୋର୍ଟ । ନିର୍ମାଣ, ଗଛକଟା,ବନୀକରଣ ନେଇ ବିସ୍ତୃତ ବିବରଣୀ ମାଗିଛନ୍ତି ହାଇକୋର୍ଟ । ସତ୍ୟପାଠ ଜରିଆରେ ଉତ୍ତର ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବିଧାୟକ କ ୍ୱାଟର୍ସ ପାଇଁ ଗଛକଟାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ସେ୍ୱଚ୍ଛାସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଏହି ମାମଲାକୁ ରୁଜୁ କରାଯାଇଥିଲା । ଏଥିପାଇଁ ତୁରନ୍ତ ଗଛକଟା ବନ୍ଦ କରିବାକୁ ହାଇକୋର୍ଟରେ […]
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଆଜ
Published On
By Samaya Live
ନୂଆଦିଲ୍ଲୀ: ମଇ ୩୧: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ଆଜି । ଗତ ମେ ମାସ ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟଳୟ । ସୁମନ୍ତ କୁମାର ଘଡ଼େଇ ଓ ଅର୍ଦ୍ଧେନ୍ଦୁ କୁମାର ଦାସଙ୍କ ଦ୍ୱାରା ସ୍ୱତନ୍ତ୍ର ଲିଭ ପିଟିସନର ଶୁଣାଣି ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ ହିମା କୋହଲୀଙ୍କ ଭ୍ୟାକେସନ ବେଞ୍ଚରେ ହେବ । ସୂଚନା ଅନୁସାରେ, ଏହି ଶୁଣାଣି […]
ହାଇକୋର୍ଟର ବେଞ୍ଚ ଗଠନକୁ ନେଇ ବିରୋଧ
Published On
By Samaya Live
କଟକ: ମଇ ୧୯: ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଗଠନକୁ ବିରୋଧ । ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ପ୍ରସ୍ତାବ ପାରିତ ହୋଇଛି । ପ୍ରସଙ୍ଗରେ ମୁଖ୍ୟ ବିଚାରପତି ହାଇକୋର୍ଟ ବେଞ୍ଚ ଗଠନକୁ ନିଜର ସ୍ୱୀକୃତି ନଦେବାକୁ ଏକ ସ୍ମାରକପତ୍ର କମିଟି ଦ୍ୱାରା ପ୍ରସ୍ତୁତ ହେବ । ଏନେଇ ଗତକାଲି ହାଇକୋର୍ଟ ବାର୍ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟର ନୂଆ ବେଞ୍ଚ ଗଠନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର […]
ଜ୍ଞାନବାପି ମସଜିଦ୍ ମାମଲାର ଶୁଣାଣି ଆଜି!
Published On
By Samaya Live
ଉତ୍ତରପ୍ରଦେଶ: ମଇ ୧୭: ବାରାଣସୀର ପ୍ରସିଦ୍ଧ ଜ୍ଞାନବାପି ମସଜିଦ୍ ପରିସରରେ ସର୍ବେକ୍ଷଣ କାମ ପାଇଁ ଆଲ୍ଲାହାବାଦ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ହୋଇଥିବା ମାମଲା ଉପରେ ଆଜି ଶୁଣାଣି ହୋଇପାରେ । ଅଞ୍ଜୁମନ ଇନ୍ତେଜାମିଆ ମସଜିଦ କମିଟି ପକ୍ଷରୁ ହୋଇଥିଲା ଏହି ଆବେଦନ କରାଯାଇଛି । ସର୍ବେକ୍ଷଣ କାମକୁ ବନ୍ଦ କରିବାକୁ ଯାଚିକାକର୍ତ୍ତା ଆବେଦନ କରିଥିଲେ । ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ ପିଏସ୍ ନରସିମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର […]
ତାଜମହଲ ପିଟିସନକୁ ଖାରଜ କଲେ କୋର୍ଟ
Published On
By Samaya Live
ଆଗ୍ରା: ମଇ ୧୩: ତାଜମହଲ ପିଟିସନରଙ୍କୁ ଝଟକା ଦେଲେ ଆହ୍ଲାବାଦ ହାଇକୋଟ । ତାଜମହଲର ପ୍ରକୃତ ଇତିହାସ ଜାଣିବାକୁ ହାଇକୋର୍ଟରେ ହୋଇଥିବା ଆବେଦନ ବିଚାର ଯୋଗ୍ୟ ନୁହେଁ ବୋଲି କଡ଼ା ଟିªଣୀ ଦେଇଛନ୍ତି ହାଇକୋଟ । ଏହି ମାମଲାକୁ ଐତିହାସିକମାନଙ୍କ ଉପରେ ଛାଡିଦେବାକୁ ପରାମର୍ଶ ଦେଇଛନ୍ତି ହାଇକୋଟ । ଏନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ପିଏଲ ସିଷ୍ଟମର ଅପବ୍ୟବହାର କରାଯିବା ଉଚିତ ନୁହେଁ । ଏହି ଆବେଦନ ଉପଯୁକ୍ତ ଏବଂ ନ୍ୟାୟିକ ପ୍ରସଙ୍ଗ […]
ଗ୍ରୀଡକୋ ସପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ
Published On
By Samaya Live
ଭୁବନେଶ୍ୱର: ମଇ ୦୪: ଗ୍ରୀଡକୋକୁ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଗ୍ରୀଡକୋକୁ ପ୍ରତିଦିନ ୧୨୦ ମେଗାଓ୍ୱାଟ୍ ବିଦ୍ୟୁତ୍ ଯୋଗାଇ ଦେବାକୁ ଜିନ୍ଦଲ ପାଓ୍ୱାରକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୟୁନିଟ୍ ପିଛା ୩ ଟଙ୍କା ୩୬ ପଇସାରେ ବିଦ୍ୟୁତ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ମାସ ଶେଷ ପରଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି । ତେବେ ଜିନ୍ଦଲକୁ ମହାନଦୀ କୋଲଫିଲଡ଼ସ ଲିମିଟେଡ଼ରୁ କୋଲ ଲିଂକେଜ ଦେବା ପାଇଁ କୋର୍ଟ ସର୍ତ୍ତ ରଖିଛନ୍ତି। ସୂଚନାଥାଉ କି, […]
ଲଖିମପୁର ଖେରି ହିଂସା ମାମଲା: ଆତ୍ମ ସମର୍ପଣ କଲେ ଆଶିଷ ମିଶ୍ରା
Published On
By Samaya Live
ଉତ୍ତରପ୍ରଦେଶ: ଅପ୍ରେଲ ୨୫: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲା । ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଆତ୍ମସମର୍ପଣ । ଉତ୍ତରପ୍ରଦେଶର ଗୃହମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ହିଂସାର ମୁଖ୍ୟ ଅଭିଯୁକ୍ତ ଲଖିମପୁର ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପରେ ଜେଲ୍ ଗଲେ ଅଭିଯୁକ୍ତ । ପୂର୍ବରୁ ଆଶିଷ ମିଶ୍ରାଙ୍କୁ ଆହ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ । ଜାମିନ ପାଇବା ପରେ ମାମଲା ସୁପ୍ରିମକୋର୍ଟ ପହଞ୍ଚି ଯାଇଥିଲା । ତେବେ […]
ଚିଟଫଣ୍ଡ ଠକେଇରେ ପଇସା ଫେରିପାଇବେ ଜମାକାରୀ
Published On
By Samaya Live
କଟକ: ଅପ୍ରେଲ ୦୧: ଏଥର ମିଳିଲା ଖୁସି ଖବର । ଚିଟଫଣ୍ଡ ଠକେଇ ମାମଲାରେ ଆଉ ଅତ୍ୟାଚାର ସହିବେନି ସାଧାରଣ ଜନତା । ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ରାଜ୍ୟର ବହୁଚର୍ଚ୍ଚିତ ଚିଟଫଣ୍ଡ ଠକେଇର ଶିକାର ହୋଇଥିବା ଜମାକାରୀଙ୍କ ଟଙ୍କା ଫେରସ୍ତ ମାମଲା ଉପରେ ହୋଇଥିବା ଆବେଦନ ଉପରେ ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଫାଷ୍ଟ କମ୍ ଫାଷ୍ଟ ସର୍ଭ ଆଧାରରେ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦିଆଯାଇଛି […]
ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ: କାଠଯୋଡିକୁ ଯିବନି ନର୍ଦ୍ଦମା ପାଣିି
Published On
By Samaya Live
କଟକ: ମାର୍ଚ୍ଚ୨୮: କଟକ ମହାନଗର ନିଗମକୁ କଡ଼ା ନିର୍ଦ୍ଦେଶ । ଏବେ କାଠଯୋଡି ନଦୀକୁ ଛଡାଯିବନି କଟକର ନର୍ଦ୍ଦମା ପାଣି । ଏଭଳି କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି । ସେସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କାଠଯୋଡ଼ି ନଦୀରେ ମିଶୁଥିବା ଏହି ପ୍ରଦୂଷିତ ଜଳକୁ ମତ୍ତଗଜପୁର ସ୍ୱରେଜ […]
ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ଜବାବ ତଲବ କଲା ଉତ୍କଳ ବିଶ୍ୱବିଦ୍ୟାଳୟ
Published On
By Samaya Live
କଟକ: ମାର୍ଚ୍ଚ ୨୩: ଛାତ୍ରୀଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଜବାବ ତଲବ କଲା ବାଣୀବିହାର ବିଶ୍ୱବିଦ୍ୟାଳୟ । ଆନ୍ଦୋଳନ ସମୟରେ କାର୍ ଭିତରେ ଜଣେ ଯୁବତୀଙ୍କ ମୃତ୍ୟୁ ମାମଲାକୁ ନେଇ ବିଚାରାଧୀନ ମାମଲାରେ ରାଜ୍ୟ ଗୃହ ବିଭାଗ, କମିସନରେଟ ପୁଲିସ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ପ୍ରତିପକ୍ଷମାନେ ୫୦୦୦ ଲେଖାଏଁ ଖର୍ଚ୍ଚ ବାବଦରେ ହାଇକୋର୍ଟ ବାର୍ ଆସୋସିଏସନ୍ ୱେଲଫେୟାର୍ ପାଣ୍ଠିରେ ଜମା କରିବା ସହିତ ପ୍ରମାଣପତ୍ର ସତ୍ୟପାଠ […]
କମିଲା ତପସ୍ୱିନୀଙ୍କ ପାରିତୋଷିକ
Published On
By Samaya Live
ଭୁବନେଶ୍ୱର: ଫେବୃଆରୀ ୨୨: ବ୍ରହ୍ମପୁରର ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ । ତପସ୍ୱିନୀଙ୍କୁ ଦିଆଯାଉଥିବା ପାରିତୋଷିକକୁ ହ୍ରାସ କରି ମାସିକ ୧୭ ହଜାର ବଦଳରେ ୧୦ ହଜାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଅନ୍ୟତ୍ର ରହଣି ବ୍ୟବସ୍ଥା ଯୋଗୁଁ ପାରିତୋଷିକ ହ୍ରାସ ଅପିଲ ଥିଲା। ଅପିଲକୁ ଗ୍ରହଣ କରି ମାସିକ ୧୦ ହଜାର ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୁଘରେ ରହିବେ ବୋଲି […]

