delhi news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଚାଷୀ ଆନ୍ଦୋଳନରେ ଯୋଗ ଦେଇ ଫେରୁଥିବା ସମୟରେ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍: ୩ ମୃତ
Published On
By Samaya Live
ଦିଲ୍ଲୀ: ଅକ୍ଟୋବର ୨୮: ଚାଷୀ ଆନ୍ଦୋଳନରେ ଯୋଗ ଦେଇ ଘରକୁ ଫେରୁଥିବା ସମୟରେ ମାଡ଼ିଗଲା ଟ୍ରକ୍ । ଏଥିରେ ୩ ଜଣ ମହିଳାଙ୍କର ମୃତୁ୍ୟ ହେବା ସହିତ ୩ ଜଣ ମହିଳା ଗୁରୁତର ଆହତ ଅଛନ୍ତି । ମୃତ ୩ ଜଣ ପଞ୍ଜାବର ମାନସା ଜିଲ୍ଲାର ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ସକାଳ ପ୍ରାୟ ସାଢ଼େ ୬ଟାରେ ଝଜ୍ଜର ରୋଡ୍ ନିକଟରେ ଥିବା ଏକ ଡିଭାଇଡର୍ ଉପରେ ମହିଳାମାନେ ବସିଥିଲେ । ଏହି ସମୟରେ ଏକ […]
ଦିଲ୍ଲୀରେ ବାଣ ବିକ୍ରୟ ଉପରେ ନିଷେଧ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧୫: ଆଗକୁ ଆସୁଥିବା ଦୀପାବଳି ସକାଶେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦିଲ୍ଲୀ ସରକାର ବାଣ ସଂରକ୍ଷଣ ତଥା ବିକ୍ରୟ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଦକ ଲଗାଇଛନ୍ତି । ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ନିଷ୍ପତ୍ତି ନେଇଛନ୍ତି । ଏନେଇ ସେ ଟୁଇଟ୍ କରି ସୂଚନା ଦେଇଥିଲେ । ଦିଲ୍ଲୀର ପ୍ରଦୂଷଣ ବିପଦଜ୍ଜନକ ପରିସ୍ଥିତିରେ ଆସିପହଞ୍ଚିଛି […]
ଦିଲ୍ଲୀରେ ଭୁଶୁଡ଼ିଲା ୫ ମହଲା କୋଠା: ବହୁ ଲୋକ ତଳେ ବଦିଯାଇଥିବା ଆଶଙ୍କା
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧୩: ଉତ୍ତର ଦିଲ୍ଲୀରେ ଥିବା ସବଜୀ ମଣ୍ଡି(ପରିବା ବଜାର) ନିକଟସ୍ଥ ଏକ ପାଞ୍ଚ ମହଲା କୋଠା ଭୁଶୁଡ଼ି ପଡ଼ିଛି । ଏହାର ଖବର ମିଳିବା ପରେ ତୁରନ୍ତ ସ୍ଥାନୀୟ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହା ପରେ ଫାୟାରର୍ ଟିମର ୫ଟି ଉଦ୍ଧାରକାରୀ ଗାଡ଼ି ସେଠାରେ ପହଞ୍ଚିଛି । ସ୍ଥାନୀୟ ଉଦ୍ଧାରକାରୀ ଦଳ ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି । ସୂଚନା ଅନୁସାରେ, ଭୁଶୁଡ଼ି ପଡ଼ିଥିବା ୫ ମହଲା କୋଠା ମଲକାଙ୍ଗଜ […]
ଦିଲ୍ଲୀରେ ପ୍ରବଳ ବର୍ଷା: ବୁଡ଼ିଲା ଆଇଜିଆଇ ଏୟାର୍ପୋର୍ଟ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧୧: ଗତକାଲି ରାତିଠାରୁ ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ଲାଗିରହିଛି । ଲଗାତାର ବର୍ଷା ଯୋଗୁଁ ଦିଲ୍ଲୀର କିଛି ସଡ଼କ ପାଣିରେ ବୁଡ଼ି ଯାଇଛି । ଫଳରେ ରାଜଧାନୀରେ ଯାତାୟାତ ଠପ୍ ହୋଇଯାଇଛି । ଇନ୍ଦିରା ଗାନ୍ଧୀ ଇଣଫରନ୍ୟାସନାଲ୍ ଏୟାର୍ପୋର୍ଟରେ ଆଜି ସକାଳ ସମୟରେ ପାଣି ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଥିଲା । ଦ୍ୱାରିକା ମେଟ୍ରୋ ଷ୍ଟେସନ୍ରେ ମଧ୍ୟ ପାଣି ଭରିଯାଇଛି । ପାଣିପାଗ ବିଭାଗ ଅନୁସାରେ, ଦିଲ୍ଲୀ, ନୋଏଡା, ଗ୍ରେଟ୍ ନୋଏଡା ସମେତ […]
ବଢ଼ିଲା ଏଲ୍ପିଜି ଗ୍ୟାସ୍ ମୂଲ୍ୟ
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧: ଏଲ୍ପିଜିର ଗ୍ୟାସ୍ର ମୂଲ୍ୟ ବଢ଼ିଛି । ମାସ ଆରମ୍ଭରୁ ମେୁଦ୍ରାସ୍ପୀତ ବୃଦ୍ଧି ପାଇଛି । ଆଜିଠାରୁ ସାରା ଦେଶରେ ଅଣ ସବ୍ସିଡି ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୨୫ ପଇସା ବୃଦ୍ଧି ପାଇଛି । ଏହାପୂର୍ବରୁ ଅଗଷ୍ଟ ୧୮ରେ ଏଲ୍ପିଜିର ଦର ୨୫.୫୦ ପଇସା ବୃଦ୍ଧି କରାଯାଇଥିଲା । ତେବେ ୧୫ ଦିନ ମଧ୍ୟରେ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୫୦ ପଇସା ଯାଏଁ ବୃଦ୍ଧି ପାଇଛି । ଏହି ବର୍ଦ୍ଧିତ ମୂଲ୍ୟ ଅନୁସାରେ […]
ଭାରତକୁ ଆଫଗାନରୁ ଆସିଲା ଗୁରୁଗ୍ରନ୍ଥ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୨୪: ତାଲିବାନଙ୍କ କାବୁଲ୍ କବ୍ଜା ପରେ ଏବେ କିଛି ଆଫଗାନବାସୀ ନିଜ ଦେଶ ଛାଡ଼ି ଅନ୍ୟତ୍ର ଚାଲିଯାଉଛନ୍ତି । ସେହିପରି ସେଠାରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଭାରତୀୟ ଏୟାର୍ପୋର୍ସ ନିଜ ଦେଶକୁ ସ୍ଥାନାନ୍ତରଣ କରୁଛି । ଏହା ମଧ୍ୟରେ ଆଜି ତାଜିକିସ୍ତାନର ଦୁସାନବେରୁ ୭୮ ଲୋକ ଦିଲ୍ଲୀ ଆସିଛନ୍ତି । ସେମାନଙ୍କ ମଧ୍ୟରେ ୨୫ ଜଣ ଭାରତୀୟ ରହିଥିଲେ । ଏହାସହ ସେହି ବିମାନରେ କାବୁଲରେ ଥିବା ମୋଟ ତିନୋଟି ଗୁରୁଗ୍ରନ୍ଥ […]
ଦିଲ୍ଲୀରେ ହେଲା ଭାରତର ପ୍ରଥମ ସ୍ମଗ୍ ଟାୱାର
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୨୩: ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ମୁକାବିଲା କରିବା ପାଇଁ ଭାରତର ପ୍ରଥମ ସ୍ମଗ୍ ଟାୱାର ଦିଲ୍ଲୀରେ ନିର୍ମାଣ ହୋଇଛି । ଏହାକୁ ଆଜି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ୍ ଉଦ୍ଘାଟନ କରିଛନ୍ତି । ଏହି ସମୟରେ ତାଙ୍କ ସହିତ ଦିଲ୍ଲୀର ଏନ୍ଭରମେଣ୍ଟାଲ ମିନିଷ୍ଟର ଭୋପାଲ ରାଇ ଉପସ୍ଥିତ ରହିଥିଲେ । ୨୦ ମିଟର ଉଚ୍ଚ ବିିଶିଷ୍ଟ ଏହି ସ୍ମଗ୍ ଟାୱାର କନ୍ନଟ ପ୍ଳେସ୍ ବା ସିପି ଅଞ୍ଚଳରେ ଥିବା ବାବା ଖରକ ସିଂହ ମାର୍ଗରେ […]
ଗରିବ ପିଲାଙ୍କ ପାଇଁ ଦିଲ୍ଲୀରେ ଗଡ଼ୁଛି ‘ହୋପ୍ ବସ୍’
Published On
By Samaya Live
ଦିଲ୍ଲୀ, ଅଗଷ୍ଟ ୧୭: ବରିବ ତଥା ଅଭାବ କାରଣରୁ ପାଠପଢ଼ି ପାରୁନଥିବା ପିଲାମାନଙ୍କ ପାଇଁ ଦିଲ୍ଲୀରେ ଗଡୁଛି ‘କ୍ଲାସରୁମ୍ ବସ୍’ । ଦିଲ୍ଲୀର ଏକ ଏନ୍ଜିଓ ‘ତେଜସିଆ’ ବସ୍ତିପିଲାଙ୍କ ଶିକ୍ଷା ପାଇଁ ଏହି ଅଭିନବ ଯୋଜନା କରିଛି । ଏନ୍ଜିଓ ପକ୍ଷରୁ ପିଲାଙ୍କୁ ବସ୍ ମାଧ୍ୟମରେ ଶିକ୍ଷା ଦିଆଯାଉଛି । ବସ୍ର ନାଁ ରଖାଯାଇଛି ‘ହୋପ୍ ବସ୍’ । ବର୍ତ୍ତମାନ ଏହି ବସ୍ରେ ୫୦ ଜଣ ପିଲା ପାଠ ପଢୁଛନ୍ତି । ଏହି କାର୍ଯ୍ୟ ପାଇଁ ୪ଟି […]

