ଜ୍ୟ।କଲିନଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ

ମୁମ୍ବାଇ: ଡିସେମ୍ବର ୦୯: ଅଭିନେତ୍ରୀ ଜ୍ୟ।କଲିନ୍ ଫର୍ଣ୍ଣ।ଣ୍ଡିସଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ । ଆସନ୍ତ। ଡିସେମ୍ବର ୮ ତ।ରିଖରେ ଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟରେ ହ।ଜର ହେବ।କୁ ନୋଟିସ୍ ଜ।ରି କର।ଯ।ଇଛି । ପୂର୍ବରୁ ଗତ ରବିବ।ର ବିଦେଶ ପଳ।ଉଥିବ। ବେଳେ ମୁମ୍ବ।ଇ ବିମ।ନବନ୍ଦରରେ ଜ୍ୟ।କଲିନଙ୍କୁ ଇଡି ଅଟକ।ଇଥିଲ। । ମନି ଲଣ୍ଡରିଂ ମ।ମଲ।ରେ ଜ୍ୟ।କଲିନଙ୍କ ନ।ଁରେ ମ।ମଲ। ଚ।ଲୁଛି । ସେଥିପ।ଇଁ ବିଦେଶ ନଯିବ। ପ।ଇଁ ତାଙ୍କୁ କୁହ।ଯ।ଇଥିଲ। । ମ।ତ୍ର ଜ୍ୟ।କଲିନ […]

Samaya Live Picture
Published On

ମୁମ୍ବାଇ: ଡିସେମ୍ବର ୦୯: ଅଭିନେତ୍ରୀ ଜ୍ୟ।କଲିନ୍ ଫର୍ଣ୍ଣ।ଣ୍ଡିସଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ । ଆସନ୍ତ। ଡିସେମ୍ବର ୮ ତ।ରିଖରେ ଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟରେ ହ।ଜର ହେବ।କୁ ନୋଟିସ୍ ଜ।ରି କର।ଯ।ଇଛି । ପୂର୍ବରୁ ଗତ ରବିବ।ର ବିଦେଶ ପଳ।ଉଥିବ।

ବେଳେ ମୁମ୍ବ।ଇ ବିମ।ନବନ୍ଦରରେ ଜ୍ୟ।କଲିନଙ୍କୁ ଇଡି ଅଟକ।ଇଥିଲ। । ମନି ଲଣ୍ଡରିଂ ମ।ମଲ।ରେ ଜ୍ୟ।କଲିନଙ୍କ ନ।ଁରେ ମ।ମଲ। ଚ।ଲୁଛି । ସେଥିପ।ଇଁ ବିଦେଶ ନଯିବ। ପ।ଇଁ ତାଙ୍କୁ କୁହ।ଯ।ଇଥିଲ। । ମ।ତ୍ର ଜ୍ୟ।କଲିନ ଏହ।କୁ ବେଖ।ତିର କରି ଦୁବ।ଇ ଯିବ।କୁ ଚ।ହୁଁଥିଲେ । ପରେ ଶେଷ ମୂହୂର୍ତ୍ତରେ ମୁମ୍ବ।ଇ ଏୟ।ରପୋର୍ଟରୁ ତ।ଙ୍କୁ ଇଡି ଅଟକ।ଇଥିଲ। ।

ସୂଚନ। ଅନୁସ।ରେ, ମନି ଲଣ୍ଡଂରି ମ।ମଲ।ରେ ଜ୍ୟ।କଲିନ୍ ଫର୍ଣ୍ଣ।ଣ୍ଡିସଙ୍କ ସମେତ ସୁକେଶ ଚନ୍ଦ୍ରଶେଖର ଏବଂ ଆଉ କିଛି ବ୍ୟକ୍ତିଙ୍କ ନ।ଁ ରହିଛି । ସୁକେଶ ଚନ୍ଦ୍ରଶେଖର ଏବଂ ତ।ଙ୍କ ପତ୍ନୀ ମ।ରିୟ। ପୌଲଙ୍କ ବିରୋଧରେ ୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କ।ର ମନି ଲଣ୍ଡଂରି ମ।ମଲ।ରେ ତଦନ୍ତ ଜ।ରି ରହିଛି । ତେବେ ମ।ମଲ।ରେ ଦର୍ଶ।ଯ।ଇଛି ଯେ, ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜ୍ୟ।କଲିନ୍ ଫର୍ଣ୍ଣ।ଣ୍ଡିସଙ୍କୁ ଅନେକ ମହଙ୍ଗ। ଉପହ।ର ଦେଇଥିଲେ । ଏହ।କୁ ନେଇ ସୁକେଶ ଓ ତ।ଙ୍କ ପତ୍ନୀଙ୍କୁ ପ୍ରଥମେ ନୋଟିସ୍ ଜ।ରି କର।ଯ।ଇଥିବ। ବେଳେ ପରେ ଫର୍ଣ୍ଣ।ଣ୍ଡିସଙ୍କୁ ମଧ୍ୟ ଲୁକ୍ ଆଉଟ୍ ନୋଟିସ୍ ଜ।ରି କର।ଯ।ଇଥିଲ। ।