education
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଆଜିଠାରୁ ମାଟ୍ରିକ ସମେଟିଭ୍- ୦୧ ପରୀକ୍ଷା ଖାତା ଦେଖା ଆରମ୍ଭ
Published On
By Samaya Live
ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ ସମେଟିଭ୍- ୦୧ ପରୀକ୍ଷା ଖାତା ଦେଖା I ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆୟୋଜିତ ମାଟ୍ରିକ, ମଧ୍ୟମା, ଓପନ ସ୍କୁଲ ସମେଟିଭ୍- ୦୧ ପରୀକ୍ଷା ଖାତା ମୂଲ୍ୟାୟନ କରାଯିବ । ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେଉଥିବାବେଳେ ଏଥିରେ ୧୨୪୦ଶିକ୍ଷକ ମୂଲ୍ୟାୟନ ପକ୍ରିୟାରେ ନିୟୋଜିତ ହୋଇଛନ୍ତି । ୧୦ ଦିନ ମଧ୍ୟରେ ଖାତା ଦେଖା ଶେଷ ହେବ। ପ୍ରତିଦିନ ପୂର୍ବାହ୍ନ ୯ଟାରୁ ୫ ଟା ପର୍ଯ୍ୟନ୍ତ ଖାତା […]
ମଦ୍ରାସାକୁ ମିଳିବନି ସ୍କଲାରସିପ୍: ୧ମରୁ ୮ମ ଶ୍ରେଣୀ ପିଲା ପାଉଥିବା ସ୍କଲାରସିପ୍ ବନ୍ଦ
Published On
By Samaya Live
ଦିଲ୍ଲୀ: ଉତ୍ତର ପ୍ରଦେଶ ମଦ୍ରାସାକୁ ମିଳୁଥିବା ସ୍କଲାରସିପ୍କୁ ନେଇ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି । ମଦ୍ରାସାରେ ପଢ଼ୁଥିବା ୧ମ ଶ୍ରେଣୀରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆଉ ସ୍କଲାରସିପ୍ ମିଳିବ ନାହିଁ । ତେବେ ପୂର୍ବପରି ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍ ମିଳିବ ବୋଲି କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସୂଚନା ଅନୁସାରେ, ମଦ୍ରାସାଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ମାଗଣା ଶିକ୍ଷା ଦାନ କରାଯାଉଛି । ଏହାସହ […]
ଆଜିଠୁ ମାଟ୍ରିକ ସମେଟିଭ-ଓ୍ୱାନ୍ ପରୀକ୍ଷା,ରାଜ୍ୟରେ ମୋଟ୍ ୫ ଲକ୍ଷ ୪୨ହଜାର ୮୦୭ ପରୀକ୍ଷାର୍ଥୀ
Published On
By Samaya Live
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହୋଇଛି ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ସମେଟିଭ-ଓ୍ୱାନ୍ ପରୀକ୍ଷା। ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବେଶ୍ ଗୁରୁତ୍ୱବହନ କରୁଥିବା ଏ ପରୀକ୍ଷାକୁ ସୁରୁଖୁରୁରେ କରିବା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ନୋଡାଲ ସେଣ୍ଟରକୁ ପ୍ରଶ୍ନପତ୍ର ପଠା ସରିଥିବାବେଳେ ପ୍ରତ୍ୟେକ ଦିନ ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ରର ସିଲ୍ ଖୋଲା ଯିବ। ରାଜ୍ୟରେ ମୋଟ୍ ୫ ଲକ୍ଷ ୪୨ହଜାର ୮୦୭ ଛାତ୍ରଛାତ୍ରୀ ହାଇସ୍କୁଲ ସାର୍ଟିଫିକେଟ […]
ସିଭିଲ୍ ଜଜ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ପରିବା ବିକାଳିଙ୍କ ଝିଅ
Published On
By Samaya Live
ନୂଆଦିଲ୍ଲୀ: ମଇ ୦୬: ମିଳିଲା ପରିଶ୍ରମର ଫଳ । ଚାରିଥର ଉଦ୍ୟମ ପରେ ମଧ୍ୟପ୍ରଦେଶ ଇନ୍ଦୋରର ବୁଲା ପରିବା ବିକ୍ରେତାଙ୍କ ଝିଅ ଅଙ୍କିତା ନାଗର ସିଭିଲ୍ ଜଜ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗୁରୁବାର ସମ୍ବାଦ ସରବରାହ ସଂସ୍ଥାନ ପିଟିଆଇ ସହ ସାକ୍ଷାତ୍କାର ବେଳେ ୨୯ ବର୍ଷୀୟ ଅଙ୍କିତା ନାଗର କହିଛନ୍ତି ଯେ, ଚାକିରି ନିମନ୍ତେ ୩ ଥର ପରୀକ୍ଷାରେ ବିଫଳ ହେବା ସତ୍ତ୍ବେ ବିଚାରପତି ହେବା ପାଇଁ ଥିବା ନିଜସ୍ବ ଲକ୍ଷ୍ୟରୁ ସେ ଓହରି ଯାଇ ନ […]
ବିଶ୍ୱ ଶିକ୍ଷକ ଦିବସର ଅନୁଚିନ୍ତା
Published On
By Samaya Live
ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବିନ୍ଧାଣି ହେଉଛନ୍ତି ଶିକ୍ଷକ । ଏଣୁ ଶିକ୍ଷକମାନଙ୍କୁ କୁହାଯାଇଥାଏ ମଣିଷ ତିଆରି କାରଖାନାର କାରିଗର ଏବଂ ବିଦ୍ୟାଳୟକୁ କୁହାଯାଇଥାଏ ମଣିଷ ତିଆରି କାରଖାନା । ତେଣୁ ବିଶ୍ୱର ପ୍ରତ୍ୟେକ ଦେଶ ନିଜ ନିଜର ଶିକ୍ଷକ ବା ସମାଜ ନିର୍ମାତାମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଭିନ୍ନ ଭିନ୍ନ ଦିନରେ ଗୁରୁ ଦିବସ ପାଳନ କରିଥାନ୍ତି । ଉଦ୍ଦେଶ୍ୟ ହେଲା, ରାଷ୍ଟ୍ରଗଠନରେ ଶିକ୍ଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସ୍ୱୀକାର କରିବା । ଏହି କଥାକୁ ହୃଦୟଙ୍ଗମ କରି […]
ନଭେମ୍ବର ମାସ ଏନ୍ଡିଏ ପରୀକ୍ଷାରେ ସାମିଲ ହେବେ ମହିଳା
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୨୨: ଆସନ୍ତା ବର୍ଷ ନୁହେଁ ବରଂ ଚଳିତ ବର୍ଷରେ ମହିଳାମାନେ ଏନ୍ଡିଏ (ନ୍ୟାସନଲ ଡିଭେନ୍ସ ଏକାମଡେମୀ)ପରୀକ୍ଷା ଦେବେ ବୋଲି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ କହିଛନ୍ତି । ଲିଙ୍ଗଗତ ସମାନତାକୁ ବର୍ଷକ ଲାଗି ମଧ୍ୟ ସ୍ଥଗିତ ରଖାଯାଇପାରିବ ନାହିଁ । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛି ଯେ, ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଏନ୍ଡିଏ ପରୀକ୍ଷାରେ ଦିନକ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ମହିଳାମାନଙ୍କୁ ସାମିଲ କରାଇବେ । ଏହାସହିତ ସେମାନଙ୍କ ପାଇଁ ଫିଜିକାଲ୍ ଫିଟ୍ନେସ୍, […]
ବାହାରିଲା ସିବିଏସ୍ଇ ଦ୍ୱାଦଶ ପରୀକ୍ଷାଫଳ
Published On
By Samaya Live
ଭୁବନେଶ୍ୱର, ଜୁଲାଇ ୩୦: ଆଜି ସିବିଏସ୍ଇ ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି । ପାସ୍ ହାର ୯୯.୩୭ ପ୍ରତିଶତ ରହିଛି । ପାସ୍ ହାରରେ ଛାତ୍ରୀମାନେ ଆଗୁଆ ରହିଛନ୍ତି । ଛାତ୍ରଙ୍କ ପାସ୍ ହାର ୯୯.୧୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୯.୬୭ ପ୍ରତିଶତ ରହିଛି । ୭୦ ହଜାର ୪ ଜଣ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ସେହିପରି ୧ଲକ୍ଷ ୫୦ ହଜାର ୧୫୨ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ […]

