debendra fadnavis
ରାଜନୀତି  ଦେଶ- ବିଦେଶ 

ମୁଖ୍ୟମନ୍ତ୍ରୀ ହେଲେ ସିନ୍ଦେ

ମୁଖ୍ୟମନ୍ତ୍ରୀ ହେଲେ ସିନ୍ଦେ ମୁମ୍ବାଇ: ଜୁଲାଇ ୦୧: ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସେହିପରି ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ଦେବେନ୍ଦ୍ର ଫଡନାଭିସ ଘୋଷଣା କରି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ହେବେ ବୋଲି କହିଥିଲେ । ଏହାସହ ସେ ନିଜେ ସରକାର ବାହାରେ ରହିବେ ବୋଲି […]
Read More...
ରାଜନୀତି 

ପୁଣି ଫେରିବେ ଦେବେନ୍ଦ୍ର ଫଡନାଭିସ୍‌

ପୁଣି ଫେରିବେ ଦେବେନ୍ଦ୍ର ଫଡନାଭିସ୍‌ ମୁମ୍ବାଇ: ଜୁନ ୩୦: ଉଦ୍ଧବ ଠାକରେଙ୍କ ଇସ୍ତଫା ସହିତ ମହାରାଷ୍ଟ୍ରରେ ନୂତନ ସରକାର ଗଠନ ହେବାର ପଥ ପରିଷ୍କାର ହୋଇଛି । ଏବେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଜୁଲାଇ ୧ରେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏହାକୁ ନେଇ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । କାଲି ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହ ସେ ବିଧାନ ପରିଷଦର […]
Read More...
ରାଜନୀତି 

ଉଦ୍ଧବ୍‌ ଠାକରେଙ୍କ ଇସ୍ତଫାରେ ଉତ୍ସବ ମନେଇଲେ ବିଜେପି କର୍ମୀ

ଉଦ୍ଧବ୍‌ ଠାକରେଙ୍କ ଇସ୍ତଫାରେ ଉତ୍ସବ ମନେଇଲେ ବିଜେପି କର୍ମୀ ମହାରାଷ୍ଟ୍ର: ଜୁନ ୩୦: ମହାରାଷ୍ଟ୍ର ରାଜନୀତିର ନୂଆ ନାଟକ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉଦ୍ଧବ ଠାକରେ । ରାଜ୍ୟପାଳ ଭଗତ ସିଂ କୋଶିଆରୀଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦ ସହ ବିଧାନ ପରିଷଦ ସଦସ୍ୟ ପଦରୁ ମଧ୍ୟ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି । ଫ୍ଲୋର୍‌ ଟେଷ୍ଟ୍‌ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଫେସବୁକ୍‌ ଲାଇଭରେ ଉଦ୍ଧବ ଠାକରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଥିଲେ । […]
Read More...

Advertisement