Crime News
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ସିବିଆଇର ଅପରେସନ୍ ଗରୁଡ଼ ଆରମ୍ଭ, ୧୨୭ ନୂଆ ମାମଲା ରୁଜୁ, ୧୭୫ ଜଣ ଗିରଫ
Published On
By Samaya Live
ଚେନ୍ନାଇ: ବେଆଇନ ଡ୍ରଗ୍ ଚୋରାଚାଲାଣ ନେଟ୍ୱାର୍କ ବିରୁଦ୍ଧରେ ବହୁ ପର୍ଯ୍ୟାୟରେ ‘ଅପରେସନ୍ ଗରୁଡ଼’ ଅଭିଯାନ ଚଳାଇ ‘ସିବିଆଇ’ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ୧୨୭ଟି ନୂଆ ମାମଲା ରୁଜୁ କରିଛି ଓ ୧୭୫ଜଣଙ୍କୁ ଗିରଫ କରାଯାଇଥିବା କଥା ଆଜି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି । ପଞ୍ଜାବ, ଦିଲ୍ଲୀ, ହିମାଚଳ ପ୍ରଦେଶ, ମଣିପୁର, ମହାରାଷ୍ଟ୍ର ପୁଲିସ ଏବଂ ‘ଏନସିବି’କୁ ସାମିଲ କରି ଏହି ସ୍ୱତନ୍ତ୍ର ଅଭିଯାନ ଚାଲିଥିବା ବେଳେ ପ୍ରାୟ ୬୬୦୦ ସନ୍ଦିU/ବ୍ୟକ୍ତିବିଶେଷଙ୍କୁ ଯାଞ୍ଚ […]
ଯୁବତୀଙ୍କ ନରକଙ୍କାଳ ଉଦ୍ଧାର ଘଟଣା: ମୃତକଙ୍କ ଭାଇ ସମେତ ୪ ଗିରଫ, ମୃତ ଯୁବତୀଙ୍କ ଶିଶୁକନ୍ୟା ସୁରକ୍ଷିତ
Published On
By Samaya Live
ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର କରିବାର ୬ ଦିନ ପରେ ଘଟଣାର ପର୍ଦ୍ଦାଫାସ ହୋଇଛି । ଅବିବାହିତା ଥିବା ଏହି ଯୁବତୀ ଏକ କନ୍ୟା ସନ୍ତାନ ଜନ୍ମଦେବାରୁ ତାଙ୍କୁ ତଣ୍ଟଚିପି ହତ୍ୟା କରାଯାଇଥିବା ପୁଲିସ କହିଛି । ହତ୍ୟା ଅଭିଯୋଗରେ ଯୁବତୀଙ୍କ ଭାଇ ନେତ୍ରା ଶଗରିଆ (୨୬ବର୍ଷ), ପ୍ରେମିକ ଉମାଶଙ୍କର ପାଣିଗ୍ରାହୀ (ବାପୀ)ଙ୍କ ଏବଂ ୨ ଜଣ ସହଯୋଗୀ ସୁକଲ ଦାସ (୬୧ବର୍ଷ) ଓ ଭବାନୀଶଙ୍କର ପାଣିଗ୍ରାହୀ […]
ସମ୍ବଲପୁରରେ ସାଇବର୍ ଠକେଇ: ଶସ୍ତାରେ ମୋବାଇଲ କିଣିବା ଲୋଭରେ ହେଲେ ହଟହଟା
Published On
By Samaya Live
ସମ୍ବଲପୁର : ସମ୍ବଲପୁର ସହରର ଅଇଁଠାପାଲିଟାରେ ସାଇବର୍ ଠକେଇର ଅଭିଯୋଗ ହୋଇଛି । ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢ଼ାରଜାର ଧବଳେଶ୍ୱର ସାହୁ(୨୨) ସାଇବର୍ ଠକଙ୍କ ଜାଲରେ ପଡ଼ି ୨୬ ହଜାର ଟଙ୍କା ହରାଇଥିବା ଅଭିଯୋଗ କରିଛନ୍ତି । ମୋବାଇଲ୍ ଲୋଭରେ ସେ ସାଇବର୍ ଠକଙ୍କ ଜାଲରେ ପଡ଼ିଥିଲେ । ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଅଇଁଠାପାଲି ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ […]
ସିଟି ବସରୁ ୧୧ ହରିଣ ଶିଙ୍ଗ ଜବତ
Published On
By Samaya Live
ସମ୍ବଲପୁର : ସିଟି ବସରେ ହରିଣ ଶିଙ୍ଗ ଚାଲାଣ ହେଉଥିଲା । ସମ୍ବଲପୁର ଜିଲ୍ଲା ଠେଲକୋଲୋଇ ଥାନାର ପାଟ୍ରୋଲିଂ ଟିମ୍ ଏ ନେଇ ଗତକାଲି ସକାଳେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ବିଭିନ୍ନ ଗାଡ଼ି ଯାଞ୍ଚ କରିଥିଲା । ଠେଲକୋଲୋଇ ଛକ ନିକଟରେ ସିଟି ବସ୍ (ଓଡି ୧୫ ବି ୧୯୩୨)କୁ ଅଟକାଇବା ସହ ପୁଲିସ ଟିମ୍ ଯାଞ୍ଚ କରିଥିଲା । ଯାଞ୍ଚ ବେଳେ ଜଣଙ୍କ ଜରି ବ୍ୟାଗରୁ ୧୧ଟି ହରିଣ ଶିଙ୍ଗ ବାହାରି ଥିଲା […]
ଧଳା ଜହର କବଳରେ ରାଉରକେଲା
Published On
By Samaya Live
ରାଉରକେଲା : ରାଉରକେଲା ସ୍ମାର୍ଟସିଟିକୁ କବଳିତ କରୁଛି ଧଳା ଜହର । ଶିକ୍ଷିତ ବେକାର ଯୁବକ, ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ଓ ଅନ୍ୟମାନେ କବଳିତ । ମାଲାମାଲ୍ ହେଉଛନ୍ତି ବେପାରୀ । ତରିକା ବଦଳାଇ ଚାଲୁଛି ବେପାର । ଟେର୍ ପାଉ ନାହାନ୍ତି ପୁଲିସ । ରାଉରକେଲା ସହରର ନୂଆ ବସ୍ଷଫାଣ୍ଡ, ଷ୍ଟେସନ ଏରିଆ, ଡେଲିମାର୍କେଟ, ସିଭିଲଟାଉନସିପ୍ ଏରିଆ, ପାନପୋଷ ସମେତ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ଚୋରାରେ ଏସବୁ ନିଶା ସାମଗ୍ରୀ ବେଧଡକ ବିକ୍ରି ଚାଲିଛି । କେଉଁଠି […]
ସୌମ୍ୟ ମୃତ୍ୟୁ ଘଟଣା ; ଡିଏଫଓ, ଥାନା ଓଆଇସି ଙ୍କୁ ଜେରା କରାଯିବ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୧: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା ଏ ପର୍ଯ୍ୟନ୍ତ ସନ୍ଦେହ ଘେରରେ ରହିଛି I ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ପୋଲିସ ହାତରେ ଲାଗୁଛି । ଡିଏଫଓ ସଂଗ୍ରାମ କେଶରୀ ବେହେରା, ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ଜେରା କରାଯିବ ବୋଲି ଗଜପତି ଏସ୍ପି ତପନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଓଆଇସି ମମତା କ’ଣ ପାଇଁ କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସ ପାଖକୁ ଆସି ଅଟକାଇଥିଲେ ସେ ନେଇ […]

