healthy tips
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସ୍ପିଡ୍ ୱାକ୍ ମହିଳାଙ୍କ ହାର୍ଟ ପାଇଁ ଭଲ
Published On
By Samaya Live
ଚାଲିବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ସମସ୍ତେ ଜାଣିଥାନ୍ତି, ହେଲେ ଦ୍ରୁତଗତିରେ ଚାଲିବା ହୃଦୟ ପାଇଁ ଭଲ ଏକଥା କମ୍ ଲୋକ ଜାଣିଥିବେ । ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟର ସମ୍ପ୍ରତି ଅନୁସନ୍ଧାନରେ ଦାବି କରାଯାଇଛି ଯେ ଧୀରେ ଧୀରେ ଚାଲୁଥିବା ମହିଳାଙ୍କ ତୁଳନାରେ ଦ୍ରୁତଗତିରେ ଚାଲୁଥିବା ମହିଳାଙ୍କ ହୃଦଘାତର ଆଶଙ୍କା ୩୪ ପ୍ରତିଶତ କମ୍ ହୋଇଥାଏ । ରିସର୍ଚ୍ଚ ସମୟରେ ବୈଜ୍ଞାନିକମାନେ ୫୦ରୁ ୭୯ ବର୍ଷ ବୟସର ୨୫ ହଜାର ୧୮୩ଟି ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ବିଶ୍ଲେଷଣ […]
ଚା ପତିର ବହୁଳ ବ୍ୟବହାର
Published On
By Samaya Live
ଚା’ କେବଳ ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ପାଇଁ ନୁହେଁ ବରଂ ଏହାର ପତି ମଧ୍ୟ ବିଶେଷ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଏପରିକି ଘରର ଆସବାବପତ୍ର ସଫା କରିବା ଠାରୁ ଆରମ୍ଭ କରି ମଟନ୍ ରାନ୍ଧିବା ପର୍ଯ୍ୟନ୍ତ ସବୁକିଛିରେ ଉପଯୋଗୀ ହୋଇପାରେ ଚା ପତି । -ଚା’ର ଔଷଧୀୟ ଗୁଣ ଏବଂ ରଙ୍ଗ ଯୋଗୁଁ କାଠରେ ନିର୍ମିତ ଆସବାବପତ୍ରକୁ ପଲିସି କରିବା ପାଇଁ ଏହାର ପତିକୁ ବ୍ୟବହାର କରାଯାଏ । ପ୍ରଥମେ ଆପଣ ଚା’ ପତିକୁ ଭଲ […]
ଜଙ୍କ ଫୁଡ୍ଠୁ ଦୂରେଇ ରହିବାର ଉପାୟ
Published On
By Samaya Live
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀ କାରଣରୁ ଜଙ୍କଫୁଡ୍ ଖାଇବା ସମସ୍ତଙ୍କର ଏକ ଅଭ୍ୟାସରେ ପରିଣତ ହୋଇସାରିଲାଣି । ଯାହା ଦେହ ପାଇଁ ଖରାପ ବୋଲି ଜାଣିବା ପରେ ମଧ୍ୟ ଏହାକୁ ଛାଡିବା କଷ୍ଟ । କେତେକ ଚାହିଁକି ମଧ୍ୟ ଏଥିରୁ ନିବୃତ୍ତ ହୋଇପାରୁନାହାନ୍ତି । ତେବେ କିଛିଟା ଏଭଳି ଟ୍ରିକ୍ ଅଛି, ଯାହାକୁ ଅନୁକରଣ କଲେ ଆମେ ଏକ ସୁସ୍ଥକର ଜୀବନ ବଞ୍ଚିବା ସହିତ ଜଙ୍କଫୁଡକୁ ମଧ୍ୟ ଦୂରେଇ ପାରିବା । ରଖନ୍ତୁ ଆଖିରୁ ଦୂରରେ ଆମେ […]
ଶରୀରରକୁ ଫିଟ୍ ରଖେ ଘିଅ
Published On
By Samaya Live
ଘିଅ ହେଉଛି ଶୁଦ୍ଧ ଚର୍ବି, ଯାହା କ୍ଷୀର ଓ କ୍ଷୀର ଜାତୀୟ ପଦାର୍ଥରୁ ପ୍ରସ୍ତୁତ ହୋଇଥାଏ । ଭାରତୀୟ ସଂସ୍କୃତିରେ ଘିଅର ବହୁତ ମହତ୍ୱ ରହିଛି । ପୂଜାକର୍ମ ଠାରୁ ଆରମ୍ଭ କରି ଖାଦ୍ୟ ଓ ହୋମରେ ଘିଅକୁ ବ୍ୟବହାର କରାଯାଏ । ଇଜିପଫ ସଂସ୍କୃତିରେ ଘିଅକୁ ‘ସାମନା’ ବୋଲି କୁହାଯାାଇଥାଏ ଏବଂ ଇରାନରେ ଏହାକୁ ‘ରୋଗାନ୍’ ବୋଲି କୁହନ୍ତି । ବିଭିନ୍ନ ସଂସ୍କୃତିରେ ଏହାର ନାମ ଭିନ୍ନ ଭିନ୍ନ ରହିଥିଲେ ମଧ୍ୟ, ଘିଅକୁ ବିଶେଷ ଖାଦ୍ୟ […]
ହୃଦୟ ସୁସ୍ଥ ରଖେ,ସୀମିତ ପରିମାଣର ଚକୋଲେଟ୍ ଓ ଚିଜ୍
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୯: ସୀମିତ ପରିମାଣର ଚକୋଲେଟ୍ ଓ ଚିଜ୍ ଖାଇଲେ ହୃଦୟ ସୁସ୍ଥ ରହିବା ସହିତ ହୃଦ୍ଘାତ ଆଶଙ୍କା କମିଥାଏ ବୋଲି ନିକଟରେ ଇଟାଲୀର ନେପଲ୍ସ ବିଶ୍ୱବିଦ୍ୟାଳୟର କିଛି ଗବେଷକ ପ୍ରକାଶ କରିଛନ୍ତି । ସେମାନଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ଅନୁସାରେ, ପ୍ରତ୍ୟେକ ଦିନ ୨୦୦ ଗ୍ରାମ କ୍ଷୀର ଜାତୀୟ ପଦାର୍ଥ ଖାଇବା ନିହାତି ଜରୁରୀ । ଏହା ହୃଦୟ ପାଇଁ ଭଲ । ଯଦି ଆପ ଚିଜ୍ ଖାଇବାକୁ ପସନ୍ଦ କରନ୍ତି, ତେବେ […]
ଧୂମପାନରୁ ପିଲାଙ୍କୁ ଦୂରେଇବାର ଉପାୟ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୧୭: ଧୂମପାନ ଏକ ଖରାପ ଅଭ୍ୟାସ । ଏହା ସବୁ ବୟସର ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ । ଏହା ପିଲାମାନଙ୍କ ପାଇଁ ତ ବିଶେଷ କ୍ଷତିକାରକ । କମ୍ ବୟସରୁ ଅନେକ ପିଲା ଏହାକୁ ଏକ ମସ୍ତି ଓ ମଜା ଭାବେ ଆରମ୍ଭ କରିଥାନ୍ତି । ପରେ ପରେ ଏହି କୁଅଭ୍ୟାସ ଧୂମପାନକୁ ସାଥୀ ଭାବେ ଗ୍ରହର କରି ଏହାର ଅଭ୍ୟସ୍ତ ହୋଇପଡ଼ନ୍ତି । ତେବେ ପିତାମାତାମାନେ ଭବିଷ୍ୟତରେ ନିଜର ପିଲାମାନଙ୍କୁ ଏହି କୁଅଭ୍ୟାସରୁ […]
ବଢାନ୍ତୁ ହାଡର ଶକ୍ତି
Published On
By Samaya Live
ଦିଲ୍ଲୀ, ଅଗଷ୍ଟ ୧୬: ଶରୀରରେ ହାଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହାର ଶକ୍ତ ହେବା ନିତାନ୍ତ ଆବଶ୍ୟକ ରହିଛି । ହାଡ ସୁସ୍ଥ ନ ରହିଲେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ତେଣୁ ଖାଦ୍ୟରେ ଏଭଳି କିଛି ସାମିଲ କରନ୍ତୁ ଯାହା ଆପଣଙ୍କୁ ସୁସ୍ଥ ରଖିବା ସହିତ ହାଡକୁ ମଧ୍ୟ ସୁସ୍ଥ ରଖିବ । ଅଖରୋଟ – ଅଖରୋଟରେ ପ୍ରୋଟିନ୍, କ୍ୟାଲିସିୟମ, ଫସଫରସ୍, ଭିଟାମିନ୍ ଭଳି ଅନେକ ପୋଷଣ ରହିଛି, ଯାହା ଆମ […]
କେଶକୁ ଦିଅନ୍ତୁ ପ୍ରାକୃତିକ କଣ୍ଡିସିନିଂ
Published On
By Samaya Live
ଭୁବନେଶ୍ୱର, ଅଗଷ୍ଟ ୧୩: ବିୟୁଟି ଏକ୍ସପର୍ଟ୍ସଙ୍କ ମତରେ କେଶର କ୍ୱାଲିଟି ପାଇଁ କଣ୍ଡିସନର ବହୁତ ଜରୁରୀ । ତେଣୁ ସାମ୍ପୁ କରିବା ପରେ ସମସ୍ତେ କେଶରେ କଣ୍ଡିସନର୍ ଲଗାନ୍ତି । ହେଲେ ଏହି ଦାମିକିଆ କଣ୍ଡିସନର୍ର ପ୍ରଭାବ ମାତ୍ର ଅଳ୍ପ ସମୟ ପାଇଁ ରହିଥାଏ । ଆପଣ ବି ଯଦି ମାର୍କେଟରେ ଉପଲବ୍ଧ ବ୍ରାଣ୍ଡେଣ୍ଡ୍ କଣ୍ଡିସନର୍ କିଣି କେଶରେ ଲଗାଉଛନ୍ତି, ତାହାଲେ ସେଗୁଡ଼ିକୁ ବାଏ ବାଏ କରିବାର ସମୟ ଆସିଯାଇଛି । ଏହା ବିକଳ୍ପରେ ଘରେ ପ୍ରସ୍ତୁତ […]
ସ୍ୱାସ୍ଥ୍ୟକୁ ନଷ୍ଟ କରେ ଆମର କିଛି ଦୈନନ୍ଦିନ କୁଅଭ୍ୟାସ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୯: ଆଧୁନିକ ଜୀବନଶୈଳୀରେ ଆମର କେତେ ନିତିଦିନିଆ ଅଭ୍ୟାସ ରହିଛି, ଯାହାକୁ ଆମେ ପ୍ରାୟତଃ କାର୍ଯ୍ୟକାରୀ କରୁଥାଉ । କିନ୍ତୁ ଆମେ ଜାଣିନଥାଉ ଯେ ଆମର ଏପରି କିଛି ଅଭ୍ୟାସ ଆମ ଅଜାଣତରେ ଆମ ଶରୀରକୁ ସୁଫଳ ଦେବା ପରିବର୍ତ୍ତେ ଆମ ଶରୀରକ କ୍ଷତି ପହୁଞ୍ଚାଇଥାଏ । ଧିରେ ଧିରେ ଆମ ଶରୀର ଅସୁସ୍ଥ ହୋଇଥାଏ । ‘ହେଲ୍ଥ କେୟାର’ କମ୍ପାନୀର ପ୍ରତିଷ୍ଠାତା ନେହା ମିତଲ ସେହି କୁଅଭ୍ୟାସ ବିଷୟର ବ୍ୟାଖ୍ୟା କରିବା ସହିତ […]

