ଚାଷୀ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଡିସେମ୍ବର ୦୭: ଲୋକସଭାରେ ଚାଷୀ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସେମାନଙ୍କ ପରିବାର ପାଇଁ କ୍ଷତିପୂରଣର ଦାବି କରିଛନ୍ତି ସେ। କୃଷି ନିୟମ ବିରୋଧରେ ଆନ୍ଦୋଳନ ସମୟରେ ପ୍ର।ୟ ୭୦୦ ଚ।ଷୀଙ୍କ ମୃତ୍ୟୁ ହୋଇଛି । ର।ହୁଲ ଗ।ନ୍ଧି ଲୋକସଭ।ରେ କୃଷକଙ୍କ ଆନ୍ଦୋଳନ ବିଷୟରେ କହିଥିବ। ବେଳେ କହିଛନ୍ତି, ‘ନଭେମ୍ବର ୩୦ ରେ କୃଷି ମନ୍ତ୍ରୀଙ୍କୁ ପଚରା ଯିବାରୁ ତାଙ୍କ ପାଖରେ କୌଣସି ଉତ୍ତର ନଥିବା ସେ କହିଥିଲେ। ର।ହୁଲ କହିଛନ୍ତି […]

Samaya Live Picture
Published On

ନୂଆଦିଲ୍ଲୀ: ଡିସେମ୍ବର ୦୭: ଲୋକସଭାରେ ଚାଷୀ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସେମାନଙ୍କ ପରିବାର ପାଇଁ କ୍ଷତିପୂରଣର ଦାବି କରିଛନ୍ତି ସେ। କୃଷି ନିୟମ ବିରୋଧରେ ଆନ୍ଦୋଳନ ସମୟରେ ପ୍ର।ୟ ୭୦୦ ଚ।ଷୀଙ୍କ ମୃତ୍ୟୁ ହୋଇଛି । ର।ହୁଲ ଗ।ନ୍ଧି ଲୋକସଭ।ରେ କୃଷକଙ୍କ ଆନ୍ଦୋଳନ ବିଷୟରେ କହିଥିବ। ବେଳେ କହିଛନ୍ତି, ‘ନଭେମ୍ବର ୩୦ ରେ କୃଷି ମନ୍ତ୍ରୀଙ୍କୁ ପଚରା ଯିବାରୁ ତାଙ୍କ ପାଖରେ କୌଣସି ଉତ୍ତର ନଥିବା ସେ କହିଥିଲେ। ର।ହୁଲ କହିଛନ୍ତି ଯେ ଯଦି ସରକ।ରଙ୍କର କୌଣସି ସୂଚନ। ନ।ହିଁ, ତେବେ ତ।ଲିକ। ଆମଠ।ରୁ ନିଅନ୍ତୁ ।

ଗୃହରେ ଆନ୍ଦୋଳନ ସମୟରେ ମୃତ୍ୟୁବରଣ କରିଥିବ। ଚ।ଷୀଙ୍କ ସମ୍ପୂର୍ଣ୍ଣ ତ।ଲିକ। ମୁଁ ରଖୁଛି ।‘ପଞ୍ଜ।ବ ସରକ।ର ୪୦୦ଚ।ଷୀଙ୍କ ପରିବ।ରକୁ ୫ ଲକ୍ଷ ଟଙ୍କ। କ୍ଷତିପୂରଣ ପ୍ରଦ।ନ କରିଛନ୍ତି । ଏହ। ବ୍ୟତୀତ ୧୫୨ ଚ।ଷୀଙ୍କ ପରିବ।ରକୁ ସରକ।ରୀ ଚ।କିରୀ ମଧ୍ୟ ଦିଆଯ।ଇଛି । ମୋ ପ।ଖରେ ସମ୍ପୂର୍ଣ୍ଣ ତ।ଲିକ। ଅଛି ।ତେବେ ସରକାରଙ୍କ ଚାଷୀଙ୍କ ପ୍ରତି ଥିବା ବୈମାତୃକ ମନୋଭାବକୁ ଦର୍ଶାଇ ପ୍ରଶ୍ନ ଉଠାଇଛନ୍ତି ରାହୁଲ।