crime branch
ରାଜନୀତି  ଦେଶ- ବିଦେଶ  ଅପରାଧ 

ଲାଲୁଙ୍କ ଘରେ ପୁଣି ସିବିଆଇ ରେଡ୍‌

ଲାଲୁଙ୍କ ଘରେ ପୁଣି ସିବିଆଇ ରେଡ୍‌ ବିହାର: ମଇ ୨୦: ଲାଲୁଙ୍କ ପିଛା ଛାଡ଼ୁନି ବିବାଦ । କିଛି ସପ୍ତାହ ପୂର୍ବରୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆର୍ଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଥିଲା । ହେଲେ ଏବେ ପୁଣି ଲାଲୁଙ୍କ ବିରୋଧରେ ସିବିଆଇ ନୂଆ ମାମଲା ରୁଜୁ କରିଛ । ଲାଲୁଙ୍କ ବିରୋଧରେ ହୋଇଥିବା ଭ୍ରଷ୍ଟାଚାର ଅଭିଯୋଗ ମାମଲାରେ ସିବିଆଇ ୧୫ଟି ଠିକଣାରେ ରେଡ୍‌ କରୁଛି । ଲାଲୁ ଯାଦବ ବିହାରର ରେଳ ମନ୍ତ୍ରୀ ଥିବା […]
Read More...
ଦେଶ- ବିଦେଶ  ଅପରାଧ 

୫,୦୫୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଧରିଲା ଇଡି

୫,୦୫୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଧରିଲା ଇଡି ନୂଆଦିଲ୍ଲୀ: ଅପ୍ରେଲ ୨୬: ୟେସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ । ରଣାଙ୍କ ସମେତ ଦିନ ହାଉସିଂ ଫାଇନାନ୍ସ ଲିମିଟେଡ୍ (ଡିଏଚ୍ଏଫ୍ଏଲ୍) ର କପିଲ ଓ ଧୀରଜ ୱାଧିନଙ୍କ ନାଁରେ ୫,୦୫୦ କୋଟି ଟଙ୍କାର ଅର୍ଥ ହଡ଼ପ କରିଥିବାର ଅଭିଯୋଗ କରିଛି ଇଡି ।ଉଭୟ ରାଣା ଓ ୱାଧନ ଭାତ୍ରା ମନି ଲଣ୍ଡରିଂ କରି କୋଟି କୋଟି ଟଙ୍କା ଦେଶ ବାହାରକୁ ପଠାଇଛନ୍ତି ବୋଲି ଇଡି ଏହାର ଦ୍ୱିତୀୟ ଚାର୍ସିଟ୍ରେ ଜଣାଇଛି । […]
Read More...
ଜିଲ୍ଲା  ଓଡ଼ିଶା  ଅପରାଧ 

ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଜର ତଦନ୍ତ ଜାରି

ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଜର ତଦନ୍ତ ଜାରି ପୁରୀ: ଡିସେମ୍ବର ୧୭: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟଣ।ରେ କ୍ର।ଇମବ୍ର।ଞ୍ଚର ତଦନ୍ତ । ଗୁରୁବ।ର ଚିତ୍ତଙ୍କ ପରିବ।ର ଲୋକଙ୍କ ବୟ।ନ ରେକର୍ଡ ସହ ଅଟକ ଥିବ। ଜଗ।, ସଞ୍ଜୟ ଦ।ସବର୍ମ।ଙ୍କ ପିଏସଓ ସର୍ବେଶ୍ୱର ଜେନ। ଓ ଅନ୍ୟ ସହଯୋଗୀମ।ନଙ୍କୁ ପୁରୀ ବ।ସେଳୀସ।ହି ଥ।ନ।ରେ ପଚର।ଉଚର। କରିଥିଲ। । ଏହ। ପରେ ଶୁକ୍ରବ।ର ଜଗ।ର ମ।ଟିଆପଡ। ସ୍ଥିତ ଭଡ।ଘରେ କ୍ର।ଇମବ୍ର।ଞ୍ଚ ତନ।ଘନ। ଆରମ୍ଭ କରିଛି।ତେବେ ଏହି କ୍ରାଇମବ୍ରାଞ୍ଚର ତଦନ୍ତ ପରେ କଣ ଆସିବ ପ୍ରକୃତ ସତ୍ୟ ତାରି […]
Read More...
ମନୋରଞ୍ଜନ  ଦେଶ- ବିଦେଶ  ଅପରାଧ 

ଜ୍ୟ।କଲିନଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ

ଜ୍ୟ।କଲିନଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ ମୁମ୍ବାଇ: ଡିସେମ୍ବର ୦୯: ଅଭିନେତ୍ରୀ ଜ୍ୟ।କଲିନ୍ ଫର୍ଣ୍ଣ।ଣ୍ଡିସଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ । ଆସନ୍ତ। ଡିସେମ୍ବର ୮ ତ।ରିଖରେ ଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟରେ ହ।ଜର ହେବ।କୁ ନୋଟିସ୍ ଜ।ରି କର।ଯ।ଇଛି । ପୂର୍ବରୁ ଗତ ରବିବ।ର ବିଦେଶ ପଳ।ଉଥିବ। ବେଳେ ମୁମ୍ବ।ଇ ବିମ।ନବନ୍ଦରରେ ଜ୍ୟ।କଲିନଙ୍କୁ ଇଡି ଅଟକ।ଇଥିଲ। । ମନି ଲଣ୍ଡରିଂ ମ।ମଲ।ରେ ଜ୍ୟ।କଲିନଙ୍କ ନ।ଁରେ ମ।ମଲ। ଚ।ଲୁଛି । ସେଥିପ।ଇଁ ବିଦେଶ ନଯିବ। ପ।ଇଁ ତାଙ୍କୁ କୁହ।ଯ।ଇଥିଲ। । ମ।ତ୍ର ଜ୍ୟ।କଲିନ […]
Read More...
ଓଡ଼ିଶା 

ଚାନ୍ଦିପୁର ଡିଆର୍‌ଡିଓ ମାମଲା ସହ ମୁମ୍ବାଇ ଲିଙ୍କ୍‌: ରହସ୍ୟମୟୀ ମହିଳାଙ୍କ ସହିତ ଟଙ୍କା କାରବାର

ଚାନ୍ଦିପୁର ଡିଆର୍‌ଡିଓ ମାମଲା ସହ ମୁମ୍ବାଇ ଲିଙ୍କ୍‌: ରହସ୍ୟମୟୀ ମହିଳାଙ୍କ ସହିତ ଟଙ୍କା କାରବାର ଭୁବନେଶ୍ୱର: ନଭେମ୍ବର ୦୬ : ଚାନ୍ଦିପୁର ଡିଆର୍‌ଡିଓ ଗୁପ୍ତଚର ମାମଲାର ଏକ ବଡ଼ ସୁରାକ୍‌ କ୍ରାଇମବ୍ରଞ୍ଚକୁ ମିଳିଛି । ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ କାରବାରରେ ମୁମ୍ବାଇ ଲିଙ୍କ୍‌ ମିଳିଥିବା ଜଣାପଡ଼ିଛି । ତେବେ ସେ ମୁମ୍ବାଇର ଜଣେ ରହସ୍ୟମୟୀ ମହିଳାଙ୍କ ସହ ୪୦ ହଜାର ଟଙ୍କା କାରବାର କରିଥିବା ଖବର ମିଳିଛି । ସେହି ମହିଳା ଜଣକ କିଏ ଏହାର ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି […]
Read More...
ଜିଲ୍ଲା 

କ୍ରାଇମବ୍ରାଞ୍ଚର ଚଢାଉ, ଡାଇମଣ୍ଡ ଜବତ, ଅଧିକାରୀଙ୍କୁ ଆକ୍ରମଣ

କ୍ରାଇମବ୍ରାଞ୍ଚର ଚଢାଉ, ଡାଇମଣ୍ଡ ଜବତ, ଅଧିକାରୀଙ୍କୁ ଆକ୍ରମଣ ନୂଆପଡା, ସେପ୍‌ଟେମ୍ବର ୨୩ : ନୂଆପଡା ଜିଲ୍ଲା ବୋଡେନ ଥାନା ଅନ୍ତର୍ଗତ ବରଗାଁ ଗ୍ରାମର ଆକବର ମେହେରଙ୍କ ଘରେ ଦୀର୍ଘଦିନ ଧରି ଚାଲୁଥିବା ବାଘନଖ, ହାତୀଦାନ୍ତ, ହାତୀନଖ, ଡାଇମଣ୍ଡ, ପଥର ସମେତ ଅନ୍ୟାନ୍ୟ ବେଆଇନ ସାମଗ୍ରୀର କାରବାର ହେଉଥିଲା । କୌଣସି ସୁତ୍ରରୁ ସୂଚନା ପାଇ ବୁଧବାର ବରଗାଁ ରେ କ୍ରାଇମବ୍ରାଞ୍ଚ ପୋଲିସ ଚଢାଉ କରିଛି । ପ୍ରକାଶ ଯୋଗ୍ୟ ଯେ ପ୍ରଥମେ କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ଗ୍ରାହକ ଭାବେ ପହଞ୍ଚି ଆକବର ମେହେର ସହ ମୁଲଚାଳ […]
Read More...
ଓଡ଼ିଶା 

ଚାନ୍ଦିପୁର ଆଇଟିଆର୍‌ରେ ପାକିସ୍ତାନ ଟଙ୍କା: କ୍ରାଇମବ୍ରଞ୍ଚ

ଚାନ୍ଦିପୁର ଆଇଟିଆର୍‌ରେ ପାକିସ୍ତାନ ଟଙ୍କା: କ୍ରାଇମବ୍ରଞ୍ଚ ଭୁବନେଶ୍ୱର: ସେପ୍‌ଟେମ୍ବର ୨୧: ଉତ୍ତରପ୍ରଦେଶରୁ ଚାନ୍ଦିପୁର ଆଇଟିଆର୍‌କୁ ଆସୁଛି ପାକିସ୍ତାନ ଟଙ୍କା । ଆଜି ଏମିତି ଏକ ଚାଞ୍ଚଲ୍ୟକର ଖବର ଖୁଲାସା କରିଛି, ଚାନ୍ଦିପୁର ଡିଆର୍‌ଡିଓରୁ ତଥ୍ୟ ଲିକ୍‌ ଅଭିଯୋଗ ମାମଲାର ଯାଞ୍ଚ କରୁଥିବା କ୍ରାଇମବ୍ରାଞ୍ଚ । ଉତ୍ତରପ୍ରଦେଶ ହ୍ୟାଣ୍ଡଲରଙ୍କ ଜରିଆରେ ପାକିସ୍ତାନରୁ ଟଙ୍କା ଆସୁଥିଲା । କେବଳ ସେତିକି ନୁହେଁ, ବାଂଲାଦେଶୀ ସ୍ଲିପର ସେଲ୍‌ ଜରିଆରେ ମଧ୍ୟ କିଛି ଟଙ୍କା ଦିଆଯାଇଥିବା ନେଇ କ୍ରାଇମବ୍ରାଞ୍ଚକୁ ତଥ୍ୟ ମିଳିଛି । ଏହି ଗୁରରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ପରେ […]
Read More...

Advertisement