Assembly
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଖନନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି
Published On
By Samaya Live
ଭୁବନେଶ୍ବର: ଅପ୍ରେଲ ୨୧: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ଖନନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ତାଙ୍କ କହିବା ଅନୁଯାଇ, ବୈଠକ ଡାକିବା ପାଇଁ କୌଣସି ଅସୁବିଧା ନାହିଁ। ମାତ୍ର ପ୍ରସଙ୍ଗ ଉଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ଗୃହ କମିଟି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ପାରିବ କି ନାହିଁ ତାହା ଉପରେ ତର୍ଜମା ଚାଲିଛି। ବିଧାନସଭାର ପରିସରଭୁକ୍ତ କୌଣସି ପ୍ରସଙ୍ଗ ହୋଇଥିଲେ ବାଚସ୍ପତି ତୁରନ୍ତ ତାହାର ସମାଧାନ […]
ଶୂନ୍ୟକାଳରେ ବର୍ଷିଲେ ବିରୋଧୀ
Published On
By Samaya Live
ଭୁବନେଶ୍ୱର: ମାର୍ଚ୍ଚ ୩୦: ବିଧାନସଭାର ଶୁନ୍ୟକାଳରେ ଉଠିଲା ରାଜ୍ୟର ଖଣି ଦୁର୍ନୀତି ପ୍ରସଙ୍ଗ । କଂଗ୍ରେସ ଦେଇଥିବା ଖଣି ଦୁର୍ନୀତି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାଵ ଗ୍ରହଣ କରାଯାଇ ନଥିବାରୁ ସରକାରଙ୍କୁ ଭତ୍ସନା କଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ବର୍ତ୍ତମାନର ଏହି ଘଟଣା ନୁହେଁ ବୋଲି କହି ବାଚସ୍ପତି ମୁଲତବୀ ପ୍ରସ୍ତାଵ କୁ ଆଗ୍ରହ୍ୟ କରି ଦେଉଥିବାରୁ ଆପତ୍ତି ଉଠାଇଲେ ମୋହନ । ଖଣି ମାଲିକଙ୍କ ଚାପରେ ବାଚସ୍ପତି ଖଣି ଦୁର୍ନୀତି ଆଲୋଚନା […]
ଦରଦ।ମ ଓ ବେକ।ରୀ ପ୍ରସଙ୍ଗ: କେନ୍ଦ୍ର ବିରୋଧରେ ବିକ୍ଷୋଭ କରୁଛି ବିଜେଡି
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୯: ବ।ଇକ୍ ର।ଲି କରୁଛି ବିଜେଡି । ଦରଦ।ମ ଏବଂ ବେକ।ରୀ ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ବିକ୍ଷୋଭ କରୁଛି ବିଜେଡି । ଦଳର ଯୁବ, ଛ।ତ୍ର, ମହିଳ। ଶ।ଖ। ପକ୍ଷରୁ ଏକ ବିଶ।ଳ ଶୋଭ।ଯ।ତ୍ର।ର ଆୟୋଜନ ହୋଇଛି । ଭୁବନେଶ୍ୱର ପ।ୱ।ର ହ।ଉସ ଛକ ନିକଟରେ ବିଜୁ ଛ।ତ୍ର ଜନତ। ଦଳ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ବୃଦ୍ଧି ପ୍ରତିବ।ଦରେ ଗଣଧ।ରଣ। ଦିଆଯ।ଉଛି । ସେପଟେ, ଆଜି ବିଧ।ନସଭ। ଘେର।ଉ […]
ବିଧ।ୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତ।ପ ସ୍ୱାଇଁ
Published On
By Samaya Live
ଭୁବନେଶ୍ୱର: ଡିସେମ୍ବର ୦୮: ର।ଜ୍ୟରେ ମ।ପ ଓ ଓଜନରେ କେତୋଟି ଠକେଇ ଧର।ପଡିଥିବ। ଖବର ଦୁଇ ବର୍ଷ ଭିତରେ ହୋଇଛି ସେନେଇ ପ୍ରଶ୍ନ କରିଥିଲେ ବ।ଲିଗୁଡ। ବିଧ।ୟକ ଚକ୍ରମଣି କହଁର । ପନିପରିବ।ରେ ଭେଜ।ଲ, ପେଟ୍ରୋଲ ଟ।ଙ୍କିରେ ଠକେଇ, ଗୋଦ।ମରେ ଅପମିଶ୍ରଣରେ ର।ଜ୍ୟ ସରକ।ର କେତେ ଗୋଦ।ମ କ।ରଖ।ନ।ରେ ଚଢ।ଉ କରି ଠକ ଦଲ।ଲଙ୍କୁ ଧରିଛନ୍ତି ? ଏହାର ହିସାବ ମାଗିଥିଲେ ବିଧାୟକ। ଏ ନେଇ ବିଧ।ନସଭ।ରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତ।ପ ସ୍ବ।ଇଁ । […]
ଚାଷୀ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି
Published On
By Samaya Live
ନୂଆଦିଲ୍ଲୀ: ଡିସେମ୍ବର ୦୭: ଲୋକସଭାରେ ଚାଷୀ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ସେମାନଙ୍କ ପରିବାର ପାଇଁ କ୍ଷତିପୂରଣର ଦାବି କରିଛନ୍ତି ସେ। କୃଷି ନିୟମ ବିରୋଧରେ ଆନ୍ଦୋଳନ ସମୟରେ ପ୍ର।ୟ ୭୦୦ ଚ।ଷୀଙ୍କ ମୃତ୍ୟୁ ହୋଇଛି । ର।ହୁଲ ଗ।ନ୍ଧି ଲୋକସଭ।ରେ କୃଷକଙ୍କ ଆନ୍ଦୋଳନ ବିଷୟରେ କହିଥିବ। ବେଳେ କହିଛନ୍ତି, ‘ନଭେମ୍ବର ୩୦ ରେ କୃଷି ମନ୍ତ୍ରୀଙ୍କୁ ପଚରା ଯିବାରୁ ତାଙ୍କ ପାଖରେ କୌଣସି ଉତ୍ତର ନଥିବା ସେ କହିଥିଲେ। ର।ହୁଲ କହିଛନ୍ତି […]
ଉପସ୍ଥ।ପକ ପଦରୁ ଇସ୍ତଫ। ଦେଇଛନ୍ତି ସ।ଂସଦ ଶଶୀ ଥରୁର
Published On
By Samaya Live
ନୂଆଦିଲ୍ଲୀ: ଡିସେମ୍ବର ୦୬: ଶଶୀ ଥରୁର ସଂସଦ ଟିଭି ଟକ୍ ସୋ ର ଉପସ୍ଥ।ପକ ପଦରୁ ଇସ୍ତଫ। ଦେଇଛନ୍ତି । ନିଲମ୍ବିତ ହୋଇ ଶିବସେନ। ସ।ଂସଦ ପ୍ରିୟଙ୍କ। ଚତୁର୍ବେଦୀ ‘ସଂସଦ ଟିଭିଦ‘ମେରି କହ।ନୀଦର ଉପସ୍ଥ।ପିକ। ପଦରୁ ଇସ୍ତଫ। ଦେବ। ପରେ କଂଗ୍ରେସ ସ।ଂସଦ ଶଶୀ ଥରୁର ମଧ୍ୟ ଇସ୍ତଫ। ଦେଇଛନ୍ତି । ର।ଜ୍ୟସଭ।ରୁ ନିଲମ୍ବିତ ୧୨ ସ।ଂସଦଙ୍କୁ ସମର୍ଥନ ଜଣ।ଇବ। କ୍ରମରେ ଆଜି ଶଶୀ ଥରୁର ‘ସଂସଦ ଟିଭି ଟକ୍ ସୋଦର ଉପସ୍ଥ।ପକ ପଦରୁ ଇସ୍ତଫ। ଦେଇଛନ୍ତି […]
କରୋନା ପଜେଟିଭ ଚିହ୍ନଟ: ସଟଡାଉନ ଘୋଷଣା ହେଲା ବିଧାନସଭା
Published On
By Samaya Live
ଭୁବନେଶ୍ୱର : ଜୁଲାଇ ୧୧: ବିଧାନସଭାରେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜେଟିଭ ଚିହ୍ନଟ ହେବା ପରେ ବିଧାନସଭାକୁ ଶୁକ୍ରବାର ସଟ୍ଡାଉନ୍ ଘୋଷଣା କରାଯାଇଛି । ଏ ନେଇ ସମସ୍ତ ବୈଠକଗୁଡ଼ିକୁ ବାତିଲ କରାଯାଇଛି । ନୀଳଗିରି ବିଧାୟକ ପଜିଟିଭ୍ ଚିହ୍ନଟ ପରେ ବୈଠକରେ ଉପସ୍ଥିତ କର୍ମଚାରୀଙ୍କୁ ଛୁଟି ମଧ୍ୟ ଦିଆଯାଇଛି । ଏବେ ସମସ୍ତ କର୍ମଚାରୀଙ୍କ ସ୍ୱାବ୍ ଟେଷ୍ଟ କରାଯିବ । ଶନିବାର ଓ ରବିବାର ସଟ୍ଡାଉନ୍ ରହିଛି । ଏଣୁ ବିଧାନସଭା କୋଠା […]

