feature story
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସୁପର ମାର୍କେଟ ଯିବା ପାଇଁ ଆମ୍ବୁଲାନ୍ସ
Published On
By Samaya Live
ତାଇୱାନ : ସୁପର ମାର୍କେଟ୍ ଯିବା ପାଇଁ ଆମ୍ବୁଲାନ୍ସର ବ୍ୟବହାର । ଘଟଣାଟି ଅଜବ ଲାଗୁଥିଲେ ମଧ୍ୟ ସତ । ଏଭଳି ଘଟଣା ଘଟିଛି ପୂର୍ବ ଏସିଆରେ ଥିବା ଦେଶ ତାଇୱାନ । ସେଠିକାର ଜଣେ ବ୍ୟକ୍ତି ବର୍ଷେ ମଧ୍ୟରେ ପ୍ରାୟ ୩୯ଥର ଆମ୍ବୁଲାନ୍ସ ଡାକିଛନ୍ତି । ତେବେ ଏହି ଆମ୍ବୁଲାନ୍ସ ସେ ଡାକ୍ତରଖାନା ଯିବାକୁ ନୁହେଁ ବରଂ ସୁପର ମାର୍କେଟ ଯିବାକୁ ଡାକିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷ ଜାଣିବା ପରେ ତାଙ୍କୁ […]
ଫୋବିଆ କାରଣରୁ କିଣିଲେ ସୁପରମାର୍କେଟ୍
Published On
By Samaya Live
ଆମେରିକା: ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ଫୋବିଆ ରହିଥାଏ । କିଏ ଉଚ୍ଚା ସ୍ଥାନକୁ ଡରୁଥିବା ବେଳେ ଆଉ କିଏ ପାଣିକୁ ଡରିଥାଏ । ତେବେ ଆମେରିକାରେ ରହୁଥିବା ଜଣେ ମହିଳାଙ୍କୁ ଜୀବାଣୁକୁ ଡରିଥାନ୍ତି । ତେବେ ଜୀବାଣୁକୁ ସମସ୍ତେ ଡରନ୍ତି, ହେଲେ ଏହି ମହିଳାଙ୍କ କଥା ଟେିକ ଅଲଗା । ସେ ଏତେ ମାତ୍ରାରେ ଜୀବାଣୁକୁ ଡରନ୍ତି ଯେ ଲୋକଙ୍କ ସହ ସମ୍ପର୍କ ମଧ୍ୟ ରଖନ୍ତି ନାହିଁ । ସେହିଭଳି ନିଜ ଡର କାରଣରୁ ସେ […]
କୋଲକାତାରେ କେମିତି କରନ୍ତି ଦୁର୍ଗାପୂଜା
Published On
By Samaya Live
ନବରାତ୍ରି ବା ଦୁର୍ଗାପୂଜା ସମୟ ଆସିଲେ ଦେଶର ବିଭିନ୍ନ ପ୍ରାନ୍ତରେ ଗହଳ ଚହଳ ଆରମ୍ଭ ହୋଇଯାଏ । ଦେଶର ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ଦୁର୍ଗା ପୂଜା ପାଳନ କରାଯାଇଥାଏ । ହେଲେ କୋଲକାତାରେ କିଛି ଭିନ୍ନ ଢଙ୍ଗରେ ଦୁର୍ଗାପୂଜା ପାଳନ କରାଯାଇଥାଏ । ବେଶ୍ ନିଆରା ଓ ଶ୍ରଦ୍ଧାର ସହ ଏଠିକାର ଲୋକ ଦୁର୍ଗାପୂଜା ପାଳନ କରିଥାଆନ୍ତି । ବିଭିନ୍ନ ସ୍ଥାନରେ ବଡବଡ ପେଣ୍ଡାଲ୍ରେ ପୂଜା ପାଇଥାଆନ୍ତି ମା’ ଦୁର୍ଗା । ଆସନ୍ତୁ ଜାଣିବା ଏଠାରେ […]
କାର୍ରେ ୧୭ ବର୍ଷର ଜୀବନ
Published On
By Samaya Live
କର୍ଣ୍ଣାଟକ: ଆଜିକାଲି ଯୁଗରେ ସମସ୍ତଙ୍କ ଜୀବନଶୈଳୀ ବିଜ୍ଞାନର ବିଭିନ୍ନ ଉପକରଣ ଉପରେ ନିର୍ଭର କରୁଛି । ବିଭିନ୍ନ କାର୍ଯ୍ୟପାଇଁ ସମସ୍ତେ କମ୍ପୁ୍ୟଟର, ସ୍ମାର୍ଟଫୋନ୍ ଓ ଲାପଟପ୍ ଆଦି ଉପରେ ନିର୍ଭର କରୁଛନ୍ତି । ବିନା ଇଣ୍ଟରନେଟ୍ରେ କେହି ନିଜ ଜୀବନ କଳ୍ପନା ମଧ୍ୟ କରୁନାହାନ୍ତି । ହେଲେ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଆଜି ମଧ୍ୟ ଏ ସମସ୍ତ ସୁଖ ସୁବିଧାଠୁ ଢେର ଦୂରରେ ଅଛନ୍ତି । କର୍ଣ୍ଣାଟକ ବାସିନ୍ଦା ଚନ୍ଦ୍ରଶେଖର ଆଜିକୁ ପ୍ରାୟ ୧୭ […]
ରଙ୍ଗ ବଦଳାଉଥିବା ହୀରା
Published On
By Samaya Live
ବୈଜ୍ଞାନିକମାନେ ଏପରି ଏକ ହୀରା ଆବିଷ୍କୃତ କରିଛନ୍ତି, ଯାହା ତାପମାତ୍ରା ହ ୍ରାସ ହେବା ଦ୍ୱାରା ରଙ୍ଗ ବଦଳାଇବା ଆରମ୍ଭ କରେ । ଏହି ହୀରା ଅତ୍ୟଧିକ ଥଣ୍ଡା ତାପମାତ୍ରାରେ ରଖାଗଲେ ଧୂସରରୁ ହଳଦିଆ ରଙ୍ଗରେ ପରିବର୍ତ୍ତିତ ହୋଇଥାଏ । ବୈଜ୍ଞାନିକମାନେ ଏକ ନୂତନ ପ୍ରକାରର ରଙ୍ଗ ପରିବର୍ତ୍ତନକାରୀ ହୀରା ଆବିଷ୍କାର କରିଛନ୍ତି, ଯାହା ପ୍ରସିଦ୍ଧ ଏଣ୍ଡୁଅ ହୀରା ଠାରୁ ଭିନ୍ନ । ‘କ୍ରାୟୋଜୋନିକ’ ହୀରା ନାମରେ ଏହି ହୀରା ଜଣାଶୁଣା । କାର୍ଲିଫର୍ଣ୍ଣିଆ ନୁ୍ୟଜ୍ ଟାଇମ୍ସର ରିପୋର୍ଟ […]
ପେଶା ଡାକ୍ତର, ନିଶା ସାଇକିଲିଂ
Published On
By Samaya Live
ବେଙ୍ଗାଳୁରୁ: ଦେଶରେ ଦିନକୁ ଦିନ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପ୍ରସଙ୍ଗ ଉପରେ ପ୍ରତ୍ୟେକ ବ୍ୟକ୍ତି ଆଲୋଚନା କରୁଥିଲେ ମଧ୍ୟ ଏହାକୁ ରୋକିବା ପାଇଁ କେହି ବି ପ୍ରୟାସ କରୁନାହାନ୍ତି । ବିଶ୍ୱରେ ବହୁତ କମ୍ ଲୋକ ଏପରି ଅଛନ୍ତି ଯିଏ ପ୍ରଦୂଷଣ ରୋକିବା ପଦକ୍ଷେପ ଉପରେ କାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବେଙ୍ଗାଳୁରୁରେ ରହୁଥିବା ଡାକ୍ତର ଅରବିନ୍ଦ । ପେଶାରେ ସେ ଜଣେ […]
କୁନି ବୈଜ୍ଞାନିକ ରାକେଶ କ୍ରିଷ୍ଣା
Published On
By Samaya Live
କର୍ଣ୍ଣାଟକ: ସେପ୍ଟେମ୍ବର ୧୬: ସାଧାରଣତ ୧୬ ବର୍ଷରେ ସମସ୍ତ ପିଲା ପାଠପଢା ସହ ସାଙ୍ଗସାଥୀର ବ୍ୟସ୍ତ ଥାଆନ୍ତି । ହେଲେ କର୍ଣ୍ଣାଟକର ରାକେଶ କ୍ରିଷ୍ଣାଙ୍କ କ୍ଷେତ୍ରରେ ଏହା ଅଲଗା । ସେ ଏତେ କମ ବୟସରେ ମଧ୍ୟ ନୂଆ ଉପକରଣର ଉଦ୍ଭାବନ କରି ଚର୍ଚ୍ଚାରେ । ସେ ନିଜ ବାପାଙ୍କ ସୁବିଧା ପାଇଁ ପ୍ରସ୍ତୁତ କରିଛନ୍ତି ମଞ୍ଜି ବୁଣା ମେସିନ୍ । ୨୦୧୫ରେ ପ୍ରଥମଥର ପାଇଁ କ୍ରିଷ୍ଣାଙ୍କ ମୁଣ୍ଡକୁ ଏହି ଉପାୟ ଆସିଥିଲା । ସେ ଏହା […]
ଅଜବ ଖାଦ୍ୟ ‘ମ୍ୟାଗି ମିଲ୍କସେକ୍’
Published On
By Samaya Live
ଅନେକ ପ୍ରକାରର ଅଜବ ଖାଦ୍ୟ ଇଣ୍ଟରନେଟ୍ରେ ଭାଇରାଲ ହୋଇଥାଏ । ତେବେ ଏଥିରେ କେତେକ ଏଭଳି ଥାଏ ଯାହାକୁ ଲୋକ ପସନ୍ଦ କରନ୍ତି ନାହିଁ । ଏହି ଖାଦ୍ୟଗୁଡିକର କମ୍ବିନେସନ୍ ବହୁତ ଅଜବ ଧରଣର ହୋଇଥାଏ । ସେହିଭଳି ଏକ ଖାଦ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମ୍ୟାଗି ପ୍ରାୟ ସମସ୍ତଙ୍କର ପ୍ରିୟ ହୋଇଥାଏ । ସମସ୍ତେ ମ୍ୟାଗି ଖାଇବାକୁ ଭଲ ପାଇଥାଆନ୍ତି । ହେଲେ ମ୍ୟାଗିସହ ମିଲ୍କସେକ୍ ପିଇବାକୁ କେହି ଇଚ୍ଛା […]
ମଇଁଷିରେ ଗଲେ ପ୍ରାର୍ଥୀ
Published On
By Samaya Live
ବିହାର: ସେପ୍ଟେମ୍ବର ୧୩: ପଞ୍ଚାୟତ ନିର୍ବାଚନ ପାଇଁ ବିହାରରେ ଜୋରଦାରରେ ପ୍ରଚାରପ୍ରସାର ଚାଲିଛି । ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ଉପାୟରେ ଭୋଟରଙ୍କୁ ପ୍ରଲୋଭିତ କରିବାରେ ଲାଗିଛନ୍ତି । ଏପରିପ୍ରେକ୍ଷୀରେ ନିକଟରେ ଜଣେ ପ୍ରାର୍ଥୀଙ୍କ ଅଜବ ପ୍ରଚାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କଟିହାର ଜିଲ୍ଲାରେ ଜଣେ ପ୍ରାର୍ଥୀ ସୁସଜ୍ଜିତ ମଇଁଷିରେ ବସି ନାମାଙ୍କନ କରିବାକୁ ପହଞ୍ଚିଥିଲେ, ଯାହାକୁ ଦେଖି ସମସ୍ତେ ଆଚମ୍ବିତ ହୋଇଯାଇଛନ୍ତି । କଟିହାର ହସନଗଞ୍ଜର ହଥିୟା ଦିୟାରା ରାମପୁର ପଞ୍ଚାୟତର […]
ପାନର ଧାର୍ମିକ ମହତ୍ତ୍ୱ
Published On
By Samaya Live
ଭୁବନେଶ୍ୱର: ସେପ୍ଟେମ୍ବର ୧୦: ଧାର୍ମିକ ପୁରାଣରେ ପାନର ମହତ୍ତ୍ୱ ବେଶ୍ ଅଧିକ । କେତେକ ପୂଜା ଅଛି ଯାହାକୁ ପାନ ବିନା ଅଧୁରା ବୋଲି ଧରାଯାଇଥାଏ । ଅନେକ ଶୁଭ କାମରେ ଏହାର ବ୍ୟବହାର କରାଯାଇଥାଏ । ପାନକୁ ବିଭିନ୍ନ ଦେବଦେବୀଙ୍କର ନିବାସ ବୋଲି ଧରାଯାଇଥାଏ । ତେବେ ଜ୍ୟୋତିଷ ଶାସ୍ତ୍ରରେ ପାନର ବ୍ୟବହାର କରି ଅନେକ ସମସ୍ୟାର ସମାଧାନର ଉପାୟ ବାହାର କରାଯାଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଉପାୟ ସମ୍ବନ୍ଧରେ- ପାନକୁ ଜ୍ୟୋତିଷ […]
ନିଆରା ସଙ୍ଗଠନ ‘ଫୁଡ୍ ଆର୍ମୀ’
Published On
By Samaya Live
ମୁମ୍ବାଇ : ସେପ୍ଟେମ୍ବର ୮: ପ୍ଲାଷ୍ଟିକ୍ ପୂରା ଦୁନିଆ ପାଇଁ ସମସ୍ୟାର କାରଣ ପାଲଟିଛି । ବିଭିନ୍ନ ଦେଶରେ ଏଥିରୁ ଜନ୍ମିତ ପ୍ରଦୂଷଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ତେବେ ବିଶ୍ୱକୁ ଏହି ପ୍ଲାଷ୍ଟିକ୍ ପ୍ରଦୂଷଣରୁ ରୋକିବା ପାଇଁ ସମସ୍ତଙ୍କୁ ମିଳିମିଶି କାମ କରିବାକୁ ହେବ । ମୁମ୍ବାଇର ‘ଫୁଡ୍ ଆର୍ମୀ’ ନାମକ ଏକ ସଂସ୍ଥା ଏ ଦିଗରେ ଅନେକ କାର୍ଯ୍ୟ କରୁଛି । ପ୍ଲାଷ୍ଟିକ୍ ପ୍ରଦୂଷଣ କମ କରିବା ପାଇଁ ସେମାନେ ଏକ […]

